PRAVAT KUMAR
@pravatprakash95
ID: 1439964953461628932
20-09-2021 14:50:26
53 Tweet
17 Followers
45 Following
୨୦୧୭ରୁ ଆଜିଯାଏ ୧୪୬୩ ଦିନ ଧରି ପ୍ରତିଦିନ ଗୋଟିଏ ଲେଖା ଉଇକିପିଡ଼ିଆ ପ୍ରସଙ୍ଗ ଲେଖୁଛନ୍ତି ଉଇକିଆଳି ସଂଗ୍ରାମ କେଶରୀ ସେନାପତି Sangram Keshari Senapati (ଗପୁ) । ସଂଗ୍ରାମଙ୍କ ବାବଦରେ ଆଜି ଓଡ଼ିଆ ସମ୍ବାଦପତ୍ର ପ୍ରମେୟର @prameyaodia ଆଲେଖ୍ୟ । or.wikipedia.org/s/13bs
ପିଲାବେଳେ ମନରେ ପ୍ରଶ୍ନ ଥିଲା ଅସଂଖ୍ୟ , ତା,ର ଉତ୍ତର ନଥିଲା , କିନ୍ତୁ ଖୁସି ଥିଲି । ବଡହେଲା ପରେ ସବୁ ପ୍ରଶ୍ନର ଉତ୍ତର ମୋ ପାଖରେ ଅଛି ହେଲେ ଖୁସିରେ ନାହିଁ । 💗💗 ଅଣଲେଉଟା ଅମୂଲ୍ୟ ପିଲାବେଳ💗💗 ଓଡ଼ିଆଙ୍କ ଖଟି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଆ ଉଇକିପିଡ଼ିଆ (Odia Wikipedia)
ସଭ୍ୟତାର ସୌଧରେ ଭୋକର ଭୂଗୋଳ, ପ୍ରଗତି ପାହାଚ ତଳେ ଅଣଦେଖା କଙ୍କାଳ A P Subhakanta ଅକାଳ କୁଷ୍ମାଣ୍ଡ 🇮🇳 (Yours sarcastically) ନିଧି ଅଜା Hrushikesh Panigrahi
ଶୃଙ୍ଗାର କରୁଥିବା ମହିଳାଙ୍କ ଠାରୁ ସଂଘର୍ଷ କରୁଥିବା ମହିଳା ହଜାର ଗୁଣ ସୁନ୍ଦର ଅକାଳ କୁଷ୍ମାଣ୍ଡ 🇮🇳 (Yours sarcastically) ନିଧି ଅଜା A P Subhakanta LB Lipipuspa Sahoo🇮🇳 ଓଡ଼ିଆଙ୍କ ଖଟି
ନିଜ ମାତୃଭାଷା ରେ କଥା ହେବା ପାଠ ପଢ଼ିବା ଓ ନିଯୁକ୍ତି ପାଇବାକୁ ନେଇ ଆମେ ଆଉ କେବେ ଗର୍ବ ଅନୁଭବ କରିବା ? ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଆ ଉଇକିପିଡ଼ିଆ (Odia Wikipedia) A P Subhakanta Library Movement Odisha ଆମ ଭାଷା..ଆମ ସାହିତ୍ୟ..🇮🇳 ଭାଷା: ଓଡ଼ିଆ Odia Bhasa Vigyan ଓଡ଼ିଆ ଭାଷା ବିଜ୍ଞାନ ଫାଉଣ୍ଡେସନ
ବଡ଼ ଦୁଃଖର କଥା ଯେ , ମାତୃଭାଷାକୁ ଛାଡ଼ି ଏକ ବିଦେଶୀ ଭାଷାରେ ଦରଖାସ୍ତ ଲେଖିବା , ସ୍ୱାକ୍ଷର କରିବା ଆଦି କାର୍ଯ୍ୟ ଯେ ଏକ ମାତୃଦ୍ରୋହ ପୂର୍ଣ୍ଣ ଘୃଣ୍ୟ କାର୍ଯ୍ୟ , ଏହା ଆମେ ଅନୁଭବ କରିପାରୁ ନାହୁଁ ଓ ଅତି ସ୍ଵାଭାବିକ ଭାବେ ଏ କାର୍ଯ୍ୟ କରୁଛୁ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ A P Subhakanta Odia Culture History of Odisha ନିଧି ଅଜା
"କଥା ଓ କବିତା" ରେ ଶୁଣନ୍ତୁ ପ୍ରଭାତ କୁମାର ବଳଙ୍କ ( PRAVAT KUMAR ) ଉପସ୍ଥାପନାରେ ତାଙ୍କ କବିତା "ସେ ହସେ" open.spotify.com/episode/4nnOve… ଏହାକୁ ଆପଣ JioSaavn, Gaana, Google podcasts ଏବଂ Apple Podcasts ପରି ୨୦ଟି ଭିନ୍ନ ଷ୍ଟ୍ରିମିଙ୍ଗ ସାଇଟରେ ମଧ୍ୟ ଶୁଣିପାରିବେ।
ବହୁ ସମୟ ଅତିବାହିତ ପ୍ରାଥମିକ ଶିକ୍ଷା ପୁରା ଆହତ, ତାର ପୁନରୁଦ୍ଧାର ପାଇଁ #ମାନ୍ୟବର_ମୁଖ୍ୟମନ୍ତ୍ରୀଙ୍କ_ଘୋଷଣା_ତୁରନ୍ତ_କାର୍ଯ୍ୟକାରୀ_ହେଉ CMO Odisha Naveen Patnaik MoSarkar 5T EducationOdisha ChiefSecyOdisha SUDAM MARNDI OSEPA
ସମସ୍ତ ପଦବୀ କୁ ପୂରଣ ଦିଗରେ ଧ୍ୟାନ ଦେବେ CMO Odisha Naveen Patnaik EducationOdisha OSEPA ChiefSecyOdisha MoSarkar 5T SUDAM MARNDI Pradeep Jena IAS