ଭାଷା: ଓଡ଼ିଆ (@bhashaodia) 's Twitter Profile
ଭାଷା: ଓଡ଼ିଆ

@bhashaodia

Bhasha: Odia is a project with a mission to increase searchable Odia language content on the web. We will be happy if you follow and RT us. Join us on Facebook:

ID: 283072535

linkhttps://www.facebook.com/BhashaOdia calendar_today16-04-2011 14:29:54

452 Tweet

3,3K Followers

665 Following

Dr. Arun Kumar Praharaj (@praharajarun) 's Twitter Profile Photo

ମୁଁ ଜଣେ ପଖାଳ ଖିଆ ଖାଣ୍ଟି ଓଡ଼ିଆ, ଆମ ଓଡ଼ିଶାର ପ୍ରସିଦ୍ଧ ଖାଦ୍ଯ ପଖାଳ ମୋରୋ ପ୍ରିୟ ଖାଦ୍ୟ।🤗 ‘ପଖାଳ ଦିବସ’ର ଅଭିନନ୍ଦନ’ 🙏 #Pakhala 😋 #PakhalaDiwas #Odisha President of India Narendra Modi 🙏

ମୁଁ ଜଣେ ପଖାଳ ଖିଆ ଖାଣ୍ଟି ଓଡ଼ିଆ, ଆମ ଓଡ଼ିଶାର ପ୍ରସିଦ୍ଧ ଖାଦ୍ଯ ପଖାଳ ମୋରୋ ପ୍ରିୟ ଖାଦ୍ୟ।🤗
‘ପଖାଳ ଦିବସ’ର ଅଭିନନ୍ଦନ’ 🙏
#Pakhala 😋
#PakhalaDiwas
#Odisha

President of India Narendra Modi 🙏
Anil Biswal (@biswalanil) 's Twitter Profile Photo

ତୁ ମନେ ଭାବୁଛୁ ତୋଷାମଦ କରି ବଢାଇବୁ ଜାତି ମାନ, ତୋଷାମଦିଆର କୁକୁର ପ୍ରକୃତି ଅଇଁଠା ପତରେ ଧ୍ୟାନ – ମଧୁସୂଦନ ଦାସ l ଆଜି ମଧୁସୂଦନଙ୍କ ଜୟନ୍ତୀ l ମଧୁବାବୁ ଜାଣିଥିଲେ ବୋଧେ ଓଡିଶା ରାଜନୀତି ଭବିଷ୍ୟତରେ କଣ ହେବ, କିଭଳି ନେତାମନ୍ତ୍ରୀମାନେ ଅଣଓଡ଼ିଆ ବ୍ୟୁରୋକାର୍ଟଙ୍କ ପାଖରେ ତୋଷାମଦି କରିବେ l

ତୁ ମନେ ଭାବୁଛୁ ତୋଷାମଦ କରି ବଢାଇବୁ ଜାତି ମାନ, ତୋଷାମଦିଆର କୁକୁର ପ୍ରକୃତି ଅଇଁଠା ପତରେ ଧ୍ୟାନ – ମଧୁସୂଦନ ଦାସ l ଆଜି ମଧୁସୂଦନଙ୍କ ଜୟନ୍ତୀ l

ମଧୁବାବୁ ଜାଣିଥିଲେ ବୋଧେ ଓଡିଶା ରାଜନୀତି ଭବିଷ୍ୟତରେ କଣ ହେବ, କିଭଳି ନେତାମନ୍ତ୍ରୀମାନେ ଅଣଓଡ଼ିଆ ବ୍ୟୁରୋକାର୍ଟଙ୍କ ପାଖରେ ତୋଷାମଦି କରିବେ l
Kamalakanta Sethy (@kamalakant_odia) 's Twitter Profile Photo

ହେ ମହାପ୍ରଭୁ, ଏ ସଂସାରେ ସବୁ ସମ୍ପର୍କ ମିଥ୍ୟା, ଜଗତରେ ତୁମେ ହିଁ ଏକ ମାତ୍ର ସତ୍ୟ। କେତେ ଗାଳି, ଅଳି ଅର୍ଦ୍ଦଳି, ମାନ ଅଭିମାନ ଶୁଣି ନ କରି ପର କରୁଥାଅ ଆପଣାର ପୁଣି। ଜୟ ଜଗନ୍ନାଥ 🙏🏻🙏🏻🙏🏻

ହେ ମହାପ୍ରଭୁ,
ଏ ସଂସାରେ ସବୁ ସମ୍ପର୍କ ମିଥ୍ୟା,
ଜଗତରେ ତୁମେ ହିଁ ଏକ ମାତ୍ର ସତ୍ୟ।
କେତେ ଗାଳି, ଅଳି ଅର୍ଦ୍ଦଳି, ମାନ ଅଭିମାନ ଶୁଣି
ନ କରି ପର କରୁଥାଅ ଆପଣାର ପୁଣି।
ଜୟ ଜଗନ୍ନାଥ 🙏🏻🙏🏻🙏🏻
ଆମେ ଓଡ଼ିଆ ।। People of Odisha (@aameodia) 's Twitter Profile Photo

ସେ ଏକ ଅଗ୍ନିସ୍ଫୁଲିଙ୍ଗ, ଏକ ଲାଭା ସ୍ରୋତ, ଧ୍ଵଂସର ଧୂର୍ଜଟୀ। ସେ ପୁଣି ଏକ ଶୀତଳ ପୂର୍ଣ୍ଣିମା, ଏକ କୋମଳ ଶତଦଳ, ଏକ ବିମୁଗ୍ଧ ବିଶ୍ଵକର୍ମା, ଶରତର ଶୁଭ୍ର ଶିଶିର। ସେ ହେଉଛନ୍ତି ମହାକବି #ସଚ୍ଚିଦାନନ୍ଦ_ରାଉତରାୟ

ସେ ଏକ ଅଗ୍ନିସ୍ଫୁଲିଙ୍ଗ, ଏକ ଲାଭା ସ୍ରୋତ, ଧ୍ଵଂସର ଧୂର୍ଜଟୀ। ସେ ପୁଣି ଏକ ଶୀତଳ ପୂର୍ଣ୍ଣିମା, ଏକ କୋମଳ ଶତଦଳ, ଏକ ବିମୁଗ୍ଧ ବିଶ୍ଵକର୍ମା, ଶରତର ଶୁଭ୍ର ଶିଶିର। ସେ ହେଉଛନ୍ତି ମହାକବି #ସଚ୍ଚିଦାନନ୍ଦ_ରାଉତରାୟ
PEN IN BOOKS (@peninbooks) 's Twitter Profile Photo

#ReleasingSoon ଓଡ଼ିଶୀ ସଂଗୀତ, ଏହାର ଗାୟନ ବିଧି ଓ ଏହା ସହ ସଂଶ୍ଳିଷ୍ଠ ନାନାଦି ବିଭବ ସାଙ୍ଗକୁ ବିଭିନ୍ନ ପ୍ରସଙ୍ଗରେ ସମୃଦ୍ଧ ୬୦୦ ପୃଷ୍ଠାରୁ ଅଧିକ ବୃହତ ଗବେଷଣା ଗ୍ରନ୍ଥ "ଓଡ଼ିଶୀ ସଂଗୀତ ବାରିଧି" ଆସନ୍ତା ସପ୍ତାହରେ ପ୍ରକାଶ ପାଉଛି ଦୀର୍ଘ ଶ୍ରମ ଓ ଗବେଷଣା ଲବ୍ଧ ଏ ପୁସ୍ତକର ସଂକଳକ: ପଣ୍ଡିତ ରାମାରାଓ ପାତ୍ର ଓ Prateek Pattanaik

#ReleasingSoon ଓଡ଼ିଶୀ ସଂଗୀତ, ଏହାର ଗାୟନ ବିଧି ଓ ଏହା ସହ ସଂଶ୍ଳିଷ୍ଠ ନାନାଦି ବିଭବ ସାଙ୍ଗକୁ ବିଭିନ୍ନ ପ୍ରସଙ୍ଗରେ ସମୃଦ୍ଧ ୬୦୦ ପୃଷ୍ଠାରୁ ଅଧିକ ବୃହତ ଗବେଷଣା ଗ୍ରନ୍ଥ "ଓଡ଼ିଶୀ ସଂଗୀତ ବାରିଧି" ଆସନ୍ତା ସପ୍ତାହରେ ପ୍ରକାଶ ପାଉଛି
ଦୀର୍ଘ ଶ୍ରମ ଓ ଗବେଷଣା ଲବ୍ଧ ଏ ପୁସ୍ତକର ସଂକଳକ: ପଣ୍ଡିତ ରାମାରାଓ ପାତ୍ର ଓ  Prateek Pattanaik
@Gajapati (ଗଜପତି) (@vadkri) 's Twitter Profile Photo

Letter of secretary to lord Curzon (W.Lawrence) to Sri Madhusudan Dash on the subject of odia as official language of Sambalpur over Hindi

Letter of secretary to lord Curzon (W.Lawrence) to Sri Madhusudan Dash on the subject of odia as official language of Sambalpur over Hindi
ଭାଷା: ଓଡ଼ିଆ (@bhashaodia) 's Twitter Profile Photo

Proud moment for Odias except that it is the 24 spoked Ashoka Chakra in the national flag not the 16 spoked Konark Charka. #G20SummitDelhi #G20

Utkalika Odisha (@utkalikaodisha) 's Twitter Profile Photo

Utkalika at the G20 summit! We take immense pride in presenting #Odisha's culturally rich and diverse arts and crafts on this prestigious global platform of the G20 summit. #G20BharatSummit CMO Odisha Arabinda K Padhee Handlooms,Textiles & Handicrafts Department,Odisha

Utkalika at the G20 summit!

We take immense pride in presenting #Odisha's culturally rich and diverse arts and crafts on this prestigious global platform of the G20 summit.  #G20BharatSummit

CMO Odisha Arabinda K Padhee Handlooms,Textiles & Handicrafts Department,Odisha
Manmohan Samal (@samalmanmohan7) 's Twitter Profile Photo

Mr. Chitta Ranjan Tripathi, hailing from Chandbali, Bhadrak, Odisha, has assumed the role of Director at the National School of Drama. Congratulations on being the inaugural Odia to achieve this honor. #Odisha Mr. Tripathi, an NSD alumnus, has showcased his acting talent in

Mr. Chitta Ranjan Tripathi, hailing from Chandbali, Bhadrak, Odisha, has assumed the role of Director at the National School of Drama. Congratulations on being the inaugural Odia to achieve this honor. #Odisha

Mr. Tripathi, an NSD alumnus, has showcased his acting talent in
DPIIT India (@dpiitgoi) 's Twitter Profile Photo

Odisha Pattachitra, when done on palm leaves, is a beauty to behold. Treat your eyes to the highly intricate art of Odisha Pattachitra at the Geographical Indications (GI) Pavilion. Venue: Hall no. 5, first floor, ITPO Dates: 14-27th Nov, 2023 #DPIITPavilion #IITF2023

Odisha Pattachitra, when done on palm leaves, is a beauty to behold. Treat your eyes to the highly intricate art of Odisha Pattachitra at the Geographical Indications (GI) Pavilion.

Venue: Hall no. 5, first floor, ITPO
Dates: 14-27th Nov, 2023

#DPIITPavilion #IITF2023
ଭାଷା: ଓଡ଼ିଆ (@bhashaodia) 's Twitter Profile Photo

ଜୀବନର ଆଶା ଜୀବନର ଭାଷା; ଓଡ଼ିଶା, ଓଡ଼ିଶା, ଓଡ଼ିଶା/ ଓଡ଼ିଶା/ଉତ୍କଳ ଦିବସର ଶୁଭ କାମନା