SHIBA PADAL (@shibapadal1) 's Twitter Profile
SHIBA PADAL

@shibapadal1

Social good thinker

ID: 1568250327115395073

calendar_today09-09-2022 14:50:44

383 Tweet

41 Takipçi

49 Takip Edilen

Dev Kumar Gouda 🇮🇳 (@devkumargouda1) 's Twitter Profile Photo

Why is Undivided Koraput in poverty list? We have 2 Hydro Power Stations Machkund & Kolab. We have Asia's largest Aluminium Refinery NALCO, #HAL & many natural resources. Revenue is collected from these districts & spend in other districts. Why? Narendra Modi CMO Odisha

Why is Undivided Koraput in poverty list? We have 2 Hydro Power Stations Machkund & Kolab. We have Asia's largest Aluminium Refinery NALCO, #HAL & many natural resources. Revenue is collected from these districts & spend in other districts. Why? Narendra Modi CMO Odisha
ତୁଷାର କାନ୍ତ ମହାନ୍ତି, (@tusharkantamo18) 's Twitter Profile Photo

୧୯୫୫ରେ ପ୍ରତିଷ୍ଠିତ #Jolaput_Dam ଆନ୍ଧ୍ର-ଓଡ଼ିଶାର ସୁରକ୍ଷାରେ। କିନ୍ତୁ ଆନ୍ଧ୍ରର ଦାଦାଗିରି ଦେଖନ୍ତୁ ଉପାଡି ଫୋପାଡି ଦେଲେ ଓଡିଶା ପ୍ରଶାସନର ସୁଚନା ଫଳକ। CMO Odisha ChiefSecyOdisha MoSarkar 5T Collector and District Magistrate, Koraput Koraput Police jolaput ଫାଣ୍ଡି ପ୍ରତିଷ୍ଠାର ଲାଭ,? DGP, Odisha ପ୍ରୋଜେକ୍ଟ ଅଞ୍ଚଳ ସମ୍ପର୍କରେ ଅଜ୍ଞ Tahsildar, Nandapur

୧୯୫୫ରେ ପ୍ରତିଷ୍ଠିତ #Jolaput_Dam ଆନ୍ଧ୍ର-ଓଡ଼ିଶାର  ସୁରକ୍ଷାରେ। କିନ୍ତୁ ଆନ୍ଧ୍ରର ଦାଦାଗିରି ଦେଖନ୍ତୁ ଉପାଡି ଫୋପାଡି ଦେଲେ ଓଡିଶା ପ୍ରଶାସନର ସୁଚନା ଫଳକ।
CMO Odisha ChiefSecyOdisha MoSarkar 5T Collector and District Magistrate, Koraput Koraput Police jolaput ଫାଣ୍ଡି ପ୍ରତିଷ୍ଠାର ଲାଭ,? DGP, Odisha ପ୍ରୋଜେକ୍ଟ ଅଞ୍ଚଳ ସମ୍ପର୍କରେ ଅଜ୍ଞ Tahsildar, Nandapur
MADHUSUDAN GADABA (@madhusudangada2) 's Twitter Profile Photo

ପଶ୍ଚିମ ଓଡ଼ିଶା ବିକାଶ ନିମନ୍ତେ ଯେମିତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ରହିଛି ସେମିତି "ଅବିଭକ୍ତ କୋରାପୁଟ ଜିଲ୍ଲା ବିକାଶ ପରିଷଦ" ଗଠନ କରାଯାଉ, ଅବିଭକ୍ତ କୋରାପୁଟ ର ମୁଖ୍ୟ ପର୍ବ "ଚଇତ ପରବ" ଉପଲକ୍ଷେ ସରକାରୀ ଛୁଟି। Collector and District Magistrate, Koraput Governor of India President of India CMO Odisha Naveen Patnaik Arjun Munda

ପଶ୍ଚିମ ଓଡ଼ିଶା ବିକାଶ ନିମନ୍ତେ ଯେମିତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ରହିଛି ସେମିତି
"ଅବିଭକ୍ତ କୋରାପୁଟ ଜିଲ୍ଲା ବିକାଶ ପରିଷଦ" ଗଠନ କରାଯାଉ, ଅବିଭକ୍ତ କୋରାପୁଟ ର ମୁଖ୍ୟ ପର୍ବ "ଚଇତ ପରବ" ଉପଲକ୍ଷେ ସରକାରୀ ଛୁଟି।
Collector and District Magistrate, Koraput
Governor of India
President of India
CMO Odisha
Naveen Patnaik
Arjun Munda
BRUNDABAN NAYAK (@iam_brundaban) 's Twitter Profile Photo

ଆମ୍ବୁଲାନ୍ସ ଆସିବାରେ ବିଳମ୍ବ,ଚାଲିଗଲା #ଗର୍ଭବତୀଙ୍କ ଜୀବନ। #ସ୍ବଧୀନତାର ୭୭ ବର୍ଷ ପରେ ମଧ୍ଯ ଏହି ପରି ଦ୍ରୁଶ୍ଯ ଦେଖିବାକୁ ମିଳିଛି। Please looks into the matter and take necessary action. CMO Odisha ChiefSecyOdisha Pradeep Jena IAS,Odisha Rural,BDO_JHARIGAM,Department of WCD, Government of Odisha,Collectorate Nabarangpur,NHM Odisha (1/2)

ଆମ୍ବୁଲାନ୍ସ ଆସିବାରେ ବିଳମ୍ବ,ଚାଲିଗଲା #ଗର୍ଭବତୀଙ୍କ ଜୀବନ। #ସ୍ବଧୀନତାର ୭୭ ବର୍ଷ ପରେ ମଧ୍ଯ ଏହି ପରି ଦ୍ରୁଶ୍ଯ ଦେଖିବାକୁ ମିଳିଛି।
Please looks into the matter and take necessary action.
CMO Odisha ChiefSecyOdisha Pradeep Jena IAS,Odisha Rural,BDO_JHARIGAM,Department of WCD, Government of Odisha,Collectorate Nabarangpur,NHM Odisha (1/2)
Mr. Bijay Khara. (@mr_khara) 's Twitter Profile Photo

କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ରାମଗିରି ପଞ୍ଚାୟତ ବାଘଝଲା ଗ୍ରାମର ଦୁଇ ଦୁଇଟି ନଳକୂପ ଅଚଳ ଅବସ୍ଥାରେ ପଡ଼ି ରହିଛି। ଏଣୁ ବ୍ଲକ ପ୍ରଶାସନ ଏଥିପ୍ରତି ଅଚଳ ନଳକୂପକୁ ମରାମତି କରିବାକୁ ବିନମ୍ର ଅନୁରୋଧ। CMO Odisha Collector and District Magistrate, Koraput BDOBOIPARIGUDA Panchayati Raj and Drinking Water Department Deptt. of Water Resources SE RWS&S KORAPUT l

କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ରାମଗିରି ପଞ୍ଚାୟତ ବାଘଝଲା ଗ୍ରାମର ଦୁଇ ଦୁଇଟି ନଳକୂପ ଅଚଳ ଅବସ୍ଥାରେ ପଡ଼ି ରହିଛି। ଏଣୁ ବ୍ଲକ ପ୍ରଶାସନ ଏଥିପ୍ରତି ଅଚଳ ନଳକୂପକୁ ମରାମତି କରିବାକୁ ବିନମ୍ର ଅନୁରୋଧ।
CMO Odisha
Collector and District Magistrate, Koraput
BDOBOIPARIGUDA
Panchayati Raj and Drinking Water Department
Deptt. of Water Resources
SE RWS&S KORAPUT l
Shankar Pujari (@shan92648) 's Twitter Profile Photo

Collector and District Magistrate, Koraput ଅଭିବକ୍ତ କୋରାପୁଟ ଜିଲାରେ CBT ପରୀକ୍ଷା କେନ୍ଦ୍ର ନ ଥିବା ଦ୍ଵାରା ଗରିବ ଆଦିବାସୀ ପିଲାମାନେ ବ୍ରହ୍ମପୁର, ଭୁବନେଶ୍ୱର ଫରେଷ୍ଟ ଗାର୍ଡ ପରୀକ୍ଷା ଦେବା ପାଇଁ ଦିନର ୪୦-୪୬° ଗ୍ରୀଷ୍ମ ଖରାରେ ଯିବାକୁ ପଡୁଛି @Pradeep Jena IAS ସାର୍ ଆମ କୋରାପୁଟ ଜିଲ୍ଲାରେ CBT ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରିବାକୁ ଅନୁରୋଧ 12 Baje 12 minute

Mr. Bijay Khara. (@mr_khara) 's Twitter Profile Photo

କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ରାମଗିରି ପଞ୍ଚାୟତ ବାଘଝଲା ଗ୍ରାମର ଟ୍ରାନ୍ସଫମର ଖରାପ ହେଇ ପ୍ରାୟ ତିନି ସପ୍ତାହ ହେବ ଗାଁରେ ବିଦ୍ୟୁତ ସେବା ଠପ୍। ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ସମାଧାନ ଦିଗରେ ଧ୍ୟାନଦେବାକୁ ହେବେ। CMO Odisha Mohan Charan Majhi Collector and District Magistrate, Koraput TP Southern Odisha Distribution LTD. Tata Power BDOBOIPARIGUDA Pradeep Jena IAS

କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ରାମଗିରି ପଞ୍ଚାୟତ ବାଘଝଲା ଗ୍ରାମର ଟ୍ରାନ୍ସଫମର ଖରାପ ହେଇ ପ୍ରାୟ ତିନି ସପ୍ତାହ ହେବ ଗାଁରେ ବିଦ୍ୟୁତ ସେବା ଠପ୍। ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ସମାଧାନ ଦିଗରେ ଧ୍ୟାନଦେବାକୁ ହେବେ। CMO Odisha Mohan Charan Majhi Collector and District Magistrate, Koraput TP Southern Odisha Distribution LTD. Tata Power BDOBOIPARIGUDA Pradeep Jena IAS