ଆମ ଭାଷା..ଆମ ସାହିତ୍ୟ..🇮🇳 (@garbita_odia) 's Twitter Profile
ଆମ ଭାଷା..ଆମ ସାହିତ୍ୟ..🇮🇳

@garbita_odia

ତାଳଚେର ମହାବିଦ୍ୟାଳୟ ରୁ ପଦାର୍ଥ ବିଜ୍ଞାନ ରେ ସ୍ନାତକ ।
ଜାମିଆ ମିଲ୍ଲିଆ ଇସଲାମୀୟା ବିଶ୍ଵ ବିଦ୍ୟାଳୟରୁ ସ୍ନାତକୋତ୍ତର ।
ପେଷା ରେ ପ୍ରଯୁକ୍ତିବିଦ୍ୟା ।
ନିଶା ରେ ସାହିତ୍ୟ ।

ID: 1550891191532945408

calendar_today23-07-2022 17:11:00

90 Tweet

33 Followers

13 Following

Odisha Vigilance (@odishavigilance) 's Twitter Profile Photo

Today, on the allegation of possession of disproportionate assets by Sri Dilip Kumar Sahu, Asst. Engineer, O/o Rayagada Panchayat Samiti Dist- Gajapati simultaneous house searches by #Odisha #Vigilance are going on at 4 places in Berhampur & Gajapati. #AntiCorruption

Odisha Vigilance (@odishavigilance) 's Twitter Profile Photo

Today, Sri Benudhar Dalabehera, Ex-Planning Assistant (Retd), Berhampur Development Authority, Berhampur, who was charge sheeted by #Odisha #Vigilance for possession of disproportionate assets to his known sources of income, was convicted by the Court to 2 yrs jail and fine.

ଆମ ଭାଷା..ଆମ ସାହିତ୍ୟ..🇮🇳 (@garbita_odia) 's Twitter Profile Photo

ଭାତ ଚିକେନ ଖାଇ ଭୋଟ ଦେଉଥିବା ଓଡିଆ ଭାଇ ଙ୍କୁ ଦେଖି ମୋର ଦୟା ଆସୁଛି । ଏମାନେ ସମୟ ଆସିଲେ ନିଜ ବାପା କୁ ବି ବିକ୍ରି କରିବାକୁ ଛାଡିବେନି ।।। ଧନ୍ୟ ହେ , ଓଡ଼ିଶାବାସୀ ..

Odisha Police (@odisha_police) 's Twitter Profile Photo

ବଣଭୋଜି କରିବା ନିମନ୍ତେ ଉଦ୍ଦିଷ୍ଟ ଥିବା ସ୍ଥାନରେ କୌଣସି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରନ୍ତୁ ନାହିଁ କିମ୍ବା ନିଶାସକ୍ତ ହୋଇ‌ ଅନ୍ୟ ପର୍ଯ୍ୟଟକଙ୍କ ଶାନ୍ତି ଭଙ୍ଗ କରନ୍ତୁ ନାହିଁ । ଏହା ସହିତ ସାମାନ୍ୟ ଖୁସି ପାଇଁ ବିପଦ ସଙ୍କୁଳ ସ୍ଥାନ ମାନଙ୍କରେ ନିଜେ ସେଲଫି୍ ଉଠାଇବାରୁ କ୍ଷାନ୍ତ ରହିବା ସହ ଅନ୍ୟକୁ ମଧ୍ୟ ବାରଣ କରନ୍ତୁ ।

ବଣଭୋଜି କରିବା ନିମନ୍ତେ ଉଦ୍ଦିଷ୍ଟ ଥିବା ସ୍ଥାନରେ କୌଣସି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରନ୍ତୁ ନାହିଁ କିମ୍ବା ନିଶାସକ୍ତ ହୋଇ‌  ଅନ୍ୟ ପର୍ଯ୍ୟଟକଙ୍କ ଶାନ୍ତି ଭଙ୍ଗ କରନ୍ତୁ ନାହିଁ । ଏହା ସହିତ ସାମାନ୍ୟ ଖୁସି ପାଇଁ ବିପଦ ସଙ୍କୁଳ ସ୍ଥାନ ମାନଙ୍କରେ ନିଜେ ସେଲଫି୍ ଉଠାଇବାରୁ କ୍ଷାନ୍ତ ରହିବା ସହ ଅନ୍ୟକୁ ମଧ୍ୟ ବାରଣ କରନ୍ତୁ ।
I & PR Department, Odisha (@ipr_odisha) 's Twitter Profile Photo

In view of intense heat wave condition, Anganwadis centres and all schools (both govt and private) up to STD 10th will remain closed from 12th April to 16th April, 2023.

ଓଟିଭି (@otvkhabar) 's Twitter Profile Photo

ଭୁବନେଶ୍ୱର: ନୟାପଲ୍ଲୀ ଅଞ୍ଚଳରେ ରୋଡ୍ ରୋମିଓଙ୍କ ଲଙ୍କାକାଣ୍ଡ, ଘରୋଇ ଲେଡିଜ୍ ହଷ୍ଟେଲରେ ପଶି ୪/୫ ଜଣ ଯୁବକଙ୍କ ଭଙ୍ଗାରୁଜା, କମେଣ୍ଟମରାର ପ୍ରତିବାଦ କରିବାରୁ ହଷ୍ଟେଲରେ ପଶିଗଲେ ଉଦଭ୍ରାନ୍ତ ଯୁବକ, ରାତି ପ୍ରାୟ ୧୦ ବେଳେ ସ୍ପିଡ୍ ବାଇକରେ ଯାଇ ଯୁବକ ମାନଙ୍କ ଗଣ୍ଡଗୋଳ #Odisha #OTV

ଭୁବନେଶ୍ୱର: ନୟାପଲ୍ଲୀ ଅଞ୍ଚଳରେ ରୋଡ୍ ରୋମିଓଙ୍କ ଲଙ୍କାକାଣ୍ଡ, ଘରୋଇ ଲେଡିଜ୍ ହଷ୍ଟେଲରେ ପଶି ୪/୫ ଜଣ ଯୁବକଙ୍କ ଭଙ୍ଗାରୁଜା, କମେଣ୍ଟମରାର ପ୍ରତିବାଦ କରିବାରୁ ହଷ୍ଟେଲରେ ପଶିଗଲେ ଉଦଭ୍ରାନ୍ତ ଯୁବକ, ରାତି ପ୍ରାୟ ୧୦ ବେଳେ ସ୍ପିଡ୍ ବାଇକରେ ଯାଇ ଯୁବକ ମାନଙ୍କ ଗଣ୍ଡଗୋଳ
#Odisha #OTV
ଆମ ଭାଷା..ଆମ ସାହିତ୍ୟ..🇮🇳 (@garbita_odia) 's Twitter Profile Photo

କାଦୁଅ ଫୋପଡ଼ା ରାଜନୀତି କୁ ଛାଡ଼ି ଆମେ ଜନମତ କୁ ଗ୍ରହଣ କରିବା ନିହାତି ଆବଶ୍ୟକ । ବିଜେପି ହେଉ ବା କଂଗ୍ରେସ , ଲୋକମାନେ ନିଜର ମତ ବ୍ୟକ୍ତ କରିଛନ୍ତି । ଆମେ ଆଶା କରିବା କି ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାର କର୍ଣ୍ଣାଟକ ର ଉନ୍ନତି କରୁ ।। #KarnatakaElectionResults2023

Satyabrat Nayak (@satyabrat_01) 's Twitter Profile Photo

DRDO puri ଅସ୍ଥାୟୀ କର୍ମଚାରୀଙ୍କ job card ବ୍ୟବହାର କରି ଜାଲ ମଷ୍ଟରରୋଲ ଦ୍ଵାରା NRGS ଅର୍ଥ ପ୍ରଦାନ କରିବା ପରେ job card ଧାରୀଙ୍କ ଅଜ୍ଞତାରେ ଅର୍ଥ ପ୍ରଦାନ କରିବା ଅଭିଯୋଗ ଉପରେ CMO Odisha Pradeep Jena IAS Panchayati Raj and Drinking Water Department Mahatma Gandhi NREGA GOI OdishaMGNREGS @DrdaPuri GOP BLOCK ଙ୍କୁ ଦୃଷ୍ଟି ଦେବାକୁ ଅନୁରୋଧ

DRDO puri ଅସ୍ଥାୟୀ କର୍ମଚାରୀଙ୍କ job card ବ୍ୟବହାର କରି ଜାଲ ମଷ୍ଟରରୋଲ ଦ୍ଵାରା NRGS ଅର୍ଥ ପ୍ରଦାନ କରିବା ପରେ job card ଧାରୀଙ୍କ ଅଜ୍ଞତାରେ ଅର୍ଥ ପ୍ରଦାନ କରିବା ଅଭିଯୋଗ ଉପରେ CMO Odisha Pradeep Jena IAS Panchayati Raj and Drinking Water Department Mahatma Gandhi NREGA GOI
OdishaMGNREGS @DrdaPuri
GOP BLOCK ଙ୍କୁ ଦୃଷ୍ଟି ଦେବାକୁ ଅନୁରୋଧ
ଆମ ଭାଷା..ଆମ ସାହିତ୍ୟ..🇮🇳 (@garbita_odia) 's Twitter Profile Photo

ଏକ ଛୋଟ ଅନୁରୋଧ । ଆପଣ ମାନେ ମୋର ଏକ ଛୋଟ ଲେଖା 'sandhana' ପଢି , ନିଜ ମତାମତ୍ ଦେବେ । ଭଲ ଥିଲେ ଖୁସି ହେବି । ଖରାପ ଥିଲେ ଭଲ କରିବାକୁ ଆଗକୁ ପ୍ରୟାସ କରିବି । Recenty I published in Pratilipi.. pratilipi.page.link/oMpCpRrxtVA4Gd…

ଓଟିଭି (@otvkhabar) 's Twitter Profile Photo

#ରାସ୍ତାରେ_୪_ଜଣଙ୍କୁ_ଗୋଡ଼ାଇ_ହାଣିଲେ - ଭଦ୍ରକ: ଟଙ୍କା ନଦେବାରୁ ବିଚ୍‌ ରାସ୍ତାରେ ଗୋଡ଼ାଇ ହାଣିଲେ - ନୂଆବସ୍‌ ଷ୍ଟାଣ୍ଡ୍‌ ପୋଲ ତଳେ ଆତଙ୍କ ଖେଳାଇଲେ ୩ ଦୁର୍ବୃତ୍ତ - ଅଣ୍ଡା ବୋଝେଇ ଟ୍ରକ୍‌ ଡ୍ରାଇଭର ଟଙ୍କା ନଦେବାରୁ ଗୁଣ୍ଡାରାଜ - ଡ୍ରାଇଭର, ଟ୍ରାନ୍ସପୋର୍ଟ ମାଲିକ ଓ ଅଣ୍ଡା ବ୍ୟବସାୟୀ ସହ ୪ ଜଣଙ୍କୁ ହାଣିଲେ - ରାସ୍ତାରେ ଖଣ୍ଡା ଓ

#ରାସ୍ତାରେ_୪_ଜଣଙ୍କୁ_ଗୋଡ଼ାଇ_ହାଣିଲେ
- ଭଦ୍ରକ: ଟଙ୍କା ନଦେବାରୁ ବିଚ୍‌ ରାସ୍ତାରେ ଗୋଡ଼ାଇ ହାଣିଲେ
- ନୂଆବସ୍‌ ଷ୍ଟାଣ୍ଡ୍‌ ପୋଲ ତଳେ ଆତଙ୍କ ଖେଳାଇଲେ ୩ ଦୁର୍ବୃତ୍ତ
- ଅଣ୍ଡା ବୋଝେଇ ଟ୍ରକ୍‌ ଡ୍ରାଇଭର ଟଙ୍କା ନଦେବାରୁ ଗୁଣ୍ଡାରାଜ
- ଡ୍ରାଇଭର, ଟ୍ରାନ୍ସପୋର୍ଟ ମାଲିକ ଓ ଅଣ୍ଡା ବ୍ୟବସାୟୀ ସହ ୪ ଜଣଙ୍କୁ ହାଣିଲେ
- ରାସ୍ତାରେ ଖଣ୍ଡା ଓ