Panchayati Raj and Drinking Water Department(@PRDeptOdisha) 's Twitter Profileg
Panchayati Raj and Drinking Water Department

@PRDeptOdisha

Rural development is the main pillar of state development. The thrust of policies and programmes of PR&DW is on all-round economic development & Social Justice

ID:759986787339108352

linkhttps://panchayat.odisha.gov.in/ calendar_today01-08-2016 05:39:04

10,1K Tweets

111,7K Followers

745 Following

I & PR Department, Odisha(@IPR_Odisha) 's Twitter Profile Photo

Fake News:

ଗ୍ରୀଷ୍ମ ପ୍ରବାହ ଯୋଗୁ ୧୫ ଜୁନ୍ ୨୦୨୪ ପର୍ଯ୍ୟନ୍ତ ସ୍କୁଲ ଛୁଟି ସମ୍ବନ୍ଧିତ ଏକ ମିଥ୍ୟା ଖବର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା କଥା ଆମର ଦୃଷ୍ଟି ଗୋଚର ହୋଇଛି। ଏହିଭଳି ମିଥ୍ୟା ତଥ୍ଯ ପ୍ରଚାର କରି ସାଧାରଣରେ ବିଭ୍ରାନ୍ତ ସୃଷ୍ଟି କରିବା ଦଣ୍ଡନୀୟ ଅଟେ।

Fake News: ଗ୍ରୀଷ୍ମ ପ୍ରବାହ ଯୋଗୁ ୧୫ ଜୁନ୍ ୨୦୨୪ ପର୍ଯ୍ୟନ୍ତ ସ୍କୁଲ ଛୁଟି ସମ୍ବନ୍ଧିତ ଏକ ମିଥ୍ୟା ଖବର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା କଥା ଆମର ଦୃଷ୍ଟି ଗୋଚର ହୋଇଛି। ଏହିଭଳି ମିଥ୍ୟା ତଥ୍ଯ ପ୍ରଚାର କରି ସାଧାରଣରେ ବିଭ୍ରାନ୍ତ ସୃଷ୍ଟି କରିବା ଦଣ୍ଡନୀୟ ଅଟେ।
account_circle
RWSS DIVISION PHULBANI(@RWSS_Phulbani) 's Twitter Profile Photo

Anil karna. Socialist ✍️. Angul CMO Odisha ChiefSecyOdisha Pradeep Jena IAS Panchayati Raj and Drinking Water Department As per report of JE, Phiringia Palendi village of Dindrangaon GP having 16 nos. HH. There are 3 nos. tube well existing and all are in running condition. People of the above village are getting drinking water from these sources

account_circle
Mahila Sangram Samiti, Sundargarh(@MSSSundargarh) 's Twitter Profile Photo

ଗ୍ରାମ ସର୍ଗିଢ଼ିପା ପଞ୍ଚାୟତ ସବଡେଗା ବ୍ଲକ ସବଡେଗା ଜିଲ୍ଲା ସୁନ୍ଦରଗଡ଼ 5ଟି ନଳକୂଅ ମଧ୍ୟରୁ 4ଟି ଅଚଳଥିଲା 4ଟି ଯାକ ନଳକୂଅ ମରାମତି ହୋଇଯାଇଛି,ଜିଲ୍ଲାପାଳ, BDO, RWSS JE ଙ୍କୁ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି | Panchayati Raj and Drinking Water Department Deptt. of Water Resources
Collector and DM, Sundargarh
Subdega Panchayat Samiti , Sundargarh

account_circle
I & PR Department, Odisha(@IPR_Odisha) 's Twitter Profile Photo

ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ପରିପ୍ରେକ୍ଷୀରେ ଚଳିତ ଏପ୍ରିଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକ ୩ ଦିନ ବନ୍ଦ ରହିବ।

ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ପରିପ୍ରେକ୍ଷୀରେ ଚଳିତ ଏପ୍ରିଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକ ୩ ଦିନ ବନ୍ଦ ରହିବ।
account_circle