ବ୍ରହ୍ମଗିରି ଟ୍ୱିଟର କ୍ଲବ (@brahmagiri_now) 's Twitter Profile
ବ୍ରହ୍ମଗିରି ଟ୍ୱିଟର କ୍ଲବ

@brahmagiri_now

thanks for visiting us 🙏

ID: 1179095882874028032

calendar_today01-10-2019 18:09:15

98 Tweet

350 Followers

27 Following

କଣାସ ଟୁଇଟର କ୍ଳବ (@mg0eknwyioiv3g0) 's Twitter Profile Photo

ଅଭିଯୋଗ କରିବାର ଏକ ମାସ ହୋଇଗଲଣି ହେଲେ ନ୍ୟାୟ ପାଇବା ଆଶାରେ OdishaMoParibar ର ଏକ ସଦସ୍ୟ Naveen Patnaik Puri Police MoSarkar 5T DCP Bhubaneswar ଏହି ଘଟଣା ଉପରେ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିନମ୍ର ଅନୁରୋଧ CMO Odisha @Puri_Official Dr Sudhanshu Sarangi Balwant Singh

ଅଭିଯୋଗ କରିବାର ଏକ ମାସ ହୋଇଗଲଣି ହେଲେ ନ୍ୟାୟ ପାଇବା ଆଶାରେ OdishaMoParibar
ର ଏକ ସଦସ୍ୟ Naveen Patnaik Puri Police MoSarkar 5T DCP Bhubaneswar
ଏହି ଘଟଣା ଉପରେ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିନମ୍ର ଅନୁରୋଧ
CMO Odisha
@Puri_Official
Dr Sudhanshu Sarangi
Balwant Singh
CMO Odisha (@cmo_odisha) 's Twitter Profile Photo

ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଟ୍ରେନ ସୁବିଧା ନଥିବା ସ୍ଥାନମାନଙ୍କରୁ ବିମାନ ଯୋଗେ ଫେରାଇ ଆଣିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ବୁଧବାର ୩ଟି ସ୍ୱତନ୍ତ୍ର ବିମାନ ଯୋଗେ ୪୬୦ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ବସ ଯୋଗେ ନିଜ ନିଜ ଅଞ୍ଚଳକୁ ପଠାଯାଇଛି। #OdishaCares

ବ୍ରହ୍ମଗିରି ଟ୍ୱିଟର କ୍ଲବ (@brahmagiri_now) 's Twitter Profile Photo

ହେ ମହାପ୍ରଭୁ, ହେ କରୁଣାମୟ, ତୁମ କୃପାଦୃଷ୍ଟି ସମସ୍ତଙ୍କ ଉପରେ ରହିଥାଉ । ପ୍ରଭୁ, ଏ ଜଗତକୁ ରକ୍ଷା କର । #ସ୍ନାନପୂର୍ଣ୍ଣିମା #ସ୍ନାନଯାତ୍ରା

ହେ ମହାପ୍ରଭୁ,  ହେ କରୁଣାମୟ,  ତୁମ କୃପାଦୃଷ୍ଟି ସମସ୍ତଙ୍କ ଉପରେ ରହିଥାଉ । ପ୍ରଭୁ, ଏ ଜଗତକୁ ରକ୍ଷା କର ।
#ସ୍ନାନପୂର୍ଣ୍ଣିମା #ସ୍ନାନଯାତ୍ରା
Debendra Subudhi (@debendrasubudh1) 's Twitter Profile Photo

ଆଜ୍ଞା @nabadasjsg ସାର ଆପଣ ଏବେ ପୁରୀ ରେ ଅଛନ୍ତି ଥରୁ ଟେ ପୁରୀ ମେଡ଼ିକାଲ କାହାକୁ ନ କହି ଟିକେ ତଦାରଖ କରନ୍ତୁ କିପରି ଚାଲିଛି ଆଉ କୋଉ ଅବସ୍ଥାରେ ଅଛି ଆପଣଙ୍କୁ ବିନବ ଅନୁରୋଧ 🙏 Naveen Patnaik ସାର ଆପଣ ଜଣେ ଜଗନ୍ନାଥ ପ୍ରେମୀ ଆପଣ ପୁରୀ ମେଡିକାଲ ପାଇଁ ବିଚାର କରନ୍ତୁ ପୁରୀ ବାସି ଙ୍କର ଅନୁରୋଧ ଆପଣଙ୍କ ପାଖେ CMO Odisha

Sanjib Baliarsingh (@sanjibbaliars12) 's Twitter Profile Photo

ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ଉତ୍ତର ମିଳିଲାନି ଆଗକୁ ଆସୁଛି ବର୍ଷା ଦିନ ଏବେ ଅଳ୍ପ ବର୍ଷା ରେ ରାସ୍ତା ଯିବା ଆସିବା ସମ୍ଭବ ହେଉନି ଅଧିକ ବର୍ଷା ହେଲେ ଶୋଚନୀୟ ହେବ ଦୟାକରି ଧ୍ୟାନ ଦେବା ପାଇଁ ଅନୁରୋଧ @Puri_Official CMO Odisha Panchayati Raj and Drinking Water Department Odisha Rural Pradeep Jena IAS @gapg_dept Public Works Department, J&K MoSarkar 5T

Naveen Patnaik (@naveen_odisha) 's Twitter Profile Photo

ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ବର୍ତ୍ତମାନର କଠିନ ସ୍ଥିତି ଶୀଘ୍ର ଦୂର ହେଉ। ଆମ ରାଜ୍ୟର ପ୍ରଗତି ସହିତ ସମସ୍ତଙ୍କ ମଙ୍ଗଳମୟ ଜୀବନ କାମନା କରୁଛି। ଜୟ ଜଗନ୍ନାଥ। 🙏

Kasinath Nayak (@kasinathnayak1) 's Twitter Profile Photo

ଶ୍ରୀ ଜିଉଙ୍କୁ ଚବିଶକୁଦ-ବ୍ରହ୍ମଗିରିର ଚୁଡାଘସା ଭୋଗ ଚକ୍ର ମଣୋହୀ ଭୋଗ।

ଶ୍ରୀ ଜିଉଙ୍କୁ ଚବିଶକୁଦ-ବ୍ରହ୍ମଗିରିର ଚୁଡାଘସା ଭୋଗ
ଚକ୍ର ମଣୋହୀ ଭୋଗ।
Bikram Kumar Nayak (@bikramkunayak) 's Twitter Profile Photo

ରତ୍ନଚିରା ନଦୀ ରେ ମାଳସାହି ଚାଷପଡା ବୁଢୀମା ପାତଳାଇ ସେତୁ ମାନ୍ୟବର Sanjay Kumar Das Burma Sanjay Kumar Das Burma ଙ୍କ ଦ୍ୱାରା ଏକ ବର୍ଷ ରୁ ଅଧିକ ଦିନ ହେଲାଣି ଶୁଭ ଉଦଘାଟନ ହୋଇଥିଲେ ମଧ୍ୟ୍ୟ ଏବେ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ବ ହୋଇନାହିଁ Odisha Rural Panchayati Raj and Drinking Water Department Pradeep Jena IAS Lalitendu Bidyadhar Mohapatra @Puri_Official ଧ୍ୟାନ ଦେବାକୁ ଅନୁରୋଧ

ପୁରୀ ଜିଲ୍ଲାରେ #ବିଜୁ_ସେତୁ_ଯୋଜନା ରେ ନିର୍ମାଣ ହେଉଥିବା ଅଧିକାଂଶ ସେତୁ ଗୁଡିକ ଅଧା ନିର୍ମାଣ ରେ ଅଟକି ଯାଇଛି CMO Odisha Odisha Rural Pradeep Jena IAS @Puri_Official Balwant Singh Sanjay Kumar Das Burma Pinaki Misra ଙ୍କୁ ଅନୁରୋଧ ବନ୍ୟା ଜଳ ନିଷ୍କାସନ ହେବା ପରେ ଏହି କାର୍ଯ୍ୟ ଗୁଡିକ ତ୍ୱରାନ୍ୱିତ କରିବା ପାଇଁ l

ℙℝ𝔼𝕄 ℝ𝔸ℕ𝔸 🇮🇳 (@i_am_prem89) 's Twitter Profile Photo

#ଅତାବିରା ବ୍ଳକ #ବୁଗବୁଗ ପଂଚାୟତ #ଜାମଟିକ୍ରା ଆନ୍ଧ୍ରପଦାର ଦିବ୍ୟାଙ୍ଗ ପି.କ୍ରିଷ୍ଣା ରାଓ(୬୭)ଚିକିତ୍ସା ପାଇଁ ଆବଶ୍ୟକ ଚିକିତ୍ସାସହାୟତା ଓ ସ୍ତ୍ରୀ ପି.ଲଷ୍ମୀ ରାଓ ଙ୍କୁ ବାର୍ଦ୍ଧକ୍ୟଭତ୍ତା ପ୍ରଦାନ ନିମନ୍ତେ Naveen Patnaik @nabadasjsg SSEPD ଙ୍କୁ ନିବେଦନ CMO Odisha Collector & DM, Bargarh ChiefSecyOdisha NHM Odisha @gapg_dept

#ଅତାବିରା ବ୍ଳକ #ବୁଗବୁଗ ପଂଚାୟତ #ଜାମଟିକ୍ରା ଆନ୍ଧ୍ରପଦାର ଦିବ୍ୟାଙ୍ଗ ପି.କ୍ରିଷ୍ଣା ରାଓ(୬୭)ଚିକିତ୍ସା ପାଇଁ ଆବଶ୍ୟକ ଚିକିତ୍ସାସହାୟତା ଓ ସ୍ତ୍ରୀ ପି.ଲଷ୍ମୀ ରାଓ ଙ୍କୁ ବାର୍ଦ୍ଧକ୍ୟଭତ୍ତା ପ୍ରଦାନ ନିମନ୍ତେ Naveen Patnaik @nabadasjsg SSEPD ଙ୍କୁ
ନିବେଦନ
CMO Odisha Collector & DM, Bargarh ChiefSecyOdisha
NHM Odisha @gapg_dept
Sandip Mohapatra (@sevak_sandip) 's Twitter Profile Photo

କୁନି ବୟସ ରେ ଲଦି ହୋଇପଡିଛି ଅକଥନୀୟ ଜନ୍ତ୍ରଣା ।ପୁରୀ ଜିଲ୍ଲା ଗୋପ ବ୍ଲକ ଡଭର ଗ୍ରାମର ତ୍ରିଲୋଚନ ଓଝା ଙ୍କ ଦେଢ଼ ବର୍ଷ ପୁଅ ଗଣେଷ ।ଜନ୍ମ ହେଲା ଠାରୁ ପିଠିରେ ବଢୁଛି ଆବୁ।ସହାୟତାର ହାତ ବଢ଼ାଇବାକୁ ଅନୁରୋଧ। SABYASACHI MISHRA 🇮🇳 AIIMS Bhubaneswar @Gitaaiimsbbsr @Puri_Official H & FW Dept Odisha @nabadasjsg CMO Odisha @samirdash01

କୁନି ବୟସ ରେ ଲଦି ହୋଇପଡିଛି ଅକଥନୀୟ ଜନ୍ତ୍ରଣା ।ପୁରୀ ଜିଲ୍ଲା ଗୋପ ବ୍ଲକ ଡଭର ଗ୍ରାମର ତ୍ରିଲୋଚନ ଓଝା ଙ୍କ ଦେଢ଼ ବର୍ଷ ପୁଅ ଗଣେଷ ।ଜନ୍ମ ହେଲା ଠାରୁ ପିଠିରେ ବଢୁଛି ଆବୁ।ସହାୟତାର ହାତ ବଢ଼ାଇବାକୁ ଅନୁରୋଧ।
SABYASACHI MISHRA 🇮🇳 AIIMS Bhubaneswar @Gitaaiimsbbsr @Puri_Official H & FW Dept Odisha @nabadasjsg CMO Odisha @samirdash01
ବ୍ରହ୍ମଗିରି ଟ୍ୱିଟର କ୍ଲବ (@brahmagiri_now) 's Twitter Profile Photo

ବ୍ରହ୍ମଗିରି ଢାଵାଛକ ରୁ ହରପଡ଼ାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଭାରି ଯାନ ଯାତାୟାତ ରେ ଏହି ରାସ୍ତା ସାନବନ୍ଧକେରା ବ୍ରିଜ୍ ନିକଟରେ ଫାଟିକି ଆଁ କରିଛି।ବିଭାଗୀୟ ଯନ୍ତ୍ରୀଙ୍କୁ ଅନୁରୋଧ ଯଥାଶୀଘ୍ର ଅନୁଧ୍ୟାନ କରି ମରାମତି କରିବା ପାଇଁ।Works Department, Odisha CMO Odisha Prithiviraj Harichandan Odisha Rural