Bibhuti Parida (@bibhutiparida7) 's Twitter Profile
Bibhuti Parida

@bibhutiparida7

Social worker ,
Studied at - Hariswar Dev Vocational Science College , Dist-Puri

ID: 747324075781939200

calendar_today27-06-2016 07:01:59

2,2K Tweet

449 Followers

336 Following

Bibhuti Parida (@bibhutiparida7) 's Twitter Profile Photo

ନୂଆଁଖାଇ ଉତ୍ସବରେ ନୃତ୍ୟରତ ମୁଖ୍ୟମନ୍ତ୍ରୀ Naveen Patnaik । ନୂଆଁଖାଇ ଜୁହାର।

ନୂଆଁଖାଇ ଉତ୍ସବରେ ନୃତ୍ୟରତ ମୁଖ୍ୟମନ୍ତ୍ରୀ Naveen Patnaik । ନୂଆଁଖାଇ ଜୁହାର।
Bibhuti Parida (@bibhutiparida7) 's Twitter Profile Photo

ଖବର ଅନେକ ଦିନର ଚର୍ଚ୍ଚାରେ ପୁରୀ ଉପଜିଲ୍ଲାପାଳ ଅଫିସ....!

ଖବର ଅନେକ ଦିନର
ଚର୍ଚ୍ଚାରେ ପୁରୀ ଉପଜିଲ୍ଲାପାଳ ଅଫିସ....!
Sanjay Kumar Das Burma (@burmasanjay) 's Twitter Profile Photo

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଆଦିବାସୀ ତଥା ସାଧାରଣ ଜନତାଙ୍କ ସ୍ଵାର୍ଥ ରକ୍ଷା ପାଇଁ ସମ୍ବଲପୁରରେ ବ୍ରିଟିସ ବିରୋଧୀ ସଶସ୍ତ୍ର ସଂଗ୍ରାମରେ ତାଙ୍କ ପରାକ୍ରମ ଏବଂ ବଳିଦାନ ସର୍ବଦା ସ୍ମରଣୀୟ।

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଆଦିବାସୀ ତଥା ସାଧାରଣ ଜନତାଙ୍କ ସ୍ଵାର୍ଥ ରକ୍ଷା ପାଇଁ ସମ୍ବଲପୁରରେ ବ୍ରିଟିସ ବିରୋଧୀ ସଶସ୍ତ୍ର ସଂଗ୍ରାମରେ ତାଙ୍କ ପରାକ୍ରମ ଏବଂ ବଳିଦାନ ସର୍ବଦା ସ୍ମରଣୀୟ।
Bibhuti Parida (@bibhutiparida7) 's Twitter Profile Photo

ଦୁର୍ନୀତିର ଗନ୍ତାଘର କୃଷ୍ଣପ୍ରସାଦ ବ୍ଲକ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କୁ ଅନୁରୋଧ ନିରପେକ୍ଷ ତଦନ୍ତ ଆମର ଦାବି । MoSarkar 5T CMO Odisha Samarth Verma @drvishal_singh Samabaya Bibhaga Sanjeev Kumar Chadha Atanu sabyasachi

ଦୁର୍ନୀତିର ଗନ୍ତାଘର କୃଷ୍ଣପ୍ରସାଦ ବ୍ଲକ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କୁ ଅନୁରୋଧ ନିରପେକ୍ଷ ତଦନ୍ତ ଆମର ଦାବି ।
MoSarkar 5T CMO Odisha Samarth Verma @drvishal_singh Samabaya Bibhaga Sanjeev Kumar Chadha Atanu sabyasachi
Bibhuti Parida (@bibhutiparida7) 's Twitter Profile Photo

ବିକଶିତ ଭାରତ ସମୃଦ୍ଧ ଓଡିଶାରେ ଯେଉଁଠି 5G ର ସମୟ ଚାଲିଛି ସେଠି ଆଜି ବି ନେଟୱର୍କ ଠାରୁ ଲୋକ ଦୂରରେ ଅଛନ୍ତି। ଏହା ହେଉଛି ଅନୁଗୁଳ ଜିଲ୍ଲା ମଝିପଡା ଉପାନ୍ତ ଅଞ୍ଚଳ। ଜିଲ୍ଲା ପ୍ରଶାସନକୁ ଅନୁରୋଧ ଏଥିପ୍ରତି ଧ୍ୟାନ ଦେବାପାଇଁ। Collector and District Magistrate, Angul CMO Odisha Ashwini Vaishnaw

ବିକଶିତ ଭାରତ ସମୃଦ୍ଧ ଓଡିଶାରେ ଯେଉଁଠି 5G ର ସମୟ ଚାଲିଛି ସେଠି ଆଜି ବି ନେଟୱର୍କ ଠାରୁ ଲୋକ ଦୂରରେ ଅଛନ୍ତି।
ଏହା ହେଉଛି ଅନୁଗୁଳ ଜିଲ୍ଲା ମଝିପଡା ଉପାନ୍ତ ଅଞ୍ଚଳ।

ଜିଲ୍ଲା ପ୍ରଶାସନକୁ ଅନୁରୋଧ ଏଥିପ୍ରତି ଧ୍ୟାନ ଦେବାପାଇଁ।
Collector and District Magistrate, Angul CMO Odisha Ashwini Vaishnaw
Bibhuti Parida (@bibhutiparida7) 's Twitter Profile Photo

ଆଜି ସକାଳେ ବ୍ରହ୍ମପୁର ଗାନ୍ଧିନଗର ର ଏ ଘଟଣା। ପ୍ରଶାସନକୁ ଅନୁରୋଧ ବୁଲା କୁକୁରଙ୍କ ପାଇଁ କିଛି ବ୍ୟବସ୍ଥା କରାଯାଉ। ଏଥିପ୍ରତି ସଚେତନ ହୁଅନ୍ତୁ .

Sanjay Kumar Das Burma (@burmasanjay) 's Twitter Profile Photo

#5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଙ୍କୁ Biju Janata Dal କୁ ସ୍ବାଗତ। #VKPandian #BJDDigitalWing #NaveenOdisha

#5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଙ୍କୁ Biju Janata Dal କୁ ସ୍ବାଗତ।
#VKPandian #BJDDigitalWing #NaveenOdisha
Sanjay Kumar Das Burma (@burmasanjay) 's Twitter Profile Photo

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଳକ ବିଜୁ ଯୁବ ଓ ଛାତ୍ର ଜନତା ଦଳର ପ୍ରମୁଖ ନେତୃମଣ୍ଡଳୀ ମାନଙ୍କ ସହିତ ବୈଠକ। #BJDDigitalWing

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଳକ ବିଜୁ ଯୁବ ଓ ଛାତ୍ର ଜନତା ଦଳର ପ୍ରମୁଖ ନେତୃମଣ୍ଡଳୀ ମାନଙ୍କ ସହିତ ବୈଠକ।
#BJDDigitalWing
Bibhuti Parida (@bibhutiparida7) 's Twitter Profile Photo

ପୁରୀ ଜିଲ୍ଲା ବ୍ରହ୍ମଗିରି ଠାରେ ରନ୍ଧନ ଗ୍ୟାସ ପାଇଁ ଲୋକେ ହିନସ୍ତା ! ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା। Collector and District Magistrate Puri CMO Odisha

ପୁରୀ ଜିଲ୍ଲା ବ୍ରହ୍ମଗିରି ଠାରେ ରନ୍ଧନ ଗ୍ୟାସ ପାଇଁ ଲୋକେ ହିନସ୍ତା !
ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା।
Collector and District Magistrate Puri CMO Odisha
Bibhuti Parida (@bibhutiparida7) 's Twitter Profile Photo

ଅତିତରେ ବିଜୁ ପଟ୍ଟନାୟକଙ୍କୁ ଧୋକା ଦେଇଥିବା ନେତା ଆଜି ବିଜୁ ଲିଗାସି ନାଁରେ ପ୍ରହସନ କରୁଛନ୍ତି। Dharitri Live Tathagata🌶️Satpathy Adyasha Satpathy Naveen Patnaik Biju Janata Dal

ଅତିତରେ ବିଜୁ ପଟ୍ଟନାୟକଙ୍କୁ ଧୋକା ଦେଇଥିବା ନେତା ଆଜି ବିଜୁ ଲିଗାସି ନାଁରେ ପ୍ରହସନ କରୁଛନ୍ତି।
Dharitri Live Tathagata🌶️Satpathy Adyasha Satpathy Naveen Patnaik Biju Janata Dal