MoSarkar 5T(@MoSarkar5T) 's Twitter Profileg
MoSarkar 5T

@MoSarkar5T

Official account of #Odisha Government's #MoSarkar initiative based on #5Ts of Teamwork, Technology, Transparency & Time for Transformation.

ID:1176777819512168449

linkhttp://mosarkar.odisha.gov.in calendar_today25-09-2019 08:38:07

1,3K Tweets

165,1K Followers

20 Following

MoSarkar 5T(@MoSarkar5T) 's Twitter Profile Photo

Strengthening financial inclusion of people in , HCM Shri Naveen Patnaik launched CSP Plus  outlets in additional 2000 GPs to deliver banking services to last mile. Opening of the branches marks a pivotal step towards economic empowerment of people.

account_circle
MoSarkar 5T(@MoSarkar5T) 's Twitter Profile Photo

ଜନସାଧାରଣ ଓ ସେବାୟତଙ୍କ ମତାମତ ଆଧାରରେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ମା’ବରୁଣେଇଙ୍କ ପୀଠର ଜାରିରହିଛି ରୂପାନ୍ତରଣ I ଏହାର ସମୀକ୍ଷା କରିବାସହ ପର୍ଯ୍ୟଟକଙ୍କ ସୁବିଧା ଓ କାର୍ଯ୍ୟ ଗୁଣବତ୍ତାକୁ ଗୁରୁତ୍ଵ ଦେଇ ମନ୍ଦିର ଉନ୍ନୟନ କାମ ଶେଷ କରିବାକୁ ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ଅଧିକାରୀଙ୍କୁ କହିଛନ୍ତି I

ଜନସାଧାରଣ ଓ ସେବାୟତଙ୍କ ମତାମତ ଆଧାରରେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ମା’ବରୁଣେଇଙ୍କ ପୀଠର ଜାରିରହିଛି ରୂପାନ୍ତରଣ I ଏହାର ସମୀକ୍ଷା କରିବାସହ ପର୍ଯ୍ୟଟକଙ୍କ ସୁବିଧା ଓ କାର୍ଯ୍ୟ ଗୁଣବତ୍ତାକୁ ଗୁରୁତ୍ଵ ଦେଇ ମନ୍ଦିର ଉନ୍ନୟନ କାମ ଶେଷ କରିବାକୁ #5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ଅଧିକାରୀଙ୍କୁ କହିଛନ୍ତି I #NabinOdisha
account_circle
MoSarkar 5T(@MoSarkar5T) 's Twitter Profile Photo

ଗମନାଗମନ ସେବାରେ ରୂପାନ୍ତରଣରୁ ଲୋକଙ୍କ ଆର୍ଥିକ ସମୃଦ୍ଧିର ପଥ ହେଉଛି ପ୍ରଶସ୍ତ I ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା, ବୌଦ୍ଧ ଓ କଟକବାସୀଙ୍କ ପାଇଁ ଲୋକାର୍ପିତ ହୋଇଛି ଫ୍ଲାଏ-ଓଭର, ରେଳ ଓଭରବ୍ରିଜ, ସେତୁ ଓ ରୂପାନ୍ତରିତ ଧାର୍ମିକ ପୀଠ I ଭିତ୍ତିଭୂମି ବିକାଶରେ ଲୋକ ମତାମତକୁ ଗୁରୁତ୍ଵ ଦେଇ ସାକାର ହେଉଛି ନୂଆ ଓଡ଼ିଶା ଗଠନ ସଙ୍କଳ୍ପ I

ଗମନାଗମନ ସେବାରେ ରୂପାନ୍ତରଣରୁ ଲୋକଙ୍କ ଆର୍ଥିକ ସମୃଦ୍ଧିର ପଥ ହେଉଛି ପ୍ରଶସ୍ତ I ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା, ବୌଦ୍ଧ ଓ କଟକବାସୀଙ୍କ ପାଇଁ ଲୋକାର୍ପିତ ହୋଇଛି ଫ୍ଲାଏ-ଓଭର, ରେଳ ଓଭରବ୍ରିଜ, ସେତୁ ଓ ରୂପାନ୍ତରିତ ଧାର୍ମିକ ପୀଠ I ଭିତ୍ତିଭୂମି ବିକାଶରେ ଲୋକ ମତାମତକୁ ଗୁରୁତ୍ଵ ଦେଇ ସାକାର ହେଉଛି ନୂଆ ଓଡ଼ିଶା ଗଠନ ସଙ୍କଳ୍ପ I #5T
account_circle
MoSarkar 5T(@MoSarkar5T) 's Twitter Profile Photo

ସ୍ୱାସ୍ଥ୍ୟସେବା, ଡାକ୍ତରୀ ଶିକ୍ଷା ଓ ଗବେଷଣାରେ ବିଶ୍ଵସ୍ତରୀୟ ଅନୁଷ୍ଠାନ ଭାବେ ରୂପାନ୍ତରିତ ହେବ କଟକର ଏସସିବି ମେଡିକାଲ କଲେଜ I ହସ୍ପିଟାଲ ଉନ୍ନତିକୀକରଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା ସହ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ I

ସ୍ୱାସ୍ଥ୍ୟସେବା, ଡାକ୍ତରୀ ଶିକ୍ଷା ଓ ଗବେଷଣାରେ ବିଶ୍ଵସ୍ତରୀୟ ଅନୁଷ୍ଠାନ ଭାବେ ରୂପାନ୍ତରିତ ହେବ କଟକର ଏସସିବି ମେଡିକାଲ କଲେଜ I ହସ୍ପିଟାଲ ଉନ୍ନତିକୀକରଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା ସହ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି #5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ I #NabinOdisha
account_circle
MoSarkar 5T(@MoSarkar5T) 's Twitter Profile Photo

ପାଠସହ କ୍ରୀଡ଼ା, ନୃତ୍ୟ ଓ ସଙ୍ଗୀତରେ ବି ଦକ୍ଷ ହୁଅ I କଟକ ଓ ଭୁବନେଶ୍ବରର ବିଭିନ୍ନ ମହାବିଦ୍ୟାଳୟରେ ‘ନୂଆ-ଓ ଛାତ୍ରବୃତ୍ତି’ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି I ଯୁବବର୍ଗଙ୍କୁ ପ୍ରୋତ୍ସାହନ ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି I

ପାଠସହ କ୍ରୀଡ଼ା, ନୃତ୍ୟ ଓ ସଙ୍ଗୀତରେ ବି ଦକ୍ଷ ହୁଅ I କଟକ ଓ ଭୁବନେଶ୍ବରର ବିଭିନ୍ନ ମହାବିଦ୍ୟାଳୟରେ ‘ନୂଆ-ଓ ଛାତ୍ରବୃତ୍ତି’ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ #5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି I ଯୁବବର୍ଗଙ୍କୁ ପ୍ରୋତ୍ସାହନ ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି I #NuaO
account_circle
MoSarkar 5T(@MoSarkar5T) 's Twitter Profile Photo

ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଘୋଷଣା। ସମସ୍ତଙ୍କୁ ମିଳିବ ୧୫ଦିନ ସାମୟିକ ଓ ମହିଳାଙ୍କୁ ସବୈତନିକ ପ୍ରସୂତିକାଳୀନ ଛୁଟି ଏବଂ ଉପକୃତ ହେବେ ୩୩,୪୨୦ କର୍ମଚାରୀ। ଜିଲ୍ଲାଗସ୍ତ ବେଳେ ସଚିବ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନଙ୍କୁ ଏନେଇ ମିଳିଥିଲା ପ୍ରସ୍ତାବ I

ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଘୋଷଣା। ସମସ୍ତଙ୍କୁ ମିଳିବ ୧୫ଦିନ ସାମୟିକ ଓ ମହିଳାଙ୍କୁ ସବୈତନିକ ପ୍ରସୂତିକାଳୀନ ଛୁଟି ଏବଂ ଉପକୃତ ହେବେ ୩୩,୪୨୦ କର୍ମଚାରୀ। ଜିଲ୍ଲାଗସ୍ତ ବେଳେ #5T ସଚିବ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନଙ୍କୁ ଏନେଇ ମିଳିଥିଲା ପ୍ରସ୍ତାବ I #NabinOdisha
account_circle
MoSarkar 5T(@MoSarkar5T) 's Twitter Profile Photo

ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାବାସୀଙ୍କ ପ୍ରସ୍ତାବ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ପୂରଣ ହୋଇଛି ଲୋକଙ୍କ ନିବେଦନ I ‘ୱାନ ଡେ ଗଭର୍ନାନ୍ସ' ନୀତିରେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଉଭୟ ଜିଲ୍ଲାର ୬୦୨ଟି ପ୍ରକଳ୍ପ ମଞ୍ଜୁର କରିବାସହ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି I

#5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାବାସୀଙ୍କ ପ୍ରସ୍ତାବ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ପୂରଣ ହୋଇଛି ଲୋକଙ୍କ ନିବେଦନ I ‘ୱାନ ଡେ ଗଭର୍ନାନ୍ସ' ନୀତିରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଉଭୟ ଜିଲ୍ଲାର ୬୦୨ଟି ପ୍ରକଳ୍ପ ମଞ୍ଜୁର କରିବାସହ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି I #NabinOdisha
account_circle