Naresh Mathalia (@mathalia_n60048) 's Twitter Profile
Naresh Mathalia

@mathalia_n60048

ID: 1720110153692020736

calendar_today02-11-2023 16:09:36

164 Tweet

25 Followers

139 Following

Gayatri (@gayatri2000143) 's Twitter Profile Photo

ବାରମ୍ବାରଆବେଦନସତ୍ବେମିଳିପାରୁନିବାର୍ଧକ୍ୟଭତ୍ତା #ପୁରୀଜିଲ୍ଲା #ଅସ୍ତରଙ୍ଗବ୍ଲକ #ନୂଆଗଡଗ୍ରାମପଞ୍ଚାୟତ ର ଶିଖର ଦାସ(୬୯)ପିତା-ବଳରାମ ଦାସ ବାରମ୍ବାର ଆବେଦନ ପରେ ବି ତାଙ୍କର ଆବେଦନକୁ ଆୟର ଅଭାବ ବୋଲି ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦ୍ବାରା ବରଖାସ୍ତ କରାଯାଉଛି।କେଉଁ କାରଣ ପାଇଁ ଶିଖର ଙ୍କୁ ଭତ୍ତା ପ୍ରଦାନ କରାଯାଉନାହିଁ ୧/

ABHIMANYU RAGADI (@avimanyu_ragadi) 's Twitter Profile Photo

Pradeep Jena IAS Odisha Forest, Env. and Climate Change Department Collector & DM, Malkangiri CDM&PHO Malkangiri District Emergency Officer, Malkangiri ମାଲକାନଗିରି ଜିଲ୍ଲା ଖଇରପୁଟ ବଣ୍ଡା ପାହାଡ଼ରେ ଏବଂ କୁଡୁମୁଲୁଗୁମ୍ମା ଠାରେ ଆଜି ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଙ୍ଗଲରେ ନିଆଁ ଲାଗିବା ଦେଖିବାକୁ ମିଳୁଛି ଯାହା ଫଳରେ ଖଇରପୁଟର ଲୋକେ ବିଶ୍ୱାସ ନେବା, ଆଖି ଦେଖିବାରେ ସମସ୍ୟା ଅନୁଭବ କରୁଛନ୍ତି

ABHIMANYU RAGADI (@avimanyu_ragadi) 's Twitter Profile Photo

Odisha Forest, Env. and Climate Change Department ଏହି ସମସ୍ୟାର ତୁରନ୍ତ ସମାଧାନ କରାଯାଉ ବର୍ତ୍ତମାନ ଖଇରପୁଟ ଅଞ୍ଚଳ ଧୁଆଁମୟ ହେବାରେ ଲାଗିଛି ଏବଂ ଲୋକେ ନିଶ୍ବାସ ନେବାରେ , ଆଖି ଦେଖିବାରେ ଅସୁବିଧା ଅନୁଭବ କରୁଛନ୍ତି ।

<a href="/ForestDeptt/">Odisha Forest, Env. and Climate Change Department</a> ଏହି ସମସ୍ୟାର ତୁରନ୍ତ ସମାଧାନ କରାଯାଉ ବର୍ତ୍ତମାନ ଖଇରପୁଟ ଅଞ୍ଚଳ ଧୁଆଁମୟ ହେବାରେ ଲାଗିଛି ଏବଂ ଲୋକେ ନିଶ୍ବାସ ନେବାରେ , ଆଖି ଦେଖିବାରେ ଅସୁବିଧା ଅନୁଭବ କରୁଛନ୍ତି ।
SJS & MSJS, Malkangiri (@sharmjeebi) 's Twitter Profile Photo

Respected, CMO Odisha Collector & DM, Malkangiri BDO_khairaput 12 Baje 12 minute MoSarkar 5T #anganwadi sir this is the problem from Kutunipadar vlg of Badadural gp in Khairput block under Malkangiri district . please look into this matter and take need full step as soon.