Nirmal Chandra Swain (ବାବୁଆ) (@babua_swain) 's Twitter Profile
Nirmal Chandra Swain (ବାବୁଆ)

@babua_swain

ମୁଁ ଜାଣିନି ଜିବନର ଚଲାପଥରେ ମୁଁ କେତେବାଟ ଚାଲିବୀ ,ଯେତେ ଦିନ ଯାଏ ଚାଲିବି ସମାଜପ୍ରତି ମୋ କର୍ତ୍ତବ୍ୟକୁ ପାରୁ ପର୍ଯ୍ୟନ୍ତକରିବୀ (ବିଜୁ ଛାତ୍ର ଉପ-ସଭାପତି , ଭଣ୍ଡାରୀପୋଖରୀ ବ୍ଲକ, ଭଦ୍ରକ)

ID: 1537847996749996032

calendar_today17-06-2022 17:22:03

1,1K Tweet

59 Followers

416 Following

Nirmal Chandra Swain (ବାବୁଆ) (@babua_swain) 's Twitter Profile Photo

ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ଆଖୁଆପଦା ଠାରେ ବୈତରଣୀ ବାମପାର୍ଶ୍ୱ ବନ୍ଧର ସୁଦୃଢ଼ୀକରଣ ଓ ପକ୍କାରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ 'ଆମ ଓଡ଼ିଶା ନବୀନ ଓଡ଼ିଶା' ତଥା #5T ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି. କାର୍ତ୍ତିକ ପାଣ୍ଡିଆନ୍ ଙ୍କ କ୍ଷେତ୍ର ପ୍ରଦର୍ଶନ। Pranab Prakash Das Vkpandianfanclub Nabina Odisha

ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ଆଖୁଆପଦା ଠାରେ ବୈତରଣୀ ବାମପାର୍ଶ୍ୱ ବନ୍ଧର ସୁଦୃଢ଼ୀକରଣ ଓ ପକ୍କାରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ 'ଆମ ଓଡ଼ିଶା ନବୀନ ଓଡ଼ିଶା' ତଥା #5T ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି. କାର୍ତ୍ତିକ ପାଣ୍ଡିଆନ୍ ଙ୍କ କ୍ଷେତ୍ର ପ୍ରଦର୍ଶନ। Pranab Prakash Das Vkpandianfanclub Nabina Odisha
Nirmal Chandra Swain (ବାବୁଆ) (@babua_swain) 's Twitter Profile Photo

ଭଦ୍ରକ ଜିଲ୍ଲା ଗସ୍ତ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଖୁଆପଦାରୁ ପାଳସାହି ଯାଏ ବାଇକ୍‌ ଚଳାଇଲେ ବୈତରଣୀ ନଦୀବନ୍ଧ ଓ ରାସ୍ତା ପ୍ରକଳ୍ପର କଲେ ସମୀକ୍ଷା Nabina Odisha Vkpandianfanclub Pranab Prakash Das Swayam Prakash

ଭଦ୍ରକ ଜିଲ୍ଲା ଗସ୍ତ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ
ଆଖୁଆପଦାରୁ ପାଳସାହି ଯାଏ ବାଇକ୍‌ ଚଳାଇଲେ
ବୈତରଣୀ ନଦୀବନ୍ଧ ଓ ରାସ୍ତା ପ୍ରକଳ୍ପର କଲେ ସମୀକ୍ଷା Nabina Odisha Vkpandianfanclub Pranab Prakash Das Swayam Prakash
Panchayati Raj and Drinking Water Department (@prdeptodisha) 's Twitter Profile Photo

ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଆସିଥିବା ରୂପାନ୍ତରଣରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବା ପାଇଁ ଓଡ଼ିଶା ସରକାର #ସ୍ଵୟମ୍ ଯୋଜନାର ଶୁଭାରମ୍ଭ କରିଛନ୍ତି | ଏହାଦ୍ୱାରା ରାଜ୍ୟର ବ୍ୟବସାୟିକ ବାତାବରଣ ଆହୁରି ଉଜ୍ଜ୍ୱଳ ହେବା ସହ ଯୁବବର୍ଗଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ। #Swayam #NabinOdisha #OdishaOnTheMove

ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଆସିଥିବା ରୂପାନ୍ତରଣରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବା ପାଇଁ ଓଡ଼ିଶା ସରକାର #ସ୍ଵୟମ୍ ଯୋଜନାର ଶୁଭାରମ୍ଭ କରିଛନ୍ତି | ଏହାଦ୍ୱାରା ରାଜ୍ୟର ବ୍ୟବସାୟିକ ବାତାବରଣ ଆହୁରି ଉଜ୍ଜ୍ୱଳ ହେବା ସହ ଯୁବବର୍ଗଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ।
#Swayam #NabinOdisha #OdishaOnTheMove
Argus News (@argusnews_in) 's Twitter Profile Photo

#ବରପଦାରେ_ବନ୍ଦ_ପାଳନ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ପାଇଁ ବଢିଲା ଅଡୁଆ । ବରପଦା ଇଞ୍ଜିନିୟରିଂ କଲେଜରୁ ପ୍ରଫୁଲ୍ଲଙ୍କ ପୁଅକୁ ବହିଷ୍କାର ଦାବି ଜୋର୍ ଧରିଲା । କଲେଜ କର୍ମଚାରୀ ଓ ବରପଦା ବିକାଶ ମଞ୍ଚ ପକ୍ଷରୁ ଆଜି 12 ଘଣ୍ଟିଆ ବରପଦା ବନ୍ଦ ଡାକରା ଦିଆଯାଇଛି । #Bhadrak #Odisha #ArgusNews

Team ATA Official (@officialteamata) 's Twitter Profile Photo

ସମ୍ବଲପୁର ସହରର ଗୋଲ ବଜାର ମଙ୍ଗଲମ କପଡା ଦୋକାନ ସାମ୍ନାରେ ଏକ ବୃଦ୍ଧ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡିଅଛନ୍ତି। ବିଭାଗୀୟ ଅଧିକାରୀ ଏଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ। Dr. Bishnupada Sethi District Social Security Officer (DSSO), Sambalpur CMO Odisha MoSarkar 5T SSEPD DM Sambalpur SP SAMBALPUR

Kanak News (@kanak_news) 's Twitter Profile Photo

#ମଞ୍ଚରେ_କାନ୍ଦିଲେ_ରାଜା ନବୀନଙ୍କ କଥା କହି ମଞ୍ଚରେ କାନ୍ଦିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କହିଲେ, ତାଙ୍କର ପୁଅ, ଝିଅ,ବାପା,ମା’ କେହି ନାହାନ୍ତି । ସାଢେ ୪ କୋଟି ଲୋକ ତାଙ୍କ ପରିବାର , ନବୀନଙ୍କ ମୁହଁକୁ ଅନାଇବାକୁ କଲେ ନିବେଦନ #KanakNews #RajaSwain #Odisha

ଓଟିଭି (@otvkhabar) 's Twitter Profile Photo

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କେହି ନାହାନ୍ତି। ତାଙ୍କର ବାପା-ମାଆ,ପୁଅ- ଝିଅ କେହି ନାହାନ୍ତି । ସିଏ ମରିଗଲେ ତାଙ୍କ ମୁହଁରେ ପାଣି କି ମୁଖାଗ୍ନି ଦେବାକୁ ବି କେହି ନାହାନ୍ତି: କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ #Politics #RanendraPratapSwain #BJD

Vkpandianfanclub (@vkpandianfancl1) 's Twitter Profile Photo

ବାବା ସାହେବ ଭୀମ୍ ରାଓ ଆମ୍ବେଦକର ବସ୍ ଟର୍ମିନାଲ ଭୁବନେଶ୍ୱର I inaugurated by Naveen Patnaik .

ବାବା ସାହେବ ଭୀମ୍ ରାଓ ଆମ୍ବେଦକର ବସ୍ ଟର୍ମିନାଲ ଭୁବନେଶ୍ୱର I inaugurated by Naveen Patnaik .
Sunanda Das (@iamsunandadas) 's Twitter Profile Photo

ଭାରତ ବର୍ଷର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତଥା ସାଢେ଼ ୪କୋଟି ଓଡ଼ିଆ ଙ୍କ ବିଶ୍ୱାସ ଓ ଭରଷା ଆମ ପ୍ରିୟ ନେତା ଶ୍ରୀ ନବୀନ ପଟ୍ଟନାୟକ। #CMno1 Naveen Patnaik Biju Janata Dal MoSarkar 5T

ଓଟିଭି (@otvkhabar) 's Twitter Profile Photo

ଫାର୍ମା କମ୍ପାନୀ ଓ ମେଡିସିନ୍ ରିପ୍ରେଜେଣ୍ଟେଟିଭଙ୍କ ଉପରେ ଲାଗିଲା ଲଗାମ। ଏଣିକି ମନଇଛା କାହାକୁ ଆଉ ସାମ୍ପଲ ମେଡିସିନ୍ ଦେଇପାରିବେନି। ନିଜ କମ୍ପାନୀ ଔଷଧ ବିକ୍ରି ପାଇଁ ନା କାହାକୁ ଗିଫ୍ଟ ଦେଇପାରିବେ ନା କୌଣସି ଲୋଭ ଦେଖାଇପାରିବେ #MedicineRepresentative #Odisha #OTV

Dukhabandhu Biswal (@dukhabandhubi13) 's Twitter Profile Photo

ବୟସ 80 ପାର ହେଲାଣି , ଭତ୍ତା ମିଳୁଛି 500 / ବର୍ତ୍ତମାନ ୧୦୦୦ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବିରିବୋଳେଇ ଗ୍ରାମର ବୁଧେଇ ସାହୁ (୮୦,ବର୍ଷ) ଭତ୍ତା ବୃଦ୍ଧି କରିବା ପାଇଁ ଅନୁରୋଧ , CMO Odisha District Dhenkanal SSEPD @BPSethi Panchayati Raj and Drinking Water Department 𝗫 𝗡𝗼𝘁𝗶𝗳𝗶𝗰𝗮𝘁𝗶𝗼𝗻 ଭତ୍ତା ବୃଦ୍ଧି କରି ପ୍ରଦାନ କରାଯାଉ BDO KANKADAHAD

ଓଟିଭି (@otvkhabar) 's Twitter Profile Photo

#ସ୍ଥାନୀୟ_ବାସିନ୍ଦାଙ୍କ_ପାଇଁ_ଶ୍ରୀମନ୍ଦିର_ଚାଲୁନି’ ଜଗନ୍ନାଥଙ୍କ ଭକ୍ତ ହେବାକୁ ହେଲେ ପଣ୍ଡା ଧରିବାକୁ ପଡ଼ିବ ? ଏହା କେତେ ଦୂର ଠିକ୍ ! #JayJagannath #Odisha #Puri #OTV

ଭୋଟ୍ ପାଇଁ ବାୟା (@votepainbaya) 's Twitter Profile Photo

ମୋ ବସ୍ କର୍ମଚାରୀଙ୍କ ଉପଦ୍ରବତା... ଗୋଟେ ସାଧାରଣ ଯାତ୍ରିକୁ ମୋ ବସ୍ କର୍ମଚାରୀ ଘେରିକି ପିଟୁଛନ୍ତି। କଣ ନବୀନ ବାବୁ ଏଇଟା ଆପଣଙ୍କ ଉତ୍ତମ ଯାତାୟାତ ସେବାର ଆଉ ଏକ ଉପଲବ୍ଧି।