Sanjay Kumar Das Burma
@burmasanjay
State General Secretary (Headquarters) @bjd_odisha , BJD SPOKESPERSON ,
Ex-Deputy Chairman State Planning Board ( ODISHA )
ID: 1097333073748811776
18-02-2019 03:12:47
1,1K Tweet
6,6K Followers
17 Following
ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧିଦଳ ନେତା ତଥା ଆମ ସମସ୍ତଙ୍କର ପ୍ରିୟ ଶ୍ରୀଯୁକ୍ତ Naveen Patnaik ଙ୍କୁ ଆଜି କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି। ସାଢ଼େ ଚାରି କୋଟି ଓଡ଼ିଶା ବାସୀଙ୍କ ଆଶୀର୍ବାଦ, ସ୍ନେହ ଶ୍ରଦ୍ଧା ଆମ ପ୍ରିୟ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପରେ ଅଛି। ଜୟ ଜଗନ୍ନାଥ 🙏
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ, କୋଟି କୋଟି ଓଡ଼ିଆଙ୍କ ଭଲପାଇବା ବଳରେ ସଭାପତି ଶ୍ରୀ Naveen Patnaik ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି। ଅଗଣିତ ଲୋକଙ୍କ ପ୍ରାର୍ଥନା ଓ ଶୁଭେଚ୍ଛା ସହ ଉତ୍ତମ ଚିକିତ୍ସା ସେବା ଯୋଗାଇଥିବା ସମସ୍ତ ଡାକ୍ତର, ହସ୍ପିଟାଲ କର୍ମଚାରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। #NaveenPatnaikForOdisha
ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ଶ୍ରୀଯୁକ୍ତ Naveen Patnaik । ଜୟ ଜଗନ୍ନାଥ 🙏