Bikram Kumar Nayak (@bikramkunayak) 's Twitter Profile
Bikram Kumar Nayak

@bikramkunayak

କିଛି ଗୋଟେ ନୂତନ ଅନ୍ୱେଷଣ ରେ.......
Advocate

ID: 1053271133892444165

calendar_today19-10-2018 13:06:21

205 Tweet

850 Followers

1,1K Following

Bikram Kumar Nayak (@bikramkunayak) 's Twitter Profile Photo

ସରଂକ୍ଷିତ ହେଲା ମୋ ମାଟିର ପ୍ରାଚୀନ ଗଙ୍ଗବଂଶୀୟ କୀର୍ତ୍ତିରାଜି ଚକ୍ରନାରାୟଣ ଶୀଳା ଧନ୍ୟବାଦ Deepak Nayak (ହଜିଲା ଐତିହ୍ୟର ସନ୍ଧାନେ)

ସରଂକ୍ଷିତ ହେଲା ମୋ ମାଟିର ପ୍ରାଚୀନ ଗଙ୍ଗବଂଶୀୟ କୀର୍ତ୍ତିରାଜି ଚକ୍ରନାରାୟଣ ଶୀଳା
ଧନ୍ୟବାଦ Deepak Nayak (ହଜିଲା ଐତିହ୍ୟର ସନ୍ଧାନେ)
Deepak Nayak (ହଜିଲା ଐତିହ୍ୟର ସନ୍ଧାନେ) (@deepak4heritage) 's Twitter Profile Photo

Biggest proof of ancientness of RathaJatra found lying neglected at Odisha State Museum premises opened to weathering. This is a 13th CenturyAD Artefact found from Teligarh, Jajpur. Naveen Patnaik, National Museum Archaeological Survey of India INTACH plz look into the revival.

Biggest proof of ancientness of RathaJatra found lying neglected at Odisha State Museum premises opened to weathering. This is a 13th CenturyAD Artefact found from Teligarh, Jajpur. Naveen Patnaik, National Museum Archaeological Survey of India INTACH plz look into the revival.
Bikram Kumar Nayak (@bikramkunayak) 's Twitter Profile Photo

ପୁରୀ ଜିଲ୍ଲା ର ଏହି ଅବହେଳିତ ଐତିହ୍ୟ ର ପୁନଃଉଦ୍ଧାର ପାଇଁ @Puri_Official Samarth Verma ଙ୍କୁ ଅନୁରୋଧ l

Deepak Nayak (ହଜିଲା ଐତିହ୍ୟର ସନ୍ଧାନେ) (@deepak4heritage) 's Twitter Profile Photo

The dilapidated Queen's Well (ରାଣୀ କୂଅ) at Nijigada Kuruki village of Puri district. The 16th Century AD step well was dug by Gajapati Ramachandra Deva I, founder of Bhoi Dynasty. Plz conserve the heritage Archaeological Survey of India Ministry of Culture Naveen Patnaik Dharmendra Pradhan @Puri_Official

The dilapidated Queen's Well (ରାଣୀ କୂଅ) at Nijigada Kuruki village of Puri district. The 16th Century AD step well was dug by Gajapati Ramachandra Deva I, founder of Bhoi Dynasty. Plz conserve the heritage Archaeological Survey of India Ministry of Culture Naveen Patnaik Dharmendra Pradhan @Puri_Official
Bikram Kumar Nayak (@bikramkunayak) 's Twitter Profile Photo

ଶାରଦୀୟ ଅଭିନନ୍ଦନ 🙏 କରୁଣାମୟୀ ମା ଦୁର୍ଗା ଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣଙ୍କ ଜୀବନକୁ ସୁଖ, ଶାନ୍ତି ଏବଂ ସମୃଦ୍ଧି ରେ ଭରିଦିଅନ୍ତୁ l

ଶାରଦୀୟ ଅଭିନନ୍ଦନ 🙏
କରୁଣାମୟୀ ମା ଦୁର୍ଗା ଙ୍କ ପାଖରେ ପ୍ରାର୍ଥନା କରୁଛି
ଆପଣଙ୍କ ଜୀବନକୁ ସୁଖ, ଶାନ୍ତି ଏବଂ ସମୃଦ୍ଧି ରେ ଭରିଦିଅନ୍ତୁ l
Bikram Kumar Nayak (@bikramkunayak) 's Twitter Profile Photo

ଶ୍ରୀମନ୍ଦିରର ନିର୍ମାତା ସମ୍ରାଟ ଗଙ୍ଗେଶ୍ୱର ଅନନ୍ତବର୍ମନ ଚୋଡ଼ଗଙ୍ଗ ଦେବଙ୍କ ୯୪୬ତମ ରାଜ୍ୟାଭିଷେକ ଦିବସ ପାଳନ ଅବସରରେ l

@Gajapati (ଗଜପତି) (@vadkri) 's Twitter Profile Photo

589'th Coronation Day of Sri Birashri Gajapati Gaudeswara Nabakotikarnata Kalabargeswara Abhirae Vhootabhairava Anikarane Routaraya Atulabala Parakrame Sangrame Sahasrabahu Kshetriyakula Dhumaketu Biradhibirabara Mahapratapi Shri Shri #KapilendraDeba Maharaja 1/n

Bikram Kumar Nayak (@bikramkunayak) 's Twitter Profile Photo

ମହାନ ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବଙ୍କ ୫୮୯ତମ ରାଜ୍ୟାଭିଷେକ ଦିବସ ପାଳନ ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପ, ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ, ଐତିହ୍ୟର ଅନ୍ତେ ଗ୍ରୁପ ଓ ଇଣ୍ଟାକ ଭୁବନେଶ୍ୱର ଶାଖା ର ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଙ୍କୁ ସାଧୁବାଦ ଜଣାଉଛି l

ମହାନ ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବଙ୍କ
୫୮୯ତମ ରାଜ୍ୟାଭିଷେକ ଦିବସ ପାଳନ

ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପ, ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ, ଐତିହ୍ୟର ଅନ୍ତେ ଗ୍ରୁପ ଓ ଇଣ୍ଟାକ ଭୁବନେଶ୍ୱର ଶାଖା
ର ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଙ୍କୁ ସାଧୁବାଦ ଜଣାଉଛି l
Bikram Kumar Nayak (@bikramkunayak) 's Twitter Profile Photo

Relics of Kalinga in South India (Part-I) ପୁସ୍ତକ ଉନ୍ମୋଚନ ସମାରୋହ ଅବସରରେ l #INTACH #BK_PUBLISHER INTACH Intach AH Division

Relics of Kalinga in South India (Part-I)
ପୁସ୍ତକ ଉନ୍ମୋଚନ ସମାରୋହ ଅବସରରେ l
#INTACH
#BK_PUBLISHER
INTACH
Intach AH Division
Bikram Kumar Nayak (@bikramkunayak) 's Twitter Profile Photo

ଚୁଡଙ୍ଗ ଗଡ଼ ରେ ଶ୍ରୀମନ୍ଦିରର ନିର୍ମାତା ମହାନ ସମ୍ରାଟ ଗଙ୍ଗେଶ୍ୱର ଅନନ୍ତବର୍ମନ ଚୋଡ଼ଗଙ୍ଗ ଦେବଙ୍କ ୯୪୮ତମ ରାଜ୍ୟାଭିଷେକ ଦିବସ ପାଳନ ଅବସରରେ l