Golak Mohapatra(मोदिका परिवार )(@GMohapatraBjp) 's Twitter Profileg
Golak Mohapatra(मोदिका परिवार )

@GMohapatraBjp

vice president B.J.POdisha

ID:1567632476

linkhttps://youtube.com/c/GolakMohapatra calendar_today04-07-2013 07:55:12

15,6K Tweets

23,0K Followers

504 Following

Golak Mohapatra(मोदिका परिवार )(@GMohapatraBjp) 's Twitter Profile Photo

Mission Shakti was started to empower Women of Odisha Financially but BJD is taking women and putting them in campaigning for votes for “Video Chief Minister ” Alleged BJP indianewsdiary.com/mission-shakti… via @India News Diary

account_circle
Golak Mohapatra(मोदिका परिवार )(@GMohapatraBjp) 's Twitter Profile Photo

ବିଜେଡି ନିର୍ବାଚନ ବୈତରଣୀ ପାର ହେବା ଲାଗି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି ।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆଜି ଏହି ବିଷୟରେ ଅଭିଯୋଗ ପତ୍ର ଦେଇ ଅବଗତ କରେଇଲୁ ।

ଓଡ଼ିଶାରେ ଅଣଓଡିଆଙ୍କ ଦ୍ୱାରା ଶାସନ କରାଉଛନ୍ତି ନବୀନ ବାବୁ । ଓଡ଼ିଶାରେ କଣ ଓଡ଼ିଆ ନେତା ଅଭାବ ? ଓଡ଼ିଆଙ୍କୁ ଶାସନ କରିବାକୁ ପାଣ୍ଡିଆନ କିଏ ? ଏ ସରକାରକୁ ଜନତା ଉଚିତ ଜବାବ ଦେବେ

account_circle
Golak Mohapatra(मोदिका परिवार )(@GMohapatraBjp) 's Twitter Profile Photo

ଓଡ଼ିଶାରେ ବିଜେପି ଓ ବିଜେଡି ଭିତରେ କୌଣସି ବୁଝାମଣା ନାହିଁ। ବିଭିନ୍ନ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା ଦେଶର ସବୁଠୁ ଧନୀ ରାଜ୍ୟ ହୋଇପାରିଥାଆନ୍ତା କିନ୍ତୁ ବିଜେଡି ଓଡ଼ିଶାର ସର୍ବନାଶ କରି ରଖିଛି । କେବଳ ଏତିକି ନୁହେଁ ବିଜେଡି ଓଡ଼ିଆ ଭାଷା ଓ ଅସ୍ମିତାକୁ ମଧ୍ୟ ଧ୍ୱଂସ କରିଛି । ବିଜେପି ସରକାର ଆସିଲେ ହିଁ ଓଡ଼ିଶାର ବିକାଶ ସାଧିତ ହେବ ।

account_circle
Golak Mohapatra(मोदिका परिवार )(@GMohapatraBjp) 's Twitter Profile Photo

ଅଣଓଡ଼ିଆ ହାତରେ ରାଜ୍ୟର ଶାସନ ଟେକିଦେଇ ଓଡ଼ିଆଙ୍କ ପ୍ରତି ଅନ୍ୟାୟ କରିଛନ୍ତି ନବୀନ ପଟ୍ଟନାୟକ। ନବୀନ ବାବୁ ଆଉ ନବୀନ ପଟ୍ଟନାୟକ ହୋଇ ରହିନାହାନ୍ତି ସେ ଏବେ ନବୀନ ପାଣ୍ଡିଆନ ହୋଇଗଲେଣି ଆଉ ତାଙ୍କର ଏଇ ଅଣଓଡ଼ିଆ ମୋହ ତାଙ୍କୁ ବୁଡେଇ ମାରିବ। ଓଡ଼ିଶାର ଜନତା ଜାଗ୍ରତ ହେଲେଣି ଏଥର ପରିବର୍ତ୍ତନ ନିଶ୍ଚିତ ।

account_circle
Golak Mohapatra(मोदिका परिवार )(@GMohapatraBjp) 's Twitter Profile Photo

ଓଡ଼ିଶାକୁ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼େଇ ସାରିଲାଣି ବିଜେଡି। ଓଡ଼ିଶାର ବିକାଶ ପାଇଁ ଏ ଭ୍ରଷ୍ଟ ସରକାର ବଦଳିବା ଦରକାର। ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିଜେପିକୁ ଭୋଟ ଦିଅନ୍ତୁ।

account_circle
Golak Mohapatra(मोदिका परिवार )(@GMohapatraBjp) 's Twitter Profile Photo

ଓଡ଼ିଶାର ଅସ୍ମିତା ସଙ୍କଟରେ ଅଛି ।
ଓଡ଼ିଆ ଭାଷା ବିପଦରେ ଅଛି ।
ଲାଗୁନି ଦୀର୍ଘ ସମୟ ଧରି ଓଡ଼ିଆ ଲୋକ ଏହାକୁ ସହିବେ: ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi

account_circle
Golak Mohapatra(मोदिका परिवार )(@GMohapatraBjp) 's Twitter Profile Photo

ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ରୋଡ୍ ସୋ’ରେ ଜନସମୁଦ୍ର ହିଁ ବୟାନ କରୁଛି ପ୍ରଧାନମନ୍ତ୍ରୀ Narendra Modi ଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢିଚାଲିଛି ।

ଏଥର ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ବିଜୟ ହେବ ।

ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ରୋଡ୍ ସୋ’ରେ ଜନସମୁଦ୍ର ହିଁ ବୟାନ କରୁଛି ପ୍ରଧାନମନ୍ତ୍ରୀ Narendra Modi ଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢିଚାଲିଛି । ଏଥର ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ବିଜୟ ହେବ ।
account_circle
Golak Mohapatra(मोदिका परिवार )(@GMohapatraBjp) 's Twitter Profile Photo

ଅମିତ ସାହା ଜୀ ଆସିଲେ ଆଉ ଓଡ଼ିଶାରେ ବିଜୁ ଜନତା ଦଳର ସରକାରକୁ ପରିବର୍ତ୍ତନ କରିବା ପାଇଁ ଲୋକମାନଙ୍କ ଆଗରେ କହିଲେ।ତାଙ୍କର ଭାଷଣ ଯେଉଁ ଭଳି ଆକ୍ରମଣତକ ଥିଲା, ଭାରତ ସରକାର କହିଲେ ରାଜ୍ୟରେ ଥିବା ସରକାର ଲୋକମାନଙ୍କ ପାଖରେ ବିକାଶ ପହଞ୍ଚି ପାରୁନି ମୋଦି ସରକାର ଯେତିକି ବିକାଶ କରୁଛି ଓଡ଼ିଶାରେ ଥିବା ବିଜୁ ଜନତା ଦଳର ସରକାର ସେତିକି ପଛୁଆ।

account_circle
Golak Mohapatra(मोदिका परिवार )(@GMohapatraBjp) 's Twitter Profile Photo

ମୁଖ୍ୟମନ୍ତ୍ରୀଙ୍କୁ ଘାରିଛି ନିର୍ବାଚନ ହାରିବା ଭୟ ଏଥିଲାଗି ବାରମ୍ବାର ଆଦର୍ଶ ଆଚରଣ ବିଧିର ଖୋଲା ଉଲଘଂନ କରୁଛି ମୁଖ୍ୟମନ୍ତ୍ରୀ ନିଜେ ଚାହୁଁନାହାନ୍ତି ଓଡ଼ିଶାରେ ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନ ହେଉ ବାରମ୍ବାର ବିଜେଡି ନେତା ମନ୍ତ୍ରୀ ଓ ସାଂସଦ ତଥା ମୁଷ୍ଟିମେୟ ସରକାରୀ ଅଫିସରମାନେ ଆଦର୍ଶ ଆଚରଣ ବିଧିର ଖୋଲା ଉଲଘଂନ କରୁଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ କଟକ ଜିଲ୍ଲା ବଡମ୍ବା ବ୍ଲକ ମଙ୍ଗରାଜପୁର ଗ୍ରାମ ପଂଚାୟତର ଶତାଧିକ ସମର୍ଥକ ନରେନ୍ଦ୍ର ମୋଦି ଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆମ ଦଳରେ ଯୋଗ ଦେଇଛନ୍ତି ।
@bjp4odisha

ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ କଟକ ଜିଲ୍ଲା ବଡମ୍ବା ବ୍ଲକ ମଙ୍ଗରାଜପୁର ଗ୍ରାମ ପଂଚାୟତର ଶତାଧିକ ସମର୍ଥକ ନରେନ୍ଦ୍ର ମୋଦି ଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆମ ଦଳରେ ଯୋଗ ଦେଇଛନ୍ତି । @bjp4odisha #JoinBJP
account_circle
Golak Mohapatra(मोदिका परिवार )(@GMohapatraBjp) 's Twitter Profile Photo

ଓଡିଶାବାସୀଙ୍କୁ ପାନୀୟ ଜଳ ପରି ସାଧାରଣ ସୁବିଧାରୁ ବଞ୍ଚିତ ରଖିଛି ଏ ଭ୍ରଷ୍ଟ ଓ ଅପାରଗ ବିଜେଡି ସରକାର

ଓଡିଶାବାସୀଙ୍କୁ ପାନୀୟ ଜଳ ପରି ସାଧାରଣ ସୁବିଧାରୁ ବଞ୍ଚିତ ରଖିଛି ଏ ଭ୍ରଷ୍ଟ ଓ ଅପାରଗ ବିଜେଡି ସରକାର
account_circle
Golak Mohapatra(मोदिका परिवार )(@GMohapatraBjp) 's Twitter Profile Photo

ବିକଶିତ ଭାରତ
ବିକଶିତ ଓଡ଼ିଶା ।

ଓଡ଼ିଶାକୁ ୩ ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ରେଳ ଦେଇଛନ୍ତି ମୋଦୀ ସରକାର ।

ବିକଶିତ ଭାରତ ବିକଶିତ ଓଡ଼ିଶା । ଓଡ଼ିଶାକୁ ୩ ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ରେଳ ଦେଇଛନ୍ତି ମୋଦୀ ସରକାର । #ModiKiGuarantee #ModinkaGuarantee
account_circle