Voice Of Dhenkanal 🗣️(@VoiceDKL) 's Twitter Profileg
Voice Of Dhenkanal 🗣️

@VoiceDKL

ସବୁଜ ସୁନ୍ଦର ଆମ ଢେଙ୍କାନାଳ ❤ଶୁଖିଲା ପ୍ରତିଶୃତି ନୁହେଁ କାମ ଦରକାର🙏 ଆପଣ ଏକା ନୁହଁନ୍ତି ପ୍ରତିବାଦ ର ସ୍ୱର🤝ଅନ୍ୟାୟ ବିରୁଦ୍ଧରେ ଲଢେଇ କର💪

ID:1415153163208781828

calendar_today14-07-2021 03:36:47

586 Tweets

1,5K Followers

1,5K Following

I❤DHENKANAL(@ILoveDKL) 's Twitter Profile Photo

ସମଗ୍ର ରାଜ୍ଯରେ ସ୍ଵତନ୍ତ୍ର ପରିଚୟ ହାସଲ କରିଛି ଢେଙ୍କାନାଳ l ଯାହା ଢେଙ୍କାନାଳକୁ ଦେଇଛି ସ୍ଵତନ୍ତ୍ର ପରିଚୟ l ବରାକୁ ଜି.ଆଇ ଟ୍ୟାଗ ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି l


ସମଗ୍ର ରାଜ୍ଯରେ ସ୍ଵତନ୍ତ୍ର ପରିଚୟ ହାସଲ କରିଛି ଢେଙ୍କାନାଳ #ବରା l ଯାହା ଢେଙ୍କାନାଳକୁ ଦେଇଛି ସ୍ଵତନ୍ତ୍ର ପରିଚୟ l ବରାକୁ ଜି.ଆଇ ଟ୍ୟାଗ ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି l #Dhenkanal #BaraDivas #ILoveDKL
account_circle
Voice Of Dhenkanal 🗣️(@VoiceDKL) 's Twitter Profile Photo




ସାରା ବିଶ୍ୱରେ ପ୍ରସିଦ୍ଧ ଢେଙ୍କାନାଳ ସଂସ୍କୃତିର ପ୍ରତୀକ ଏପ୍ରିଲ ୭ ଏହି ପ୍ରିୟ ଖାଦ୍ୟର ବରା ଦିବସକୁ ଖାଦ୍ୟ ସଂସ୍କୃତିର ପ୍ରଚାର ପ୍ରସାରରେ ଢେଙ୍କାନାଳ ବରା ତାର ସ୍ଵତନ୍ତ୍ରତା ଓ ଶ୍ରେଷ୍ଠତ୍ୱକୁ ବଜାୟ ରଖିଛି

#ଆଜି_ବିଶ୍ୱ_ବରା_ଦିବସ #ମୁଁ_ଢେଙ୍କାନାଳିଆ_ମୋ_ବରା_ବଢ଼ିଆ #ଶୀତ_ବରଷା_କି_ହେଉ_ଖରା_ଢେଙ୍କାନାଳିଆଙ୍କ_ପସନ୍ଦ_ବରା ସାରା ବିଶ୍ୱରେ ପ୍ରସିଦ୍ଧ ଢେଙ୍କାନାଳ ସଂସ୍କୃତିର ପ୍ରତୀକ #ବରା_ଦିବସ ଏପ୍ରିଲ ୭ ଏହି ପ୍ରିୟ ଖାଦ୍ୟର ବରା ଦିବସକୁ ଖାଦ୍ୟ ସଂସ୍କୃତିର ପ୍ରଚାର ପ୍ରସାରରେ ଢେଙ୍କାନାଳ ବରା ତାର ସ୍ଵତନ୍ତ୍ରତା ଓ ଶ୍ରେଷ୍ଠତ୍ୱକୁ ବଜାୟ ରଖିଛି
account_circle
Voice Of Dhenkanal 🗣️(@VoiceDKL) 's Twitter Profile Photo

💐
ଲୋକପ୍ରିୟ ପୂର୍ବତନ ସାଂସଦ ତଥା ଦୈନିକ ଓଡ଼ିଆ ଖବରକାଗଜ ର ସମ୍ପାଦକ Tathagata Satpathy🌶️ ଶ୍ରୀଯୁକ୍ତ ତଥାଗତ ଶତପଥୀ ମହୋଦୟଙ୍କୁ Voice Of Dhenkanal 🗣️ ତରଫରୁ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।💐
Naveen Patnaik


#ଜନ୍ମଦିନର_ଶୁଭେଚ୍ଛା💐 #ଢେଙ୍କାନାଳ ଲୋକପ୍ରିୟ ପୂର୍ବତନ ସାଂସଦ ତଥା ଦୈନିକ ଓଡ଼ିଆ ଖବରକାଗଜ #ଧରିତ୍ରୀ ର ସମ୍ପାଦକ @SatpathyLive ଶ୍ରୀଯୁକ୍ତ ତଥାଗତ ଶତପଥୀ ମହୋଦୟଙ୍କୁ @VoiceDKL ତରଫରୁ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।💐 @Naveen_Odisha #HAPPYBIRTHDAY #Dhenkanal #Tathagata_Satpathy
account_circle
Voice Of Dhenkanal 🗣️(@VoiceDKL) 's Twitter Profile Photo

💐
Congratulations & Heartily Welcome to Our district
Shri Amrit Ruturaj, IAS, Sir for on your appointment and wish you every success in your new duties as Collector & DM of Dhenkanal District...Welcome to
District Dhenkanal Sir ..🙏

#Congratulations_Sir 💐 Congratulations & Heartily Welcome to Our #Dhenkanal district Shri Amrit Ruturaj, IAS, Sir for on your appointment and wish you every success in your new duties as Collector & DM of Dhenkanal District...Welcome to @districtadmndkl Sir ..🙏 #VoiceDKL
account_circle
𝔸𝕃𝕆𝕂 𝕄𝔸ℍ𝔸𝔹ℍ𝕆𝕀 🆇︎(@AlokMahabhoi) 's Twitter Profile Photo

Voice Of Dhenkanal 🗣️ District Dhenkanal spdhenkanal Dhenkanal Municipality Team ATA Official Pradeep Jena IAS Manoj Mishra ମନୋଜ ମିଶ୍ର I❤DHENKANAL Dhenkanal Tweet Club DFO DHENKANAL RTO DHENKANAL Satyabrata Sahu ନୂତନ ଜିଲ୍ଲାପାଳ Amrit Ruturaj ସାରଙ୍କୁ ଢେଙ୍କାନାଳ ମାଟିକୁ ସ୍ୱାଗତ 💐ବହୁ ଦିନର ଆଶା ଓ ଆକାଂକ୍ଷା ପରେ ଜଣେ IAS ସ୍ତରର ଜିଲ୍ଲାପାଳ ଢେଙ୍କାନାଳ ଜିଲ୍ଲାରେ ନିଯୁକ୍ତ ହେଲେ । ଜିଲ୍ଲାର ପ୍ରକୃତ ସମସ୍ୟାକୁ ଭଲଭାବରେ ବୁଝି ସାଧାରଣ ଜନତାଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ ନିଜର ପାରଦର୍ଶିତାକୁ ପ୍ରମାଣିତ କରିବାରେ ନିଶ୍ଚୟ ସଫଳ ହେବେ

account_circle
Voice Of Dhenkanal 🗣️(@VoiceDKL) 's Twitter Profile Photo

💐
Congratulations & Heartily Welcome to Our district
Shri Amrit Ruturaj, IAS, Sir for on your appointment and wish you every success in your new duties as Collector & DM of Dhenkanal District...Welcome to
District Dhenkanal Sir ..🙏

#Congratulations_Sir 💐 Congratulations & Heartily Welcome to Our #Dhenkanal district Shri Amrit Ruturaj, IAS, Sir for on your appointment and wish you every success in your new duties as Collector & DM of Dhenkanal District...Welcome to @districtadmndkl Sir ..🙏 #VoiceDKL
account_circle
Santanu Kumar Bhukta-( bapi)(@MrAapro) 's Twitter Profile Photo

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ କେଞ୍ଚୁଡି ଗ୍ରାମ CMO Odisha ଆଜି ମଧ୍ୟ ଅବହେଳିତ ଅବସ୍ଥାରେ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ ନିମନ୍ତେ ଅନୁରୋଧ District Dhenkanal Voice Of Dhenkanal 🗣️ Panchayati Raj and Drinking Water Department ChiefSecyOdisha Pradeep Jena IAS

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ କେଞ୍ଚୁଡି ଗ୍ରାମ @CMO_Odisha ଆଜି ମଧ୍ୟ ଅବହେଳିତ ଅବସ୍ଥାରେ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ ନିମନ୍ତେ ଅନୁରୋଧ @districtadmndkl @VoiceDKL @PRDeptOdisha @SecyChief @PradeepJenaIAS
account_circle
Voice Of Dhenkanal 🗣️(@VoiceDKL) 's Twitter Profile Photo

💐
ଜିଲ୍ଲାର ଗର୍ଵ ଗୌରବ ସୁପରିଚିତ ନାମ
ତଥା ଲୋକପ୍ରିୟ ପୂର୍ବତନ ବିଧାୟକ Nabin Nanda ଶ୍ରୀଯୁକ୍ତ ନବୀନ ନନ୍ଦଙ୍କୁ Voice Of Dhenkanal 🗣️ ତରଫରୁ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।💐
Sambit Nanda Memorial Foundation


#ଜନ୍ମଦିନର_ଶୁଭେଚ୍ଛା💐 #ଢେଙ୍କାନାଳ ଜିଲ୍ଲାର ଗର୍ଵ ଗୌରବ ସୁପରିଚିତ ନାମ ତଥା ଲୋକପ୍ରିୟ ପୂର୍ବତନ ବିଧାୟକ @NabinNanda ଶ୍ରୀଯୁକ୍ତ ନବୀନ ନନ୍ଦଙ୍କୁ @VoiceDKL ତରଫରୁ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।💐 @MemorialNanda #HAPPYBIRTHDAY #Dhenkanal #NabinNanda
account_circle