𝔸𝕃𝕆𝕂 𝕄𝔸ℍ𝔸𝔹ℍ𝕆𝕀 🆇︎ (@alokmahabhoi) 's Twitter Profile
𝔸𝕃𝕆𝕂 𝕄𝔸ℍ𝔸𝔹ℍ𝕆𝕀 🆇︎

@alokmahabhoi

ନା କୌଣସି ସ୍ୱାର୍ଥ ଚାହେଁ ନା କୌଣସି ଉପାଧି ଚାହେଁ ନା କୌଣସି ସମ୍ନାନ ଚାହେଁ କିନ୍ତୁ ଅନ୍ୟାୟ ଆଉ ଅତ୍ୟାଚାରକୁ ବିରୋଧ କରିବା ସହ ମୁଁ କେବଳ ଅନ୍ୟ ମୁହଁରେ ହସ ଆଉ ଖୁସି ଦେଖିବାକୁ ଚାହେ..🙏🏻

ID: 1122309606397448192

calendar_today28-04-2019 01:20:36

1,1K Tweet

1,1K Followers

2,2K Following

Team ATA Official (@officialteamata) 's Twitter Profile Photo

ସୁଦୂର ଗୁଜୁରାଟରୁ ଆସିଥିବା ପର୍ଯ୍ୟଟକ ଗୁଣ୍ଡିଚା ମନ୍ଦିର ଦର୍ଶନ ନପାଇ ଫେରୁଛନ୍ତି। ନିଜ ବୃଦ୍ଧ ପିତା ମାତାଙ୍କୁ ଆଉ କେବେ ଦର୍ଶନ କରାଇ ପାରିବେ କି ନାହିଁ ଜାଣିନାହାନ୍ତି।😥 ମାନନୀୟ Arabinda K Padhee ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର,ପୁରୀଙ୍କୁ ଅନୁରୋଧ ଭକ୍ତଙ୍କ ପ୍ରତି ଦୟା କରନ୍ତୁ। Balwant Singh Odisha Tourism CMO Odisha

Voice Of Dhenkanal 🗣️ (@voicedkl) 's Twitter Profile Photo

#ଢେଙ୍କାନାଳ_ଜିଲ୍ଲାରେ_ସ୍ୱାସ୍ଥ୍ୟସେଵା_ବିପର୍ଯ୍ୟସ୍ତ #ରେଫେରାଲ_ପାଲିଟିଛି_ଜିଲ୍ଲା_ମୁଖ୍ୟ_ଚିକିତ୍ସାଳୟ Respected Sir CMO Odisha H & FW Dept Odisha NHM Odisha ChiefSecyOdisha Dr. Mukesh Mahaling Dharmendra Pradhan Krushna Chandra Patra AAP Odisha 🇮🇳 Nishikanta Mohapatra District Dhenkanal Please consider this matter seriously.

#ଢେଙ୍କାନାଳ_ଜିଲ୍ଲାରେ_ସ୍ୱାସ୍ଥ୍ୟସେଵା_ବିପର୍ଯ୍ୟସ୍ତ
#ରେଫେରାଲ_ପାଲିଟିଛି_ଜିଲ୍ଲା_ମୁଖ୍ୟ_ଚିକିତ୍ସାଳୟ
Respected Sir CMO Odisha H & FW Dept Odisha NHM Odisha ChiefSecyOdisha Dr. Mukesh Mahaling Dharmendra Pradhan Krushna Chandra Patra
AAP Odisha 🇮🇳 Nishikanta Mohapatra District Dhenkanal Please consider this matter seriously.
Voice Of Dhenkanal 🗣️ (@voicedkl) 's Twitter Profile Photo

#ଉଦ୍ୟାନ_ବିଭାଗରେ_କେଳେଙ୍କାରୀ_ବାବୁ_ମାଲାମାଲ_ଚାଷୀ_ଭକୁଆ #ନଷ୍ଟ_କରିଦେଲେ_ପାମୋଲିନ_ଭଳି_ଲକ୍ଷ୍ୟ_ଲକ୍ଷ୍ୟ_ଟଙ୍କାର_ମୂଲ୍ୟବାନ_ଚାରା Respected Sir CMO Odisha ChiefSecyOdisha Kanak Vardhan Singh Deo (Modiji Ka Parivar) Arabinda K Padhee Horticulture Odisha କୃଷି ବିଭାଗ, ଓଡ଼ିଶା District Dhenkanal Please kindly look into this matter. #Dhenkanal #Farmer

#ଉଦ୍ୟାନ_ବିଭାଗରେ_କେଳେଙ୍କାରୀ_ବାବୁ_ମାଲାମାଲ_ଚାଷୀ_ଭକୁଆ
#ନଷ୍ଟ_କରିଦେଲେ_ପାମୋଲିନ_ଭଳି_ଲକ୍ଷ୍ୟ_ଲକ୍ଷ୍ୟ_ଟଙ୍କାର_ମୂଲ୍ୟବାନ_ଚାରା
Respected Sir CMO Odisha ChiefSecyOdisha Kanak Vardhan Singh Deo (Modiji Ka Parivar) Arabinda K Padhee Horticulture Odisha କୃଷି ବିଭାଗ, ଓଡ଼ିଶା District Dhenkanal
Please kindly look into this matter.
#Dhenkanal
#Farmer
𝔸𝕃𝕆𝕂 𝕄𝔸ℍ𝔸𝔹ℍ𝕆𝕀 🆇︎ (@alokmahabhoi) 's Twitter Profile Photo

#ହାତୀ_ଆତଙ୍କ_ଭୟଭୀତ_ଗ୍ରାମବାସୀ #ମଣିଷ_ମାନଙ୍କ_ମୃତ୍ୟୁ_ପରେବି_ଚେତୁନି_ବନବିଭାଗ କପିଳାସ ବନଖଣ୍ଡ ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ ରାସ୍ତା ଉପରେ ଆକ୍ରମଣ ପରେ ଗ୍ରାମରେ ଉତେଜନା ସୃଷ୍ଟି ହେଇଥିଲା l ଦନ୍ତା ହାତୀର ଦୌରାତ୍ମ୍ୟରେ ଲୋକେ ଅତିଷ୍ଟ ତୁରନ୍ତ ଦନ୍ତାକୁ କାବୁ କରିବାକୁ ଦାବୀ ନଚେତ ଜନଆନ୍ଦୋଳନ ହେବ ! DFO DHENKANAL Odisha Forest, Env. and Climate Change Department

#ହାତୀ_ଆତଙ୍କ_ଭୟଭୀତ_ଗ୍ରାମବାସୀ
#ମଣିଷ_ମାନଙ୍କ_ମୃତ୍ୟୁ_ପରେବି_ଚେତୁନି_ବନବିଭାଗ
କପିଳାସ ବନଖଣ୍ଡ ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ ରାସ୍ତା ଉପରେ ଆକ୍ରମଣ ପରେ ଗ୍ରାମରେ ଉତେଜନା ସୃଷ୍ଟି ହେଇଥିଲା l ଦନ୍ତା ହାତୀର ଦୌରାତ୍ମ୍ୟରେ ଲୋକେ ଅତିଷ୍ଟ ତୁରନ୍ତ ଦନ୍ତାକୁ କାବୁ କରିବାକୁ ଦାବୀ ନଚେତ ଜନଆନ୍ଦୋଳନ ହେବ ! DFO DHENKANAL
Odisha Forest, Env. and Climate Change Department
Voice Of Dhenkanal 🗣️ (@voicedkl) 's Twitter Profile Photo

#ଜନ୍ମଦିନ_ଦିନର_ଶୁଭେଚ୍ଛା ଢେଙ୍କାନାଳ ଜିଲ୍ଲାର ଗର୍ବ ଗୌରବ ସୁପରିଚିତ ନାମ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଜଣେ ଦକ୍ଷ ସଂଗଠକ ତଥା ସମାଜସେବାରେ ବ୍ରତୀ ଭାବେ Golak Mohapatra ଶ୍ରୀଯୁକ୍ତ ଗୋଲକ ମହାପାତ୍ର ମହୋଦୟଙ୍କୁ Voice Of Dhenkanal 🗣️ ତରଫରୁ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା..💐 #HappyBirthday #Dhenkanal

#ଜନ୍ମଦିନ_ଦିନର_ଶୁଭେଚ୍ଛା
ଢେଙ୍କାନାଳ ଜିଲ୍ଲାର ଗର୍ବ ଗୌରବ ସୁପରିଚିତ ନାମ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଜଣେ ଦକ୍ଷ ସଂଗଠକ ତଥା ସମାଜସେବାରେ ବ୍ରତୀ ଭାବେ Golak Mohapatra ଶ୍ରୀଯୁକ୍ତ ଗୋଲକ ମହାପାତ୍ର ମହୋଦୟଙ୍କୁ Voice Of Dhenkanal 🗣️ ତରଫରୁ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା..💐
#HappyBirthday
#Dhenkanal
Voice Of Dhenkanal 🗣️ (@voicedkl) 's Twitter Profile Photo

Gopabandhu Barik CMO Odisha Mohan Charan Majhi Odisha Forest, Env. and Climate Change Department PCCF & HoFF Odisha RCCF Angul DFO DHENKANAL MoEF&CC spdhenkanal Odisha Forest, Env. and Climate Change Department ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ଏବଂ ଇନଷ୍ଟାଗ୍ରାମ ରେ ପୋଷ୍ଟ କରିବା ଅଭିଯୋଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

Voice Of Dhenkanal 🗣️ (@voicedkl) 's Twitter Profile Photo

#ବିପଦସଂକୁଳ_ସାରଙ୍ଗଧର_ସେତୁ #ମରାମତି_ହଉନି_ବ୍ରିଜ_ଭୁଶୁଡ଼ି_ପଡ଼ିବା_ଆଶଙ୍କା ଢ଼େଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତା କମଗରା ସ୍ଥିତ ବ୍ରାହ୍ମଣୀ ନଦୀ ଉପରେ ଥିବା ବ୍ରିଜ ବିପର୍ଯ୍ୟସ୍ତ ଗଡୁଛି ମୁଣ୍ଡ l CMO Odisha ChiefSecyOdisha Works Department, Odisha Odisha Rural Panchayati Raj and Drinking Water Department District Dhenkanal ତୁରନ୍ତ ମରାମତି କରିବାକୁ ଅନୁରୋଧ।

#ବିପଦସଂକୁଳ_ସାରଙ୍ଗଧର_ସେତୁ
#ମରାମତି_ହଉନି_ବ୍ରିଜ_ଭୁଶୁଡ଼ି_ପଡ଼ିବା_ଆଶଙ୍କା
ଢ଼େଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତା କମଗରା ସ୍ଥିତ ବ୍ରାହ୍ମଣୀ ନଦୀ ଉପରେ ଥିବା ବ୍ରିଜ ବିପର୍ଯ୍ୟସ୍ତ ଗଡୁଛି ମୁଣ୍ଡ l CMO Odisha ChiefSecyOdisha Works Department, Odisha Odisha Rural Panchayati Raj and Drinking Water Department District Dhenkanal ତୁରନ୍ତ ମରାମତି କରିବାକୁ ଅନୁରୋଧ।
Voice Of Dhenkanal 🗣️ (@voicedkl) 's Twitter Profile Photo

#ରାସ୍ତା_ଉପରେ_ଅଟକି_ରହିଛି_ହାଇୱା_ଗାଡି #ତୁରନ୍ତ_ହଟାଇବା_ପାଇଁ_ଗ୍ରାମବାସୀଙ୍କ_ଦାବୀ ଢେଙ୍କାନାଳ ଜିଲ୍ଲା କପିଳାସ ଯୋରନ୍ଦା-ରାସ୍ତା ଭାୟା ନେଉଳପୋଇ ଠାରେ ରାସ୍ତା ଉପରେ ଭାରୀଯାନ ୧୦ ଦିନରୁ ଉର୍ଦ୍ଧ ହେଲା ଅଟକିରହିଛି l District Dhenkanal spdhenkanal RTO DHENKANAL ତୁରନ୍ତ ରାସ୍ତାଉପରୁ ହଟାଇବା ସହିତ କାଯ୍ୟନୁଷ୍ଠାନ ନିଆଯାଉ l

#ରାସ୍ତା_ଉପରେ_ଅଟକି_ରହିଛି_ହାଇୱା_ଗାଡି
#ତୁରନ୍ତ_ହଟାଇବା_ପାଇଁ_ଗ୍ରାମବାସୀଙ୍କ_ଦାବୀ
ଢେଙ୍କାନାଳ ଜିଲ୍ଲା କପିଳାସ ଯୋରନ୍ଦା-ରାସ୍ତା ଭାୟା ନେଉଳପୋଇ ଠାରେ ରାସ୍ତା ଉପରେ ଭାରୀଯାନ ୧୦ ଦିନରୁ ଉର୍ଦ୍ଧ ହେଲା ଅଟକିରହିଛି l District Dhenkanal spdhenkanal RTO DHENKANAL ତୁରନ୍ତ ରାସ୍ତାଉପରୁ ହଟାଇବା ସହିତ କାଯ୍ୟନୁଷ୍ଠାନ ନିଆଯାଉ l