Jitendra Behera
@g10dra_behera
Aam Aadmi Party, Dhenkanal
Odisha
ID: 1198925001832853504
25-11-2019 11:23:05
15,15K Tweet
763 Followers
818 Following
ଯଦି ସାଂସଦଙ୍କ କଥାରେ କୌଣସି ଗୁରୁତ୍ବ ନାହିଁଁ ଏଥିରୁ ସ୍ପଷ୍ଟ ବାରି ହେଉଛି ଏବଂ ତଦନ୍ତ କ'ଣ ହେଲା ସାଂସଦଙ୍କ ପାଖରେ ତଥ୍ୟ ନାହିଁ ତେବେ ସରକାର ସମ୍ପୂର୍ଣ୍ଣ ଦାୟୀ। ଯେଉଁ କାରଣ ପାଇଁ ଝିଅଟି ଏହିପରି ନିଷ୍ପତ୍ତି ନେଲା। Nishikanta Mohapatra Soumya Ranjan Swain 🇮🇳 Bishnu Prasad Panda Sanjay Singh AAP Pankaj Kumar Nayak AAPODISHA
अंगनपुर बचाने की लड़ाई में गांव वालों के साथ है AAP🔥 इस लड़ाई में AAP पूरी ताकत के साथ अंगनपुर के लोगों के साथ खड़ी है और किसी में इतनी हिम्मत नहीं है कि वह गांव की एक भी ईंट हिला सके। Saurabh Bharadwaj
AAP ने शनिवार को झारखंड के नए प्रभारी एवं सहप्रभारी नियुक्त किए,Shiv Charan Goel जी को झारखंड का प्रभारी बनाया गया है, जबकि Sushil Singh पार्टी के सहप्रभारी बनाए गए हैं ,झारखंड के नेताओं ने झारखंड के नए प्रभारी और सुशील सिंह को बधाई दी है। prabhatkhabar.com/state/jharkhan…
ଯଦି ଟ୍ୱିଟର ବା X ଆକାଉଣ୍ଟ ଦ୍ୱାରା ଜନସାଧାରଣ ଅବଗତ କରୁଥିବା ସମସ୍ୟା ସମାଧାନ ନକରିବେ ତେବେ ଏହି ଡିଜିଟାଲ ଇଣ୍ଡିଆ କାହା ପାଇଁ କରାଯାଉଛି। ନେତା ମନ୍ତ୍ରୀ ଓ ଅଧିକାରୀ କେବେ ଟ୍ୱିଟରକୁ ଗୁରୁତ୍ୱ ଦେବେ। CMO Odisha Office of DCM,Odisha (Smt Pravati Parida) ChiefSecyOdisha Governor Odisha Jagat Prakash Nadda Digital India
ଛାତ୍ରୀ ଙ୍କୁ ପ୍ରଧାନ ଶିକ୍ଷକ ଙ୍କ ଅସଦାଚରଣ ମାମଲା #କେନ୍ଦୁଝର #ହାଟଡିହି ବ୍ଲକ୍ ର ଏପର୍ଯ୍ୟନ୍ତ ନ୍ୟାୟ ମିଳିଲା ନାହିଁ ,ନ୍ୟାୟ ପ୍ରଧାନ କରିବା ସହିତ ଦୋଷୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ CMO Odisha Mohan Charan Majhi Suryabanshi Suraj EducationOdisha District Administration,Keonjhar DGP, Odisha SP Keonjhar Pravati Parida
Rahul Gandhi अदानी को 1 rs में जमीन दे दी गई हजारों करोड़ के लोन मिल जाते हे नॉर्मल इंसान 1 फ्रिज की EMI न भरे तो बाउंसर आ जाते हैं
ଢ଼େଙ୍କାନାଳ: ଭୂବନ ବ୍ଲକ ଭୂଷଳ ପଞ୍ଚାୟତ ଜୟପୁର ଗ୍ରାମର ରୋଗି ଅକ୍ଷୟ ତରାଇ ଙ୍କ ଦୁଇଟି କିଡ୍ଡନୀ ଖରାପ ହେତୁ ତାଙ୍କର ଡାଇଲିସିସ୍ ପାଇଁ ଅର୍ଥ ସାଜିଛି ବାଧକ l ତାଙ୍କୁ ସମସ୍ତ ସରକରୀ ଅନୁଦାନ ଯୋଗାଇ ଦିଆଯାଉ l Respected CMO Odisha ChiefSecyOdisha H & FW Dept Odisha Chief Minister's Relief Fund Odisha Sustha Odisha Chief Minister's Relief Fund Odisha District Dhenkanal
ଆଜି ସକାଳେ ଓଡ଼ିଶାର ଟ୍ୱିଟର ଆକ୍ଟିଭିଷ୍ଟ ମାନଙ୍କ ଦ୍ୱାରା ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ସକାଳ ୧୦.୫୧ ସମୟରେ ଏକ ଅନୁରୋଧ ପତ୍ର X ଓ ମେଲ ଦ୍ୱାରା ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ଟିମ ଆଟାର ସଭାପତି ବିସ୍ମୟ ମିଶ୍ର Mishra Bismaya ଙ୍କ ଦ୍ଵାରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭିଡ଼ିଓ ବାର୍ତ୍ତା ଅନୁରୋଧ କରାଯାଇଛି। CMO Odisha