ତୁଷାର କାନ୍ତ ମହାନ୍ତି,
@tusharkantamo18
Nandapur
ID: 1230079056542158849
19-02-2020 10:38:23
3,3K Tweet
277 Followers
642 Following
କୁଲାବିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରବେଶ ଫାଟକ ସମ୍ମୁଖରେ ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟ,,, CMO Odisha EducationOdisha ChiefSecyOdisha Energy Odisha Kanak Vardhan Singh Deo (Modiji Ka Parivar) Collector & DM, Koraput ZP_Koraput TP Southern Odisha Distribution Ltd ଫାଟକ ସମ୍ମୁଖରୁ ଲୁହା ବିଦ୍ୟୁତ୍ ଖୁଣ୍ଟ ହଟାଇ ପାର୍ଶ୍ଵରେ ସିମେଣ୍ଟ ଖୁଣ୍ଟ ସ୍ଥାପନ କରାଯାଉ।
ଦେଶୀ ବନ୍ଧୁକ ଥିଲା କୋଉଠି,,? ଆସିଲା କୋଉଠୁ,,? CMO Odisha Home Department, Govt. of Odisha Collector & DM, Koraput Koraput Police ଏଭଳି ଅନେକ ଥିବ, ଯେଉଁଥିରେ ବନ୍ୟ ଜନ୍ତୁ ଶିକାର କରାଯାଉଛି,, Jana Sunani ଦୃଷ୍ଟି ଦିଅନ୍ତୁ।
ନନ୍ଦପୁର ଓ ଲମତାପୁଟ ବ୍ଲକ ଦେଇ ଗୋ ଚାଲାଣର ନମୁନା। ୩୦ ଗୋରୁ ମଇଁଷି ଥିବା କଣ୍ଟେନର ଗାଡ଼ି ଜବତ। ପାଡୁଆ ଥାନାରେ ମାମଲା,, CMO Odisha Dept of Animal Husbandry & Dairying, Min of FAH&D Home Department, Govt. of Odisha Collector & DM, Koraput Koraput Police ଆଗକୁ ଯାଞ୍ଚ କଡା କଡି କରି ରୋକ୍ ଲଗାଇବାକୁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ।
facebook.com/share/v/1DBT2Z… PMO India CMO Odisha Department of Environment, Forest & Climate Change Mining Magazine Ministry of Social Justice & Empowerment, GOI Ministry of Law and Justice Odisha Mining Corporation Collector & DM, Koraput Panchayati Raj and Drinking Water Department ଲୋକଙ୍କ ଅଭିଯୋଗର ସତ୍ୟତା ପରଖି ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ। Home Department, Govt. of Odisha ଅଞ୍ଚଳ ଅଶାନ୍ତ ହେଉଛି। ଦୃଷ୍ଟି ଦିଅନ୍ତୁ।
Kusumi ଗାଁ ମଝିରେ ରାସ୍ତା ଉପରେ ଟ୍ରକ ଟିପର ରଖି ଏଭଳି ରାସ୍ତା ଅବରୋଧ କରିବାର କାରଣ କଣ,, Collector & DM, Koraput Koraput Police #sdpo_jeypore ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ୍