ଭୋଟ୍ ପାଇଁ ବାୟା
@votepainbaya
ମୁଁ ଜଗା ରାଇଜର ପ୍ରଜା ! ଜଗନ୍ନାଥ ମୋ ମାଲିକ ! ଓଡିଶା ରାଜନୀତିରେ ହେଉଥିବା ସମସ୍ତ ଫ୍ୟୁଜ !
#IAmAProudHindu
ID: 919099062669926401
14-10-2017 07:14:27
8,8K Tweet
3,3K Followers
900 Following
ଏ ଅଭଦ୍ରାମୀ ଆପଣଙ୍କ ନିର୍ବାଚନ ମଣ୍ଡଳୀରେ କରିବେ ଯେଉଁଠି କାନ୍ଦିକି ଭୋଟ ଭିକ ମାଗୁଥିଲେ। ବିଧାନସଭା ଆପଣଙ୍କ ବାପା କିମ୍ଵା ଆପଣଙ୍କ ପୈତୃକ ସମ୍ପତ୍ତି ନୁହଁ ଯେଉଁଠି ଆପଣ ବ୍ରାହ୍ମଣ ସମାଜକୁ ଶଳା କହିବେ । ବ୍ରାହ୍ମଣ ମାନେ ୯୯% କଣ ଖାଉଛନ୍ତି ଟିକେ ବିସ୍ତୃତ ଭାବରେ କହିବେ କି ? ଏଭଳି ଅପଶବ୍ଦ ପାଇଁ ତୁରନ୍ତ କ୍ଷମା ମାଗନ୍ତୁ Ranendra Pratap Swain
ଓଡ଼ିଶାର ବିରୋଧୀ ଦଳ ନେତା Naveen Patnaik ବାବୁ, ଆପଣ ଗତକାଲି ରାଜ୍ୟର ସାଂସଦମାନଙ୍କୁ ପତ୍ର ଲେଖି ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍କୁ ନେଇ ଯେଉଁ ଆଶଙ୍କା ପ୍ରକଟ କରିଛନ୍ତି, ତାହା କେବଳ ଭୟ ସୃଷ୍ଟି କଲା ଭଳି ମନେହେଉଛି । ଆପଣଙ୍କ ଭଳି ଜଣେ ଅଭିଜ୍ଞ ରାଜନେତାଙ୍କ ପାଖରୁ ଏଭଳି ପ୍ରତିକ୍ରିୟା ଶୋଭା ପାଉନାହିଁ । ଏହି ବିଲ୍ ପାରିତ ହେଲେ
.Congress reaches a new low. Calling the PM Narendra Modi a “terrorist” isn't politics; it’s the desperate scream of a party with no vision left. Mallikarjun Kharge comments prove the Congress is officially bankrupted morally and politically. The end of an era is looking very ugly.