SUMANTA KUMAR JENA
@sumantkumar0
To give blood you need neither extra strength nor extra food, and you will save a life.”
ID: 1203478948912320512
08-12-2019 00:58:48
315 Tweet
541 Followers
895 Following
ଯାତ୍ରୀବାହୀ ଟ୍ରେନ୍ କେବେ ଚାଲିବ ଅନୁଗୁଳ _ ସୁକିନ୍ଦା ରେଳ ପ୍ରକଳ୍ପ ରେ Ashwini Vaishnaw CMO Odisha Dharmendra Pradhan East Coast Railway Mohan Charan Majhi Narendra Modi
ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ନେବା କୁ ଅନୁରୋଧ.. CDM&PHO Dhenkanal CMO Odisha District Dhenkanal NHM DHENKANAL NHM Odisha @
District Dhenkanal Dhenkanal Municipality DIPA DHENKANAL DSSO Dhenkanal Mohan Charan Majhi Dr. Krushna Chandra Mahapatra Swachh Bharat Urban ପିଏଚଡ଼ି ପାଣି ପାଇପ ଫାଟି ପାଣି ଅପବ୍ଯୟ ହେବା ସହ ଏ ରାସ୍ତାରେ କୁକୁର ଓ ମାଙ୍କଡ ମଳତ୍ୟାଗ କରନ୍ତି ବହୁତ।ଏହି ସଂକ୍ରମିତ ପାଣି ଲୋକଙ୍କ ପାଖରେ ଯାଇ ପହଁଞ୍ଚୁଅଛି।ତୁରନ୍ତ ମରାମତି କରିବା ପାଇଁଁ ଅନୁରୋଧ।
ଅନୁସନ୍ଧାନରୁ ଜଣାଯାଏ ପଙ୍ଗାତିରା ରୁ କାମାକ୍ଷାନଗର ଦେଇ ଭୁବନେଶ୍ୱର ଯାଉଥିବା ସରକାରୀ ବସ୍ ଟି ଏବେ ଭୁବନେଶ୍ୱର ଗଡ଼ିମରାମତି କାରଖାନା ରେ ବସ୍ ଟିକୁ ଚଳାଚଳ ପାଇଁ ଅନୁରୋଧ 🙏 District Dhenkanal ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC CMO Odisha
ଆଉ କେତେ ଦିନ ଲାଗିବ କାମାକ୍ଷା ନଗର ଦେଇ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ଉତ୍ତର ରଖିବେ କି ରେଳ ମନ୍ତ୍ରୀ Ashwini Vaishnaw Dharmendra Pradhan Narendra Modi CMO Odisha East Coast Railway Ministry of Railways
କାମାକ୍ଷାନଗର କାନପୁରା ପଞ୍ଚାୟତ ଅନ୍ତର୍ଗତ ଜିରିଡ଼ା ମାଳି ରାଧା କୁଞ୍ଜ ସାହି ବସୁଧା ଯୋଜନା ପାଣି ପାଇପ ଫାଟି ପାଣି ଅପବ୍ଯୟ ହେଉଚି।ତୁରନ୍ତ ମରାମତି କରିବା ପାଇଁଁ ଅନୁରୋଧ District Dhenkanal Deptt. of Water Resources DIPA DHENKANAL DSSO Dhenkanal Mohan Charan Majhi CMO Odisha Swachh Bharat Urban
District Dhenkanal Odisha Police RTO DHENKANAL ଢେଙ୍କାନାଳ ଲକ୍ଷ୍ମୀ ପୂଜା ସମୟରେ ଯଦି ସାଧାରଣ ଜନତାଙ୍କୁ ବାଇକ ନେଇ ଭିଡ଼ରେ ମନା ଅଛି ତେବେ ପୋଲିସ ଭାଇ କିପରି ବାଇକ୍ ନେଇ ଯାଇ ପାରୁଛନ୍ତି।
ବଡ ବିପଦ ହେବା ଆଗରୁ ବିଦୁତ୍ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବା ଦରକାର TP Central Odisha Distribution Ltd District Dhenkanal
ଆଉ କେତେ ଦିନ ଲାଗିବ କାମାକ୍ଷାନଗର ଚିକିତ୍ସାଳୟ ଡାକ୍ତର ଅଭାବ ପୁରାଣ କୁ ଉତ୍ତର ରହିବେ ସ୍ବାସ୍ଥ୍ୟ ମନ୍ତ୍ରୀ Ministry of Health, FW & ME, Government of AP Public Health & Medical Education Department, MP CMO Odisha District Dhenkanal Dr. Mukesh Mahaling @cdmdhenkanal
କାମାକ୍ଷାନଗର ର ସାଧାରଣ ଜନତା ରେଳବାଇଠାରୁ ଦୁଇଟି ଜିନିଷ ଦାବି କରୁଛନ୍ତି, ୧. ଅନୁଗୁଳ ସୁକିନ୍ଦା ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ ଚଳାଚଳ। ୨. କାମାକ୍ଷାନଗର ଷ୍ଟେସନ ଏବଂ ଢେଙ୍କାନାଳ ଷ୍ଟେସନ ମଧ୍ୟରେ ଭୁବନେଶ୍ୱର ଅଭିମୁଖେ ଯିବା ପାଇଁ ଏକ ନୂତନ ଲିଙ୍କ ଲାଇନ। PMO India Ashwini Vaishnaw Mohan Charan Majhi CMO Odisha
ରାଜେଶ ହତ୍ୟା କାଣ୍ଡ କୁ ପାଞ୍ଚ ଦିନ ହୋଇଗଲା ପୋଲିସ୍ ହାତ ଆଜି ପର୍ଯ୍ୟନ୍ତ ଖାଲି CMO Odisha ChiefSecyOdisha Home Department, Govt. of Odisha DGP, Odisha Odisha Police I & PR Department, Odisha Governor Odisha PMO India Amit Shah PIB - Ministry of Home Affairs President of India IGP NCR spdhenkanal District Dhenkanal
ଢ଼େଙ୍କାନାଳ: କାମାକ୍ଷାନଗର ବ୍ଳକ୍ ଅନ୍ତର୍ଗତ ବାଇସିଙ୍ଗା ପଞ୍ଚାୟତର ବାଇସିଙ୍ଗା ପ୍ରାଥମିକ ବିଦ୍ୟାଳୟରେ ବିଦୁତ୍ କାଟ। ବହୁ ପିଲା ଅସୁବିଧା ରେ ପାଠପଢା କରୁଛନ୍ତି।ପ୍ରକାଶିତ ଖବରକୁ ଅନୁଧ୍ୟାନ କରି ତୁରନ୍ତ ସମାଧାନ କରିବାକୁ ଅନୁରୋଧ। District Dhenkanal CMO Odisha EducationOdisha EducationOdisha ChiefSecyOdisha TP Central Odisha Distribution Ltd
କାମାକ୍ଷା ନଗର ପ୍ରଶାସନ ଙ୍କୁ ଅନୁରୋଧ ଏହାକୁ ଗୁରୁତର ସହ ବିଚାର କରିବା ପାଇଁ District Dhenkanal Kamakhyanagar NAC ଉପ-ଜିଲ୍ଲାପାଳ ,କାମାକ୍ଷାନଗର BDO Kamakhyanagar
ଚଉଦ ଦିନ ପରେ ମଧ୍ୟ ରାଜେଶ ପାଣି( ଲୁଲୁ ) ହତ୍ୟାକାରୀର ଟେର ପାଉନି ପୋଲିସ। CMO Odisha ChiefSecyOdisha Home Department, Govt. of Odisha DGP, Odisha Odisha Police I & PR Department, Odisha Governor Odisha PMO India Amit Shah PIB - Ministry of Home Affairs President of India IGP NCR spdhenkanal District Dhenkanal