Naveen Patnaik
@Naveen_Odisha
Chief Minister of Odisha;
President, Biju Janata Dal.
ID:3489768920
http://www.bjdodisha.org.in/naveen-patnaik/ 08-09-2015 05:43:50
15,6K Tweets
3,6M Followers
24 Following
ଓଡ଼ିଶାବାସୀଙ୍କ ସେବାରେ ସର୍ବଦା ସମର୍ପିତ ବିଜୁ ଜନତା ଦଳ। ଲୋକଙ୍କ ଆଶା ଓ ବିଶ୍ବାସକୁ ସମ୍ମାନ ଜଣାଇ ସାଧାରଣ ନିର୍ବାଚନ ୨୦୨୪ ପାଇଁ Biju Janata Dal ର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ହୋଇଛି। ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ଆସନ୍ତୁ ସମସ୍ତେ ଏକ ହୋଇ ଆଗକୁ ବଢିବା। #BJDWithOdisha
‘ଛେନାପୋଡ଼’ ଆମର ଆବେଗ ସହ ଜଡ଼ିତ। ପାରମ୍ପରିକ ମିଠା ଭାବେ ଏହା ଆମ ଖାଦ୍ୟ ବିବିଧତାକୁ ସମୃଦ୍ଧ କରିଛି। ଆସନ୍ତୁ ‘ଛେନାପୋଡ଼’ ଦିବସକୁ ସମସ୍ତେ ମିଶି ଖୁସିରେ ପାଳନ କରିବା ଏବଂ ଏହାକୁ ଆହୁରି ସୁଦୂରପ୍ରସାରୀ କରିବା। #ChhenapodaDibasa
In a meeting with Naveen Patnaik, United Nations in India RC, Shombi Sharp highlighted Odisha’s accomplishment on #foodsecurity recognised nationally & globally.
World Food Programme in India is privileged to be a longstanding partner in Odisha’s transformational journey.
World Food Programme Elisabeth Faure Radhika Kaul Batra
Pleasure meeting Mr Shombi Sharp, UN Resident Coordinator in India (@UNinIndia). Thank him for his appreciation for #Odisha ’s global model of #disastermanagement , pioneering work in #foodsecurity , #5T governance and @odishamilletsmission.
#Transformation
Accessible and affordable healthcare is an essential cornerstone of any just and equitable society. On #WorldHealthDay , let's reaffirm our commitment to build healthier, resilient communities and prioritise preventive care. Together, we can build a robust healthcare system for…
ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ ପାଇଁ ତୃତୀୟ ପର୍ଯ୍ୟାୟରେ ଘୋଷଣା ହୋଇଥିବା Biju Janata Dal ର ପ୍ରାର୍ଥୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଏକ ସମୃଦ୍ଧ ତଥା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସମସ୍ତେ ଲୋକଙ୍କ ଆହୁରି ନିକଟତର ହୁଅନ୍ତୁ। ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା ଆମ ସମସ୍ତଙ୍କ ଅତୁଟ ସଙ୍କଳ୍ପ ହେଉ। #BJDWithOdisha
ଅତୁଟ ରହିବ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ବିକାଶର ଧାରା। ଏହି ବିଶ୍ୱାସକୁ ବଜାୟ ରଖି ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ ପାଇଁ Biju Janata Dal ର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଆସନ୍ତୁ ବିକାଶର ଏହି ଧାରାକୁ ଆହୁରି ବଳିଷ୍ଠ କରିବା, ‘ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା’ ଗଠନ ଦିଗରେ ଆଗକୁ ବଢ଼ିବା।…
ସାଧାରଣ ନିର୍ବାଚନ ୨୦୨୪ ପାଇଁ ତୃତୀୟ ପର୍ଯ୍ୟାୟରେ ଘୋଷଣା ହୋଇଥିବା Biju Janata Dal ର ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ସେବାକୁ ସଙ୍କଳ୍ପ ଭାବେ ଗ୍ରହଣ କରି ସମସ୍ତେ ଲୋକଙ୍କ ଆହୁରି ନିକଟତର ହୁଅନ୍ତୁ। ସଭିଙ୍କୁ ସାଥିରେ ନେଇ ଏକ ‘ବିକଶିତ ଓଡ଼ିଶା’ ଗଠନ ଦିଗରେ ଆସନ୍ତୁ ଆଗକୁ ବଢିବା। #BJDWithOdisha
ସାଢେ ଚାରି କୋଟି ଓଡ଼ିଆଙ୍କ ଆଶା ଓ ବିଶ୍ବାସକୁ ବଜାୟ ରଖି ଆଗକୁ ବଢୁଛି ବିଜୁ ଜନତା ଦଳ। ସାଧାରଣ ନିର୍ବାଚନ ୨୦୨୪ ପାଇଁ Biju Janata Dal ର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ହୋଇଛି। ଆସନ୍ତୁ ‘ବିଜୁ ଜନତା ଦଳ’ର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରି, ‘ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା’ ଗଠନର ସଙ୍କଳ୍ପକୁ ଆହୁରି ଦୃଢ କରିବା। #BJDWithOdisha
Awareness about autism will ensure empowerment and acceptance of individuals with autism. On #WorldAutismAwarenessDay , let’s reaffirm the commitment to extend more support and power to the autistic individuals for fostering a more inclusive society.