Raghuram Padal
@raghurampadal
CHAIRMAN DISTRICT PLANNING COMMITTEE CUM - MLA KORAPUT
ID: 1349231089387098112
13-01-2021 05:46:45
56 Tweet
377 Followers
14 Following
କ୍ରୀଡ଼ା ପ୍ରତି ମୁଖ୍ୟମନ୍ତ୍ରୀ Naveen Patnaikଙ୍କର ଥିବା ଭଲପାଇବା ଓ ପ୍ରତିବଦ୍ଧତା ହିଁ ଓଡ଼ିଶାକୁ ସ୍ପୋର୍ଟସ କ୍ୟାପିଟାଲରେ ପରିଣତ କରିଛି । ଦୀର୍ଘ ୨୫ ବର୍ଷ ଧରି ଆପଣଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ପୂରା ବିଶ୍ବରେ ଓଡ଼ିଶା ସାଜିଛି ଉଦାହରଣ। #ThankYouNaveenPatnaik #25YearsOfNaveen
#MissionShakti, led by Hon’ble CM Naveen Patnaik, has spearheaded financial inclusion and women's empowerment in Odisha. From Mamta Yojana to interest subvention scheme, the government's comprehensive approach has set a new standard for gender equality. #MissionShaktiEmpowers
ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ଭାବରେ ନିର୍ବାଚିତ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । ମହିଳା ସଶକ୍ତିକରଣ ପାଇଁ ପ୍ରତିବଦ୍ଧତା ଲାଗି ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ Naveen Patnaikଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । #NaveenEmpowersWomen @pramila_mallick