ଓଡ଼ିଆ ଉଇକିପିଡ଼ିଆ (Odia Wikipedia) (@odiawiki) 's Twitter Profile
ଓଡ଼ିଆ ଉଇକିପିଡ଼ିଆ (Odia Wikipedia)

@odiawiki

ଉଇକିପିଡ଼ିଆ (ଜ୍ଞାନକୋଷ): or.wikipedia.org 🌍ଉଇକିପାଠାଗାର (ପାଠାଗାର): or.wikisource.org 📚 ଉଇକିଅଭିଧାନ: or.wiktionary.org 🌈Odia @Wikimedia projects

ID: 273542512

linkhttps://meta.wikimedia.org/wiki/Odia_Wikimedians_User_Group calendar_today28-03-2011 17:58:02

1,1K Tweet

7,7K Followers

175 Following

Sangram Keshari Senapati (ଗପୁ) (@ssgapu22) 's Twitter Profile Photo

Yesterday, I've completed the #19thRoundChallenge for #100WikiDays. Now, it's time for the 20th Round on ଓଡ଼ିଆ ଉଇକିପିଡ଼ିଆ (Odia Wikipedia) #20thRoundChallenge #Day1 #1000WikiDays #2000WikiDays #Day1801 Odia Movie Kurukshetra starring Samaresh Routray ସମରେଶ ରାଉତରାୟ, Akash Dasnayak or.wikipedia.org/s/1nhl

Yesterday, I've completed the #19thRoundChallenge for #100WikiDays. Now, it's time for the 20th Round on <a href="/OdiaWiki/">ଓଡ଼ିଆ ଉଇକିପିଡ଼ିଆ (Odia Wikipedia)</a>

#20thRoundChallenge #Day1
#1000WikiDays #2000WikiDays #Day1801

Odia Movie Kurukshetra starring <a href="/samareshroutray/">Samaresh Routray ସମରେଶ ରାଉତରାୟ</a>, <a href="/IamAkashDNayak/">Akash Dasnayak</a> 

or.wikipedia.org/s/1nhl
ଓଡ଼ିଆ ଉଇକିପିଡ଼ିଆ (Odia Wikipedia) (@odiawiki) 's Twitter Profile Photo

ବିଭିନ୍ନ ବିଶ୍ୱ ଭାଷାରେ ଅନୂଦିତ ଚିକିତ୍ସା ବିଜ୍ଞାନ ସମ୍ବନ୍ଧିତ ପ୍ରସଙ୍ଗ ମଧ୍ୟରେ ଓଡ଼ିଆରେ ଲିଖିତ ପ୍ରସଙ୍ଗସବୁ ସବୁଠୁ ଅଧିକ (୪୯୩୮୮ ଜଣ) ଥର ପଢ଼ାଯାଇଛି । ଏ ପ୍ରକଳ୍ପ ପଛରେ ଓଡ଼ିଆ ଉଇକିଆଳି ଡଃ ସୁବାସ ଚନ୍ଦ୍ର ରାଉତଙ୍କ ଅବଦାନ ଉଲ୍ଲେଖନୀୟ । ତାଙ୍କୁ ଆମମାନଙ୍କ ତରଫରୁ ଶୁଭେଚ୍ଛା! mdwiki.toolforge.org/Translation_Da…

କୃଷି, ଉଦ୍ଭିଦ ଆଣବିକ ଜୀବବିଜ୍ଞାନ ଓ ବାୟୋଟେକ୍‌ନୋଲୋଜି ଆଦି ବିଷୟରେ ଜୀବନବ୍ୟାପୀ ଗବେଷଣାରତ ଓଡ଼ିଆ ଜୀବବିଜ୍ଞାନୀ ଅଜୟ କୁମାର ପରିଡ଼ାଙ୍କର ୫୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ତାଙ୍କୁ ଅଶେଷ ଶ୍ରଦ୍ଧାଞ୍ଜଳି । (ଫଟୋ: President's Secretariat. GODL-India.)

କୃଷି, ଉଦ୍ଭିଦ ଆଣବିକ ଜୀବବିଜ୍ଞାନ ଓ ବାୟୋଟେକ୍‌ନୋଲୋଜି ଆଦି ବିଷୟରେ ଜୀବନବ୍ୟାପୀ ଗବେଷଣାରତ ଓଡ଼ିଆ  ଜୀବବିଜ୍ଞାନୀ ଅଜୟ କୁମାର ପରିଡ଼ାଙ୍କର ୫୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ତାଙ୍କୁ ଅଶେଷ ଶ୍ରଦ୍ଧାଞ୍ଜଳି ।
(ଫଟୋ: President's Secretariat. GODL-India.)
ଓଡ଼ିଆ ଉଇକିପିଡ଼ିଆ (Odia Wikipedia) (@odiawiki) 's Twitter Profile Photo

ଦ୍ରୌପଦୀ ମୁର୍ମୁ ହେବେ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଏକ ସାନ୍ତାଳୀ ପରିବାରରେ ଜନ୍ମନେଇଥିଲେ । ତାଙ୍କୁ ଏହି ବିରାଟ ସଫଳତା ଅବସରରେ ଅଶେଷ ଶୁଭେଚ୍ଛା । ତାଙ୍କ ବାବଦରେ ଅଧିକ ସୂଚନା: or.wikipedia.org/s/t44 ଫଟୋ: Prime Minister's Office (GODL-India).

ଦ୍ରୌପଦୀ ମୁର୍ମୁ ହେବେ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଏକ ସାନ୍ତାଳୀ ପରିବାରରେ ଜନ୍ମନେଇଥିଲେ । ତାଙ୍କୁ ଏହି ବିରାଟ ସଫଳତା ଅବସରରେ ଅଶେଷ ଶୁଭେଚ୍ଛା ।

ତାଙ୍କ ବାବଦରେ ଅଧିକ ସୂଚନା: or.wikipedia.org/s/t44
ଫଟୋ: Prime Minister's Office (GODL-India).
ଓଡ଼ିଆ ଉଇକିପିଡ଼ିଆ (Odia Wikipedia) (@odiawiki) 's Twitter Profile Photo

ଓଡ଼ିଆ ସିନେ ସମୀକ୍ଷକ, ସାମ୍ବାଦିକ ଓ ଗବେଷକ ସୂର୍ଯ୍ୟ ଦେଓଙ୍କ (Surya Deo) ରଚିତ "କାଲିପାଇଁ କାଲିର ସିନେମା" ପୁସ୍ତକ ପାଇଁ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ସିନେମା ରଚନା ଶ୍ରେଣୀରେ ବିଶେଷ ଉଲ୍ଲେଖ ହୋଇଛି । ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । 💐 or.wikipedia.org/s/1nqk

ଓଡ଼ିଆ ସିନେ ସମୀକ୍ଷକ, ସାମ୍ବାଦିକ ଓ ଗବେଷକ ସୂର୍ଯ୍ୟ ଦେଓଙ୍କ (<a href="/SuryadeoSurya/">Surya Deo</a>) ରଚିତ "କାଲିପାଇଁ କାଲିର ସିନେମା" ପୁସ୍ତକ ପାଇଁ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ସିନେମା ରଚନା ଶ୍ରେଣୀରେ ବିଶେଷ ଉଲ୍ଲେଖ ହୋଇଛି । ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । 💐
or.wikipedia.org/s/1nqk
ଓଡ଼ିଆ ଉଇକିପିଡ଼ିଆ (Odia Wikipedia) (@odiawiki) 's Twitter Profile Photo

[ଖବର] ୨ ଦିନିଆ ଉଇକିମାନିଆ ମେଳଣ ଉଦ୍‌ଘାଟିତ". hhttp://www.dhenkanalupdate.com/dhenkanalupdate-bhubaneswar-wikipedia-13aug/ #wikimania

ଓଡ଼ିଆ ଉଇକିପିଡ଼ିଆ (Odia Wikipedia) (@odiawiki) 's Twitter Profile Photo

[ଖବର] ଉଇକିଆଳିଙ୍କ ଉଇକିମାନିଆ, ଖୋଲା ଜ୍ଞାନ ନିମନ୍ତେ ସଭିଏଁ ଏକାଠି knewsodisha.com/state/wikimani… #wikimania

ଓଡ଼ିଆ ଉଇକିପିଡ଼ିଆ (Odia Wikipedia) (@odiawiki) 's Twitter Profile Photo

[ଖବର] ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍ ଦ୍ୱାରା ୨ ଦିନିଆ ଉଇକିମାନିଆ ମେଳଣ ଅନୁଷ୍ଠିତ । youtube.com/watch?v=-Dj2SY… via Arati Tv #wikimania

Argus News (@argusnews_in) 's Twitter Profile Photo

ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍ ଦ୍ୱାରା ୨ ଦିନିଆ ଉଇକିମାନିଆ ମେଳଣ ଅନୁଷ୍ଠିତ #wikimania #Wikimania2022 #Odisha argusnews.in/article/odisha…

ଓଡ଼ିଆ ଉଇକିପିଡ଼ିଆ (Odia Wikipedia) (@odiawiki) 's Twitter Profile Photo

[ଖବର] ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍‌ର ୨ ଦିନିଆ ଉଇକିମାନିଆ ମେଳଣ sambad.in/state/a-2-day-… Sambad (ସମ୍ବାଦ) #wikimania

ଓଡ଼ିଆ ଉଇକିପିଡ଼ିଆ (Odia Wikipedia) (@odiawiki) 's Twitter Profile Photo

ଓଡ଼ିଆ ଉଇକିପିଡ଼ିଆର ମୋଟ ପ୍ରସଙ୍ଗ ୧୬,୦୦୦ ପହଞ୍ଚିଲା । କେବଳ ସ୍ୱେଚ୍ଛାସେବୀମାନଙ୍କ ଶ୍ରମରେ ତିଆରି ଏ ଜ୍ଞାନକୋଷରେ (ଏନସାଇକ୍ଲୋପିଡ଼ିଆ) ବିବିଧ ବିଷୟରେ ଲେଖା ରହିଛି । ଆଗରୁ ଥିବା ପ୍ରସଙ୍ଗର ସମ୍ପାଦନା ଓ ନୂଆ ପ୍ରସଙ୍ଗ ତିଆରି ସମସ୍ତଙ୍କ ପାଇଁ ଖୋଲା । or.wikipedia.org

ଓଡ଼ିଆ ଉଇକିପିଡ଼ିଆର ମୋଟ ପ୍ରସଙ୍ଗ ୧୬,୦୦୦ ପହଞ୍ଚିଲା ।
କେବଳ ସ୍ୱେଚ୍ଛାସେବୀମାନଙ୍କ ଶ୍ରମରେ ତିଆରି ଏ ଜ୍ଞାନକୋଷରେ (ଏନସାଇକ୍ଲୋପିଡ଼ିଆ) ବିବିଧ ବିଷୟରେ ଲେଖା ରହିଛି । ଆଗରୁ ଥିବା ପ୍ରସଙ୍ଗର ସମ୍ପାଦନା ଓ ନୂଆ ପ୍ରସଙ୍ଗ ତିଆରି ସମସ୍ତଙ୍କ ପାଇଁ ଖୋଲା । or.wikipedia.org