Trinath Samal (@trinath_sir) 's Twitter Profile
Trinath Samal

@trinath_sir

Jay Jagannath 🙏

ID: 1654820868365897728

calendar_today06-05-2023 12:10:26

68 Tweet

5 Followers

67 Following

Mohan Charan Majhi (@mohanmodisha) 's Twitter Profile Photo

ଆସ୍କା ସାଂସଦ ଶ୍ରୀମତୀ Anita Subhadarshiniଙ୍କୁ ଜନ୍ମ ଦିନର ହାର୍ଦ୍ଦିକ ଅଭିନନ୍ଦନ। ମହାପ୍ରଭୁଙ୍କ ନିକଟରେ ଆପଣଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଏବଂ ସୁସ୍ଥ ଜୀବନ କାମନା କରୁଛି। ଜନତାଙ୍କ ହିତ ପାଇଁ ଆପଣଙ୍କ ସେବା ଏହିପରି ଜାରି ରହୁ, ମହାପ୍ରଭୁ ଆପଣଙ୍କୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତୁ।

𝔸𝕃𝕆𝕂 𝕄𝔸ℍ𝔸𝔹ℍ𝕆𝕀 🆇︎ (@alokmahabhoi) 's Twitter Profile Photo

ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଓଡିଶାର ପ୍ରସିଦ୍ଧ ଶୈବ ପୀଠ ଢେଙ୍କାନାଳ ର ବାବା ଚନ୍ଦ୍ରଶେଖର କପିଳାସ ପୀଠ ରେ ସ୍ୱଚ୍ଛତା ହିଁ ସେବା କାଯ୍ୟକ୍ରମ..🙏🏻 District Dhenkanal DFO DHENKANAL Voice Of Dhenkanal 🗣️ I❤DHENKANAL Dhenkanal Tweet Club Team ATA Official Dhenkanal Municipality Krushna Chandra Patra

ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଓଡିଶାର ପ୍ରସିଦ୍ଧ ଶୈବ ପୀଠ ଢେଙ୍କାନାଳ ର ବାବା ଚନ୍ଦ୍ରଶେଖର କପିଳାସ ପୀଠ ରେ ସ୍ୱଚ୍ଛତା ହିଁ ସେବା କାଯ୍ୟକ୍ରମ..🙏🏻
District Dhenkanal DFO DHENKANAL
Voice Of Dhenkanal 🗣️ I❤DHENKANAL Dhenkanal Tweet Club Team ATA Official
Dhenkanal Municipality Krushna Chandra Patra
Voice Of Dhenkanal 🗣️ (@voicedkl) 's Twitter Profile Photo

#ଢେଙ୍କାନାଳ_ବ୍ଲଡ_ବ୍ୟାଙ୍କରେ_ବ୍ୟାପକ_ଅବ୍ୟବସ୍ଥା #ମନମୁଖୀ_କାଯ୍ୟକ୍ରମ_ପାଇଁ_ଅସନ୍ତୋଷ_ରକ୍ତଦାତା #ସ୍ଥାଣୁ_ପାଲିଟିଛି_ରକ୍ତଦାତା_ଅନୁପ୍ରେରକ_ସଂଘ Respected Sir CMO Odisha Mohan Charan Majhi Krushna Chandra Patra H & FW Dept Odisha Dr. Mukesh Mahaling District Dhenkanal Somesh Upadhyay, IAS Please consider this matter seriously.

#ଢେଙ୍କାନାଳ_ବ୍ଲଡ_ବ୍ୟାଙ୍କରେ_ବ୍ୟାପକ_ଅବ୍ୟବସ୍ଥା
#ମନମୁଖୀ_କାଯ୍ୟକ୍ରମ_ପାଇଁ_ଅସନ୍ତୋଷ_ରକ୍ତଦାତା
#ସ୍ଥାଣୁ_ପାଲିଟିଛି_ରକ୍ତଦାତା_ଅନୁପ୍ରେରକ_ସଂଘ
Respected Sir CMO Odisha Mohan Charan Majhi Krushna Chandra Patra
H & FW Dept Odisha Dr. Mukesh Mahaling District Dhenkanal Somesh Upadhyay, IAS Please consider this matter seriously.
𝔸𝕃𝕆𝕂 𝕄𝔸ℍ𝔸𝔹ℍ𝕆𝕀 🆇︎ (@alokmahabhoi) 's Twitter Profile Photo

Voice Of Dhenkanal 🗣️ CMO Odisha Mohan Charan Majhi Krushna Chandra Patra H & FW Dept Odisha Dr. Mukesh Mahaling District Dhenkanal Somesh Upadhyay, IAS I❤DHENKANAL Dhenkanal Tweet Club Team ATA Official Rakesh Kumar Dehury SUMANTA KUMAR JENA Sanjit Das 𝕏 Binaya Kumar Naik(Socialist)✍️ Satyajit Biswal ଗୋପବନ୍ଧୁ ବାରିକ ଢେଙ୍କାନାଳ ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ, ରକ୍ତର ଘୋର ଅଭାବ, ଅର୍ଥ ତୋଷାରପାତ୍ ଓ ବିଭିନ୍ନ ଅବ୍ୟବସ୍ଥା ନେଇ ରକ୍ତଦାତା ଅସନ୍ତୋଷ l କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅନୁରୋଧ.. 🙏🏻

𝔸𝕃𝕆𝕂 𝕄𝔸ℍ𝔸𝔹ℍ𝕆𝕀 🆇︎ (@alokmahabhoi) 's Twitter Profile Photo

ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଚେହେରା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡା, ଯୁଵଵ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ Suryabanshi Suraj ଓଡିଶାର କୈଳାସ ଓ ପ୍ରସିଦ୍ଧ ଶୈବପୀଠ କପିଳାସରେ ଆମ ଅନୁଷ୍ଠାନ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ୟୁଥ କ୍ଲବ ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା 💐

Creative Educational Idea (@educationalidea) 's Twitter Profile Photo

CMO Odisha Mohan Charan Majhi 900-1000 TGT ODIA Post is Appreciated in LTR Recruitment by OSSC. But it Should be a Special Sanction. TGT Arts 1984 post Should not be Hampered. Kanak Vardhan Singh Deo (Modiji Ka Parivar) Pravati Parida Manmohan Samal There is 30k Aspirants in TGT ARTS. So Please Be kind Enough.

CMO Odisha Mohan Charan Majhi
900-1000 TGT ODIA Post is Appreciated in LTR Recruitment by OSSC. But it Should be a Special Sanction. TGT Arts 1984 post Should not be Hampered. Kanak Vardhan Singh Deo (Modiji Ka Parivar) Pravati Parida Manmohan Samal There is 30k Aspirants in TGT ARTS. So Please Be kind Enough.
𝔸𝕃𝕆𝕂 𝕄𝔸ℍ𝔸𝔹ℍ𝕆𝕀 🆇︎ (@alokmahabhoi) 's Twitter Profile Photo

Today field visit of Mr. Somesh Upadhyay Collector Dhenkanal Somesh Upadhyay, IAS District Dhenkanal visited Kaju plantison of farm ponds at village Mahulakholi ,Gondia block of Dhenkanal district and interacted with the beneficiaries and SHG members.

ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ଶ୍ରୀଯୁକ୍ତ Krushna Chandra Patra ଓ ମାନ୍ୟବର ବାଣିଜ୍ୟ,ପରିବହନ,ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ Bibhuti Bhusan Jena ମହୋଦୟ ଙ୍କୁ ଢେଙ୍କାନାଳ ଜିଲ୍ଲାର ଆରାଧ୍ୟ ଦେବତା ବାବା ଚନ୍ଦ୍ରଶେଖର ପୀଠ କପିଳାସ ରେ ଭବ୍ୟ ସ୍ଵାଗତ । #Kapilash #Dhenkanal

ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ଶ୍ରୀଯୁକ୍ତ Krushna Chandra Patra ଓ ମାନ୍ୟବର ବାଣିଜ୍ୟ,ପରିବହନ,ଇସ୍ପାତ ଓ ଖଣି ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ Bibhuti Bhusan Jena ମହୋଦୟ ଙ୍କୁ ଢେଙ୍କାନାଳ ଜିଲ୍ଲାର ଆରାଧ୍ୟ ଦେବତା ବାବା ଚନ୍ଦ୍ରଶେଖର ପୀଠ କପିଳାସ ରେ ଭବ୍ୟ ସ୍ଵାଗତ ।
#Kapilash
#Dhenkanal
𝔸𝕃𝕆𝕂 𝕄𝔸ℍ𝔸𝔹ℍ𝕆𝕀 🆇︎ (@alokmahabhoi) 's Twitter Profile Photo

#ବାରମ୍ବାର_ବିଦ୍ୟୁତ_ବିଭାଗଙ୍କୁ_ଅଭିଯୋଗକରି_ନିରାଶ #ବିପଦ_ସଙ୍କୁଳ_ଅବସ୍ଥାରେ_ଝୁଲି_ରହିଛି_ବିଦ୍ୟୁତ_ତାର Respected Sir CMO Odisha ChiefSecyOdisha Kanak Vardhan Singh Deo (Modiji Ka Parivar) TP Central Odisha Distribution Ltd Energy Odisha Vishal Dev District Dhenkanal Please consider this matter seriously. #Gondia #Dhenkanal

#ବାରମ୍ବାର_ବିଦ୍ୟୁତ_ବିଭାଗଙ୍କୁ_ଅଭିଯୋଗକରି_ନିରାଶ
#ବିପଦ_ସଙ୍କୁଳ_ଅବସ୍ଥାରେ_ଝୁଲି_ରହିଛି_ବିଦ୍ୟୁତ_ତାର
Respected Sir CMO Odisha ChiefSecyOdisha  Kanak Vardhan Singh Deo (Modiji Ka Parivar) TP Central Odisha Distribution Ltd  Energy Odisha  Vishal Dev District Dhenkanal  Please consider this matter seriously.
#Gondia
#Dhenkanal
Voice Of Dhenkanal 🗣️ (@voicedkl) 's Twitter Profile Photo

ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକ, ତହସିଲ, ପୋଲିସ ଷ୍ଟେସନ ଏକ୍ସ ରେ ସକ୍ରିୟ ରୁହନ୍ତୁ l ଜିଲ୍ଲା ପ୍ରଶାସନର ଟ୍ୱିର୍ଟର ଏବଂ ଏକ୍ସ ହାଣ୍ଡେଲରେ ଆସୁଥିବା ଅଭିଯୋଗ ଗୁଡିକର ନିୟମିତ ତଦାରଖ କରିବା ସହ ତୁରନ୍ତ ସମାଧାନ କରନ୍ତୁ l CMO Odisha ChiefSecyOdisha District Dhenkanal Somesh Upadhyay, IAS Team ATA Official Voice Of Dhenkanal 🗣️ #Dhenkanal

ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକ, ତହସିଲ, ପୋଲିସ ଷ୍ଟେସନ ଏକ୍ସ ରେ ସକ୍ରିୟ ରୁହନ୍ତୁ l ଜିଲ୍ଲା ପ୍ରଶାସନର ଟ୍ୱିର୍ଟର ଏବଂ ଏକ୍ସ ହାଣ୍ଡେଲରେ ଆସୁଥିବା ଅଭିଯୋଗ ଗୁଡିକର ନିୟମିତ ତଦାରଖ କରିବା ସହ ତୁରନ୍ତ ସମାଧାନ କରନ୍ତୁ l CMO Odisha ChiefSecyOdisha District Dhenkanal  Somesh Upadhyay, IAS
Team ATA Official Voice Of Dhenkanal 🗣️
#Dhenkanal
Voice Of Dhenkanal 🗣️ (@voicedkl) 's Twitter Profile Photo

ଢେଙ୍କାନାଳ ଜିଲ୍ଲା ପୋଲିସ (ଟ୍ୱଇଟର) ଏକ୍ସ ର କୌଣସି ଅଭିଯୋଗ ଉତ୍ତର ରଖୁନାହାନ୍ତି l ଜିଲ୍ଲା ଏସ୍ପି spdhenkanal ଙ୍କୁ ମଧ୍ୟ ଏପରି ପଦକ୍ଷେପ ନେବା ପାଇଁ ଅନୁରୋଧ କରୁଛୁ l ଏପରି କରିବା ପାଇଁ ପ୍ରତ୍ୟେକ ଏସ୍ପି ଅଫିସକୁ ଅଭିଯୋଗ ତୁରନ୍ତ ସମାଧାନ ପାଇଁ କଡା ନିର୍ଦ୍ଦେଶ ଦିଅନ୍ତୁ l Odisha Police Home Department, Govt. of Odisha DGP, Odisha

#ମାଫିଆଙ୍କ_ଲୋଲୋପ_ଦୃଷ୍ଟିରେ_ଢେଙ୍କାନାଳର_ବଣପାହାଡ଼ #ପ୍ରଶାସନର_ଆଢୁଆଳରେ_ନଷ୍ଟ_ହଉଛି_ସବୁଜିମା #ତ୍ରାହି_ତ୍ରାହି_ଡାକଦେଲାଣି_ପ୍ରକୃତି_ଧ୍ବଂସାଭିମୁଖ Respected Sir CMO Odisha ChiefSecyOdisha Revenue & DM Department, Government of Odisha Suresh Pujari Odisha Forest, Env. and Climate Change Department PCCF WL & CWLW, Odisha District Dhenkanal Please consider this matter seriously.

#ମାଫିଆଙ୍କ_ଲୋଲୋପ_ଦୃଷ୍ଟିରେ_ଢେଙ୍କାନାଳର_ବଣପାହାଡ଼
#ପ୍ରଶାସନର_ଆଢୁଆଳରେ_ନଷ୍ଟ_ହଉଛି_ସବୁଜିମା
#ତ୍ରାହି_ତ୍ରାହି_ଡାକଦେଲାଣି_ପ୍ରକୃତି_ଧ୍ବଂସାଭିମୁଖ
Respected Sir CMO Odisha ChiefSecyOdisha Revenue & DM Department, Government of Odisha Suresh Pujari Odisha Forest, Env. and Climate Change Department PCCF WL & CWLW, Odisha District Dhenkanal Please consider this matter seriously.
Voice Of Dhenkanal 🗣️ (@voicedkl) 's Twitter Profile Photo

ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ସେକ୍ସନର ଘୋଡ଼ାଡିଆଁ ଗାଁର ଜାନକୀ ବାରିକଙ୍କୁ ହାତୀ ଆକ୍ରମଣରେ ଗୁରୁତର ହେଇଛନ୍ତି। CMO Odisha ChiefSecyOdisha Odisha Forest, Env. and Climate Change Department Ganesh Ram Singkhuntia H & FW Dept Odisha PCCF WL & CWLW, Odisha RCCF Angul District Dhenkanal DFO DHENKANAL ତୁରନ୍ତ ଉନ୍ନତ ଚିକିତ୍ସା ସହିତ ସହାୟତା ରାଶି ଯୋଗାଇଦେବାକୁ ଅନୁରୋଧ l