OdishaMoParibar
@moparibar
ସମାଜସେବାରେ ଓଡ଼ିଶା -ମୋ ପରିବାର
ID: 1187992168238944256
26-10-2019 07:19:55
4 Tweet
225 Followers
0 Following
ପ୍ରବାଦ ପୁରୁଷ, ଜନନାୟକ ବିଜୁ ପଟ୍ଟନାୟକଙ୍କୁ ଆମେ ଆଦର୍ଶ ଭାବେ ମାନି ଓଡ଼ିଶାବାସୀଙ୍କ ସେବାକୁ ବ୍ରତ କରିଛୁ। ସେ ଥିଲେ ଗରିବ, ଦୁଃଖୀ ରଙ୍କିଙ୍କ ପ୍ରଥମ ବନ୍ଧୁ। ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ସଭାପତି Naveen Patnaik ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। #OdishaMoParibara
ଓଡ଼ିଶାବାସୀ ନିରନ୍ତର ଭାବେ ଦେଇଆସିଥିବା ଭଲପାଇବାକୁ ସମ୍ମାନ ଜଣାଇବା ସହ ସେବାର ପ୍ରତୀକ ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସଭପତି ଶ୍ରୀ Naveen Patnaik ଦଳର ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। #OdishaMoParibara