ChiefSecyOdisha(@SecyChief) 's Twitter Profileg
ChiefSecyOdisha

@SecyChief

The Chief Secretary is the head of Civil Service in the State Government . Sri Pradeep Jena, IAS is the current Chief Secretary of Odisha.

ID:1193083177343938561

linkhttp://www.odisha.gov.in calendar_today09-11-2019 08:29:46

498 Tweets

277,0K Followers

58 Following

I & PR Department, Odisha(@IPR_Odisha) 's Twitter Profile Photo

ଚଳିତ ସାଧାରଣ ନିର୍ବାଚନରେ ପ୍ରତ୍ୟେକ ଭୋଟରଙ୍କୁ ସଚେତନ କରିବା କରିବା ଉଦ୍ଦେଶ୍ଯରେ ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ଗଣ ପଦଯାତ୍ରା (ୱାକାଥନ୍) ଆୟୋଜିତ ହୋଇଥିଲା। ମଇ ୨୫ ରେ ନିଶ୍ଚୟ ଯିବି, ନିଜ ବୁଥରେ ଭୋଟ ଦେବି’। ‘ଗଣତନ୍ତ୍ରର ଏ ମହାନ ପର୍ବ, ଭୋଟ ଦେଇ ମୁଁ କରିବି ଗର୍ବ’ ଇତ୍ୟାଦି ସ୍ଲୋଗାନ ଦେଇ ଆଜି ସକାଳ ୬ଟାରୁ ଭୁବନେଶ୍ଵର

account_circle
I & PR Department, Odisha(@IPR_Odisha) 's Twitter Profile Photo

୭୬ତମ ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆଜି ସକାଳେ ଓଡିଶା ବିଧାନସଭା ସମ୍ମୁଖସ୍ଥ ରାଜଧାନୀ ଶିଳାନ୍ୟାସ ଫଳକରେ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନ କରାଯାଇଛି। ଉତ୍ସବରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।

କାର୍ଯ୍ୟକ୍ରମରେ

୭୬ତମ ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆଜି ସକାଳେ ଓଡିଶା ବିଧାନସଭା ସମ୍ମୁଖସ୍ଥ ରାଜଧାନୀ ଶିଳାନ୍ୟାସ ଫଳକରେ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନ କରାଯାଇଛି। ଉତ୍ସବରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ
account_circle
I & PR Department, Odisha(@IPR_Odisha) 's Twitter Profile Photo

ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଏବଂ ରାଜ୍ୟ ସଶସ୍ତ୍ର ବାହିନୀ ମୁତୟନ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାଗୁଡିକରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୁଲିସ୍ ମୁତୟନ ସଂପର୍କରେ ବୈଠକରେ ବିଶଦ୍ ଆଲୋଚନା କରାଯାଇଛି। ଇଭିଏମ୍ କମିସନିଂ

ChiefSecyOdisha(@SecyChief) 's Twitter Profile Photo

ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

account_circle
I & PR Department, Odisha(@IPR_Odisha) 's Twitter Profile Photo

The 129th State Level Single Window Clearance Authority meeting chaired by ChiefSecyOdisha has approved 22 projects valued at Rs 4,066.71 Crore with employment generation potential of 25,525 persons.

The new projects are spanning various sectors, including Green Energy Equipment,

The 129th State Level Single Window Clearance Authority meeting chaired by @SecyChief has approved 22 projects valued at Rs 4,066.71 Crore with employment generation potential of 25,525 persons. The new projects are spanning various sectors, including Green Energy Equipment,
account_circle
I & PR Department, Odisha(@IPR_Odisha) 's Twitter Profile Photo

In view of the forthcoming , a State Level Coordination Meeting with different Enforcement Agencies of the State held today under the Chairmanship of Chief Secretary, Sri Pradeep Ku Jena.

Chief Secretary stressed on taking strong action against the violators

In view of the forthcoming #GeneralElections2024, a State Level Coordination Meeting with different Enforcement Agencies of the State held today under the Chairmanship of Chief Secretary, Sri Pradeep Ku Jena. Chief Secretary stressed on taking strong action against the violators
account_circle
I & PR Department, Odisha(@IPR_Odisha) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ବନ୍ଧିତ ପ୍ରେସ୍ ବିବୃତି: | ୧୬ ଫେବୃଆରୀ, ୨୦୨୪

account_circle
I & PR Department, Odisha(@IPR_Odisha) 's Twitter Profile Photo

୨୦୨୪-୨୫ ଲେଖାନୁଦାନ ବେଜଟ୍‌ ଆକଳନର ମୁଖ୍ଯାଂଶ | ୮ ଫେବୃଆରୀ, ୨୦୨୪

ବଜେଟ୍ ମୁଖ୍ଯାଂଶ ନିମନ୍ତେ ଲିଙ୍କ୍ କ୍ଲିକ୍ କରନ୍ତୁ:
drive.google.com/file/d/1OSujga…

୨୦୨୪-୨୫ ଲେଖାନୁଦାନ ବେଜଟ୍‌ ଆକଳନର ମୁଖ୍ଯାଂଶ | ୮ ଫେବୃଆରୀ, ୨୦୨୪ #NaveenOdisha ବଜେଟ୍ ମୁଖ୍ଯାଂଶ ନିମନ୍ତେ ଲିଙ୍କ୍ କ୍ଲିକ୍ କରନ୍ତୁ: drive.google.com/file/d/1OSujga…
account_circle
I & PR Department, Odisha(@IPR_Odisha) 's Twitter Profile Photo

ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ସମସ୍ତ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ।

ଚଳିତ ମାସରେ

ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ସମସ୍ତ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ। ଚଳିତ ମାସରେ
account_circle
I & PR Department, Odisha(@IPR_Odisha) 's Twitter Profile Photo

ପ୍ରଥମ ବିଶ୍ବ 'ର ଉଦ୍‌ଯାପନୀ ଉତ୍ସବରେ ଯୋଗଦାନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବା ନିମନ୍ତେ ନିମ୍ନ ଲିଙ୍କ୍ କ୍ଲିକ୍ କରନ୍ତୁ:
୫ ଫେବୃଆରୀ, ୨୦୨୪ | ସନ୍ଧ୍ୟା ୬ଟା

youtube.com/live/2N8AWT2oD…

ପ୍ରଥମ ବିଶ୍ବ #ଓଡ଼ିଆଭାଷାସମ୍ମିଳନୀ'ର ଉଦ୍‌ଯାପନୀ ଉତ୍ସବରେ ଯୋଗଦାନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବା ନିମନ୍ତେ ନିମ୍ନ ଲିଙ୍କ୍ କ୍ଲିକ୍ କରନ୍ତୁ: ୫ ଫେବୃଆରୀ, ୨୦୨୪ | ସନ୍ଧ୍ୟା ୬ଟା youtube.com/live/2N8AWT2oD…
account_circle
I & PR Department, Odisha(@IPR_Odisha) 's Twitter Profile Photo

ଆଜି ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ଦିନ। ପ୍ରଥମ ବିଶ୍ବ 'ର ଉଦ୍‌ଘାଟନୀ ଦିନରେ ଲୋକସେବା ଭବନ ପ୍ରାଙ୍ଗଣରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀର ବୃନ୍ଦଗାନ।

account_circle
I & PR Department, Odisha(@IPR_Odisha) 's Twitter Profile Photo

ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ଯ ପଥରେ ଅନୁଷ୍ଠିତ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଓଡିଶାର ପ୍ରଜ୍ଞାପନ ମେଢ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ବର୍ଣ୍ଣାଢ୍ଯ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ସହକାରୀ ସୂଚନା ଅଧିକାରୀ ଶ୍ରୀ ହରପ୍ରସାଦ

Odisha Tableau in the Republic Day Parade, 2024 in New Delhi is adjudged the Best-1 in the State Category.

The depiction of the artistry of Pattachitra of Raghurajpur by women and the income generated has garnered national attention. This is a feat attained by the Govt of Odisha

account_circle
CMO Odisha(@CMO_Odisha) 's Twitter Profile Photo

ଏକ କିଲୋମିଟର ଦୀର୍ଘ ପରିକ୍ରମାର ସୁଯୋଗ, ୪ଟି ପ୍ରବେଶ ଦ୍ୱାର, ପୂଜକ ବିଶ୍ରାମାଗାର, ଦୀପ ଘର, ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ, ମହାନଦୀ ଘାଟର ନୈସର୍ଗିକ ରୂପାନ୍ତର ସହ ମହାନଦୀ ଆଳତି ସ୍ଥାନର ବିକାଶ କରାଯାଇଛି। ₹୨୦୦ କୋଟି ବିନିଯୋଗରେ ପ୍ରାୟ ୪୦ ଏକର ପ୍ରକଳ୍ପ ଅଞ୍ଚଳ ରୂପାନ୍ତରିତ ହୋଇଛି।