BRUNDABAN NAYAK (@iam_brundaban) 's Twitter Profile
BRUNDABAN NAYAK

@iam_brundaban

FROM-ODISHA,MALKANGIRI.
( #ᴠɪʀᴀᴛɪᴀɴ) |
_❤_ (#ʀᴄʙ_ғᴏʀᴇᴠᴇʀ) | Social Worker
|#𝙹𝙰𝙸_𝚂𝙷𝚁𝙴𝙴_𝙺𝚁𝙸𝚂𝙷𝙽𝙰🙏
(#𝙹𝙰𝙸_𝚂𝙷𝚁𝙴𝙴_𝚁𝙰𝙼)🙏

ID: 1560544926425034754

linkhttps://www.facebook.com/share/dRFWzDDqWisapkt5/?mibextid=qi2Omg calendar_today19-08-2022 08:31:35

19,19K Tweet

397 Followers

235 Following

Ramesh Meher (@rameshmeher_) 's Twitter Profile Photo

ପ୍ରସୂତି ମାଆ ମାନଙ୍କୁ ମିଳିବାକୁ ଥିବା ସରକାରୀ ସହାୟତା ରାଶି ଏପର୍ଯ୍ୟନ୍ତ ମିଳିନି। ଦୟାକରି ତୁରନ୍ତ ପଦକ୍ଷେପ ନିଆଯାଉ। CMO Odisha Collectorate Nabarangpur Swasthya Nabarangpur (ସ୍ୱାସ୍ଥ୍ୟ ନବରଙ୍ଗପୁର) H & FW Dept Odisha Dr. Mukesh Mahaling @MissionShaktiOdisha #MaternalCare #Papadahandi #Odisha

ପ୍ରସୂତି ମାଆ ମାନଙ୍କୁ ମିଳିବାକୁ ଥିବା ସରକାରୀ ସହାୟତା ରାଶି ଏପର୍ଯ୍ୟନ୍ତ ମିଳିନି। ଦୟାକରି ତୁରନ୍ତ ପଦକ୍ଷେପ ନିଆଯାଉ।
CMO Odisha Collectorate Nabarangpur Swasthya Nabarangpur (ସ୍ୱାସ୍ଥ୍ୟ ନବରଙ୍ଗପୁର) H & FW Dept Odisha Dr. Mukesh Mahaling @MissionShaktiOdisha
#MaternalCare #Papadahandi #Odisha
Daitary panda (@daitary_pa30660) 's Twitter Profile Photo

ମୁର୍ତ୍ୟୁ ର 15ଦିନ ପରେ ରେଜିଷ୍ଟ୍ରସନ ହୋଇପାରୁ ନାହିଁ.. ବିନା ଟଙ୍କାରେ କଣ କଲମ ଚାଲୁନାହିଁ ବିଜେପି ସରକାରର.ସମା ହୋ cuttack scb ରେ ମୁର୍ତ୍ୟୁ ପରେ ମିଳୁନି ପ୍ରମାଣ ପତ୍ର. Odisha Birth And Death Registration System 🇮🇳 DM Cuttack CMO Odisha Dr. Mukesh Mahaling Pravati Parida

MANAS PANDA (@manaspanda57987) 's Twitter Profile Photo

ମନନୀୟ ଭଦ୍ରକ ଜିଲ୍ଲାପାଳ ସାର ମହୋଦୟ, ଖରିଫ ଧାନ ବିକ୍ରୟ ପାଇଁ ସମୟ ଧାର୍ଯ୍ୟ ଅନୁସାରେ ଅନ୍ତିମ ପର୍ଯ୍ୟାୟରେ ହୋଇ ସାରିଥିଲେ ସୁଦ୍ଧା ବିକ୍ରି କରିପାରୁନାହିଁ. ପଚାରିଲେ କହୁଛନ୍ତି ଆଉ ଟାର୍ଗେଟ ନାହିଁ. ଦୟାକରି ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ. ମୁଁ ମୋର ଟୁକନଟିକୁ ଏଠାରେ ସଂଯୁକ୍ତ କରୁଅଛି.

Pabitra Behera (@pabitra245) 's Twitter Profile Photo

ଜଣେ ଅଭିଯୋଗ ପରେ ଏତେ ସମୟ ଅପେକ୍ଷା କରିବାକୁ ପଡ଼ିବ କି?? ଦୟାକରି ଏଥି ପ୍ରତି ନଜର ପକାଇବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ CMO Odisha Mohan Charan Majhi ChiefSecyOdisha Pravati Parida Kanak Vardhan Singh Deo (Modiji Ka Parivar) Jana Sunani BJP Odisha Anu Garg Binaya Kumar Naik(Socialist)✍️ BABUL MALLIK (Social Activist)

ଜଣେ ଅଭିଯୋଗ ପରେ ଏତେ ସମୟ ଅପେକ୍ଷା କରିବାକୁ ପଡ଼ିବ କି??  ଦୟାକରି ଏଥି ପ୍ରତି ନଜର ପକାଇବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ CMO Odisha Mohan Charan Majhi ChiefSecyOdisha Pravati Parida Kanak Vardhan Singh Deo (Modiji Ka Parivar) Jana Sunani BJP Odisha Anu Garg Binaya Kumar Naik(Socialist)✍️ BABUL MALLIK (Social Activist)
MANAS PANDA (@manaspanda57987) 's Twitter Profile Photo

ଶେଷରେ ଆଜି ମୋର ଧାନ ଟୁକନଟିର ଅନ୍ତିମ ଦିବସ ହୋଇଗଲା,କିନ୍ତୁ ଧାନ ବିକ୍ରି କରିପାରିଲି ନାହିଁ. ଆଜି ଜିଲ୍ଲାପାଳ ସାରଙ୍କୁ ଏ ବାବଦରେ ଜନ ଶୁଣାଣିରେ ଜଣାଇଛି,ଦେଖିବା ଆଗକୁ କଣ ହଉଛି.ଏବେ ଭାବୁଛି ଚାଷ କରିବା କଣ ଭୁଲ ନା ଚାଷୀଟିଏ ହେବା ଭୁଲ.ଆଜିର ଗ୍ରୀଭାନ୍ସ ID ଟିକୁ ସଂଲଗ୍ନ କରୁଛି.ଯାହା ସରକାର ବିଚାର କରିବେ.ଦୟାକରି ଉତ୍ତର ରଖିବେ. 🙏

Sanjit Das 𝕏 (@sanjitdas01) 's Twitter Profile Photo

ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ଲୋକଙ୍କୁ ଟଙ୍କା ଦେଲ, କିଏ ପାଇଲେ, କିଏ ନ ପାଇଲେ ଚେକ୍ କରିବାକୁ ଦୟାକରି ସାଇଟ୍ ଟିକେ ଖୋଲ 🙏🙏 ଚେକ୍ କରି କରି ହାରି ଗଲୁଣି ଆଜ୍ଞା 🙌🙌 #subhadrayojan

ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ଲୋକଙ୍କୁ ଟଙ୍କା ଦେଲ, କିଏ ପାଇଲେ, କିଏ ନ ପାଇଲେ ଚେକ୍ କରିବାକୁ ଦୟାକରି ସାଇଟ୍ ଟିକେ ଖୋଲ 🙏🙏 ଚେକ୍ କରି କରି ହାରି ଗଲୁଣି ଆଜ୍ଞା 🙌🙌

#subhadrayojan