ଶୁଭଦୃଷ୍ଟି Shubhdristi (@shubhdristi) 's Twitter Profile
ଶୁଭଦୃଷ୍ଟି Shubhdristi

@shubhdristi

Shubhdristi (ଶୁଭଦୃଷ୍ଟି), a bi-monthly online Odia e-magazine started by a group of young students from Odisha to promote odia literature.

ID: 1228505962484465665

linkhttps://www.shubhdristi.in calendar_today15-02-2020 02:27:59

1,1K Tweet

474 Followers

92 Following

ଶୁଭଦୃଷ୍ଟି Shubhdristi (@shubhdristi) 's Twitter Profile Photo

"Passion, perseverance, and dreams—our women embody it all! This Women’s Day, we honor the incredible women of Shubhdristi, who create with love, chase their dreams, and inspire us every step of the way." #WomensDay #Shubhdristi

"Passion, perseverance, and dreams—our women embody it all! 
This Women’s Day, we honor the incredible women of Shubhdristi, who create with love, chase their dreams, and inspire us every step of the way."
#WomensDay #Shubhdristi
ଶୁଭଦୃଷ୍ଟି Shubhdristi (@shubhdristi) 's Twitter Profile Photo

ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଅକାଳ ବିୟୋଗ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି । ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍ମରଣୀୟ ରହିବେ। ତାଙ୍କ ପବିତ୍ର ଆତ୍ମାଙ୍କ ପ୍ରତି ଶୁଭଦୃଷ୍ଟି ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି। ପ୍ରଭୁ ଜଗନ୍ନାଥ ତାଙ୍କ ପବିତ୍ର ଆତ୍ମାକୁ ଶାନ୍ତି ଦିଅନ୍ତୁ।

ଉତ୍କଳ ଦିବସ ଅବସରରେ ପ୍ରତ୍ୟେକ ଉତ୍କଳୀୟଙ୍କୁ ଶୁଭେଚ୍ଛା। ବନ୍ଦେ ଉତ୍କଳ ଜନନୀ । #ଉତ୍କଳଦିବସ #UtkalaDibasa

ଉତ୍କଳ ଦିବସ ଅବସରରେ ପ୍ରତ୍ୟେକ ଉତ୍କଳୀୟଙ୍କୁ ଶୁଭେଚ୍ଛା। 
ବନ୍ଦେ ଉତ୍କଳ ଜନନୀ ।
#ଉତ୍କଳଦିବସ
#UtkalaDibasa
ଶୁଭଦୃଷ୍ଟି Shubhdristi (@shubhdristi) 's Twitter Profile Photo

ଶୁଭଦୃଷ୍ଟି ପରିବାର ତରଫରୁ ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଉତ୍କଳୀୟ ନବବର୍ଷର ଶୁଭେଚ୍ଛା। #ଉତ୍କଳୀୟନବବର୍ଷ #ଓଡିଆନବବର୍ଷ #OdiaNewYear #ପଣାସଂକ୍ରାନ୍ତି

ଶୁଭଦୃଷ୍ଟି ପରିବାର ତରଫରୁ ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଉତ୍କଳୀୟ ନବବର୍ଷର ଶୁଭେଚ୍ଛା। 
#ଉତ୍କଳୀୟନବବର୍ଷ #ଓଡିଆନବବର୍ଷ #OdiaNewYear #ପଣାସଂକ୍ରାନ୍ତି
ଶୁଭଦୃଷ୍ଟି Shubhdristi (@shubhdristi) 's Twitter Profile Photo

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭେଟିଦେଉଛୁ ଶୁଭଦୃଷ୍ଟି ଇ-ପତ୍ରିକାର ପଞ୍ଚମ ବର୍ଷ, ଦ୍ଵିତୀୟ ସଂଖ୍ୟା shubhdristi.in/2025/04/shubhd…

A P Subhakanta (@zubun98) 's Twitter Profile Photo

ଏଥର ଶୁଭଦୃଷ୍ଟିର ଶୁଭଦୃଷ୍ଟି Shubhdristi ପ୍ରଚ୍ଛଦରେ ଅଛନ୍ତି 🇮🇳 Tr. Viswanath विश्वनाथ ବିଶ୍ବନାଥ। ତାଙ୍କର ପରପିଢ଼ିକୁ ପରମ୍ପରା ସହିତ ପରିଚିତ କରାଇବାର ପ୍ରୟାସ ସମସ୍ତଙ୍କୁ ଅନୁପ୍ରାଣିତ କରିବ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭେଟିଦେଉଛୁ ଶୁଭଦୃଷ୍ଟି ଇ-ପତ୍ରିକାର ପଞ୍ଚମ ବର୍ଷ, ଦ୍ଵିତୀୟ ସଂଖ୍ୟା bit.ly/shubhdristi-ma…

ଏଥର ଶୁଭଦୃଷ୍ଟିର <a href="/shubhdristi/">ଶୁଭଦୃଷ୍ଟି Shubhdristi</a> ପ୍ରଚ୍ଛଦରେ ଅଛନ୍ତି <a href="/Viswanath507480/">🇮🇳 Tr. Viswanath विश्वनाथ ବିଶ୍ବନାଥ</a>। ତାଙ୍କର ପରପିଢ଼ିକୁ ପରମ୍ପରା ସହିତ ପରିଚିତ କରାଇବାର ପ୍ରୟାସ ସମସ୍ତଙ୍କୁ ଅନୁପ୍ରାଣିତ କରିବ। 

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭେଟିଦେଉଛୁ ଶୁଭଦୃଷ୍ଟି ଇ-ପତ୍ରିକାର ପଞ୍ଚମ ବର୍ଷ, ଦ୍ଵିତୀୟ ସଂଖ୍ୟା

bit.ly/shubhdristi-ma…
ଶୁଭଦୃଷ୍ଟି Shubhdristi (@shubhdristi) 's Twitter Profile Photo

ପବିତ୍ର ରଜପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭଦୃଷ୍ଟି ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା । #Raja #RajaParba #HappyRaja #Shubhdristi #ଶୁଭଦୃଷ୍ଟି #ରଜ #ରଜପର୍ବ

ପବିତ୍ର ରଜପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭଦୃଷ୍ଟି ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ।
#Raja #RajaParba #HappyRaja #Shubhdristi #ଶୁଭଦୃଷ୍ଟି #ରଜ #ରଜପର୍ବ
ଶୁଭଦୃଷ୍ଟି Shubhdristi (@shubhdristi) 's Twitter Profile Photo

ପବିତ୍ର ରଜ ସଂକ୍ରାନ୍ତି ଅବସରରେ ଭେଟିଦେଉଛୁ ଶୁଭଦୃଷ୍ଟି ଇ-ପତ୍ରିକାର ପଞ୍ଚମ ବର୍ଷ, ତୃତୀୟ ସଂଖ୍ୟା shubhdristi.in/2025/06/shubhd… ଡାଉନଲୋଡ୍ ଲିଙ୍କ - bit.ly/shubhdristi-ma…

ଶୁଭଦୃଷ୍ଟି Shubhdristi (@shubhdristi) 's Twitter Profile Photo

ଶୁଭଦୃଷ୍ଟି ପରିବାର ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା

ଶୁଭଦୃଷ୍ଟି ପରିବାର ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା
ଶୁଭଦୃଷ୍ଟି Shubhdristi (@shubhdristi) 's Twitter Profile Photo

ରଥ କହେ ମୁଁ ଦେବତା, ପଥ କହେ ମୁଁ ଦେବତା । ରଥ ପଥ କେହିନୁହେଁ, ସବୁରି ମୂଳେ ଜଗତକର୍ତ୍ତା ।। ପବିତ୍ର ରଥଯାତ୍ରାର ଅଭିନନ୍ଦନ ।। ।।ଜୟ ଜଗନ୍ନାଥ।। #ରଥଯାତ୍ରା #ରଥଯାତ୍ରା୨୦୨୫ #ଘୋଷଯାତ୍ରା #ଶୁଭଦୃଷ୍ଟି #Rathajatra #Rathajatra2025 #RathYatra #Shubhdristi

ରଥ କହେ ମୁଁ ଦେବତା, ପଥ କହେ ମୁଁ ଦେବତା । 
ରଥ ପଥ କେହିନୁହେଁ, ସବୁରି ମୂଳେ ଜଗତକର୍ତ୍ତା ।। 
ପବିତ୍ର ରଥଯାତ୍ରାର ଅଭିନନ୍ଦନ ।। 
।।ଜୟ ଜଗନ୍ନାଥ।।
#ରଥଯାତ୍ରା #ରଥଯାତ୍ରା୨୦୨୫ #ଘୋଷଯାତ୍ରା #ଶୁଭଦୃଷ୍ଟି #Rathajatra #Rathajatra2025 #RathYatra #Shubhdristi
ଶୁଭଦୃଷ୍ଟି Shubhdristi (@shubhdristi) 's Twitter Profile Photo

ପବିତ୍ର ରକ୍ଷା ବନ୍ଧନ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛୁ। ମହାପ୍ରଭୁଙ୍କ ଅପାରକରୁଣାରୁ ସମସ୍ତ ଭାଇଭଉଣୀଙ୍କ ସମ୍ପର୍କ ଅତୁଟ ରହୁ । #ରକ୍ଷାବନ୍ଧନ #ଶୁଭଦୃଷ୍ଟି #Shubhdristi

ପବିତ୍ର ରକ୍ଷା ବନ୍ଧନ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛୁ। ମହାପ୍ରଭୁଙ୍କ ଅପାରକରୁଣାରୁ ସମସ୍ତ ଭାଇଭଉଣୀଙ୍କ ସମ୍ପର୍କ  ଅତୁଟ ରହୁ ।
#ରକ୍ଷାବନ୍ଧନ #ଶୁଭଦୃଷ୍ଟି #Shubhdristi
ଶୁଭଦୃଷ୍ଟି Shubhdristi (@shubhdristi) 's Twitter Profile Photo

ଶୁଭଦୃଷ୍ଟି ପରିବାର ତରଫରୁ ୭୯ତମ ସ୍ଵାଧୀନତା ଦିବସର ଶୁଭକାମନା #IndependenceDay2024 #IndependenceDayIndia #ସ୍ୱାଧୀନତାଦିବସ #Shubhdristi #ଶୁଭଦୃଷ୍ଟି

ଶୁଭଦୃଷ୍ଟି ପରିବାର ତରଫରୁ ୭୯ତମ ସ୍ଵାଧୀନତା ଦିବସର ଶୁଭକାମନା  

#IndependenceDay2024
#IndependenceDayIndia #ସ୍ୱାଧୀନତାଦିବସ #Shubhdristi #ଶୁଭଦୃଷ୍ଟି
ଶୁଭଦୃଷ୍ଟି Shubhdristi (@shubhdristi) 's Twitter Profile Photo

ଶୁଭଦୃଷ୍ଟି ପରିବାର ତରଫରୁ ସମସ୍ତଙ୍କୁ ପବିତ୍ର ଗଣେଶ ଚତୁର୍ଥୀର ଶୁଭକାମନା। ଅଗ୍ରପୂଜ୍ୟ ପ୍ରଭୁ ବିଘ୍ନବିନାଶକ ସମସ୍ତଙ୍କର ସକଳ ବିଘ୍ନ ହରଣ କରି ସର୍ବସିଦ୍ଧି ପ୍ରଦାନ କରନ୍ତୁ। #ଗଣେଶଚତୁର୍ଥୀ #ଶ୍ରୀଗଣେଶଚତୁର୍ଥୀ #GaneshChaturthi #ଶୁଭଦୃଷ୍ଟି #Shubhdristi

ଶୁଭଦୃଷ୍ଟି ପରିବାର ତରଫରୁ ସମସ୍ତଙ୍କୁ ପବିତ୍ର ଗଣେଶ ଚତୁର୍ଥୀର ଶୁଭକାମନା। ଅଗ୍ରପୂଜ୍ୟ ପ୍ରଭୁ ବିଘ୍ନବିନାଶକ ସମସ୍ତଙ୍କର ସକଳ ବିଘ୍ନ ହରଣ କରି ସର୍ବସିଦ୍ଧି ପ୍ରଦାନ କରନ୍ତୁ। 
#ଗଣେଶଚତୁର୍ଥୀ #ଶ୍ରୀଗଣେଶଚତୁର୍ଥୀ #GaneshChaturthi #ଶୁଭଦୃଷ୍ଟି #Shubhdristi
A P Subhakanta (@zubun98) 's Twitter Profile Photo

ଇତିହାସ ଓ କଳ୍ପନାର ଏକ ଅପୂର୍ବ ସମନ୍ୱୟରେ ଗଢ଼ା ମୋର ପ୍ରଥମ ଐତିହାସିକ ଉପନ୍ୟାସ 'ପୁଷ୍ପଗିରିର ଶେଷ ପାଣ୍ଡୁଲିପି' ଏବେ ପ୍ରି-ଅର୍ଡର ପାଇଁ ଉପଲବ୍ଧ। ଆପଣଙ୍କ ଭଲପାଇବା ହିଁ ମୋର ପ୍ରେରଣା।" Pre-Order Here: rzp.io/rzp/Pushpagiri…

ଇତିହାସ ଓ କଳ୍ପନାର ଏକ ଅପୂର୍ବ ସମନ୍ୱୟରେ ଗଢ଼ା ମୋର ପ୍ରଥମ ଐତିହାସିକ ଉପନ୍ୟାସ 'ପୁଷ୍ପଗିରିର ଶେଷ ପାଣ୍ଡୁଲିପି' ଏବେ ପ୍ରି-ଅର୍ଡର ପାଇଁ ଉପଲବ୍ଧ। ଆପଣଙ୍କ ଭଲପାଇବା ହିଁ ମୋର ପ୍ରେରଣା।"

Pre-Order Here: rzp.io/rzp/Pushpagiri…
A P Subhakanta (@zubun98) 's Twitter Profile Photo

ଆଜିର ଦିନଟା ମୋ ଜୀବନର ସବୁଠୁ ସ୍ମରଣୀୟ ଦିନ ଭିତରୁ ଗୋଟିଏ। ଶେଷରେ ମୋର ପ୍ରଥମ ଐତିହାସିକ ଉପନ୍ୟାସ "ପୁଷ୍ପଗିରିର ଶେଷ ପାଣ୍ଡୁଲିପି" ଆଜି ଲୋକାର୍ପିତ ହୋଇଯାଇଛି। ସୌଭାଗ୍ୟର କଥା, ବିଶିଷ୍ଟ ସାହିତ୍ୟିକ ତଥା ଗଣମାଧ୍ୟମ ଜଗତର ବରିଷ୍ଠ ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ସାର୍‌ଙ୍କ ହାତରେ ଏହି ବହିଟି ଉନ୍ମୋଚିତ ହେଲା।

ଜଣେ ନୂଆ ଲେଖକ ପାଇଁ ଏହାଠାରୁ ବଡ଼ ଆଶୀର୍ବାଦ ଆଉ କ'ଣ ହୋଇପାରେ? ଯେଉଁମାନେ ମୋର ଏହି ଯାତ୍ରାରେ ସାଥିରେ ଥିଲେ, ସମସ୍ତଙ୍କୁ ମୋର ହୃଦୟରୁ ଧନ୍ୟବାଦ।

ଜଣେ ନୂଆ ଲେଖକ ପାଇଁ ଏହାଠାରୁ ବଡ଼ ଆଶୀର୍ବାଦ ଆଉ କ'ଣ ହୋଇପାରେ? ଯେଉଁମାନେ ମୋର ଏହି ଯାତ୍ରାରେ ସାଥିରେ ଥିଲେ, ସମସ୍ତଙ୍କୁ ମୋର ହୃଦୟରୁ ଧନ୍ୟବାଦ।
A P Subhakanta (@zubun98) 's Twitter Profile Photo

ଏବେ ବହିଟି ଆପଣମାନଙ୍କ ପାଖରେ। ପଢ଼ନ୍ତୁ ଆଉ ନିଜର ମତାମତ ନିଶ୍ଚୟ ଜଣାନ୍ତୁ। କିଣିବା ପାଇଁ କ୍ଲିକ୍ କରନ୍ତୁ: amzn.to/4s5Jjn5

A P Subhakanta (@zubun98) 's Twitter Profile Photo

ତଥାଗତଙ୍କ ଆଶୀର୍ବାଦ ଏବଂ ଆପଣମାନଙ୍କ ଅକୃତ୍ରିମ ଭଲପାଇବାରୁ ଆଜି ମୋ ବହିର ଲୋକାର୍ପଣକୁ ସଫଳତାର ସହ ଗୋଟିଏ ମାସ ପୂରିଛି। ବିତିଯାଇଥିବା ଏହି ୩୦ ଦିନର ପ୍ରତିଟି ପାଠକୀୟ ମତାମତ ମୋ ପାଇଁ ଗୋଟିଏ ଗୋଟିଏ ଆଶୀର୍ବାଦ। ସମସ୍ତଙ୍କୁ ମୋର ଅଶେଷ ଧନ୍ୟବାଦ।

ମୋର ଉପନ୍ୟାସ 'ପୁଷ୍ପଗିରିର ଶେଷ ପାଣ୍ଡୁଲିପି'ର ଏହି ଚମତ୍କାର ସମୀକ୍ଷା ପାଇଁ ହିମାଂଶୁ ଭାଇଙ୍କୁ ହିମାଂଶୁ #ଗଳ୍ପକବିତା🇮🇳✍️🧢 ହୃଦୟରୁ କୃତଜ୍ଞତା। ଲାଙ୍ଗୁଡ଼ି ପାହାଡ଼ ଏବଂ ଆମର ଲୁଚି ଯାଇଥିବା ବୌଦ୍ଧ ଇତିହାସକୁ ଆପଣ ଯେଭଳି ଭାବରେ ଦର୍ଶକଙ୍କ ସାମ୍ନାରେ ରଖିଲେ, ତାହା ପ୍ରକୃତରେ ପ୍ରଶଂସନୀୟ। youtube.com/shorts/xn9Z9La…