Can Yılmaz(@canyilmaz1) 's Twitter Profile Photo

🚀‼️ YENİ ‼️🚀

179. Bölüm yayında
seyretmek için tıkla,
👇🏼👇🏼👇🏼👇🏼
youtu.be/g2D1RVTpkNk?si…
Kanalımıza abone olmayı, yorum yapmayı ihmal etmeyiniz…
zaferalgoz oner isik Inamatu Tokyodes!

account_circle
thesakalaresortbali(@thesakalaresort) 's Twitter Profile Photo

Every day is always a reason to celebrate love under the beautiful starry skies. Whether it’s your honeymoon, your engagement, anniversary or just simply a romantic getaway, we promise to help you make it a memory that'll last a lifetime.
.
.
.
… ift.tt/2HSjy6T

#TheSakal… ift.tt/2HSjy6T
account_circle
Can Yılmaz(@canyilmaz1) 's Twitter Profile Photo

🚀‼️ YENİ ‼️🚀

181. Bölüm yayında
seyretmek için tıkla,
👇🏼👇🏼👇🏼👇🏼
youtu.be/Tdpl9SizNMc?si…

Kanalımıza abone olmayı, yorum yapmayı ihmal etmeyiniz…
zaferalgoz oner isik Inamatu Tokyodes!

🚀‼️ YENİ ‼️🚀
#burdaolanburdakalır

@zaferalgoz  @onerovic @tokyoph0ne #thesakal
account_circle
Can Yılmaz(@canyilmaz1) 's Twitter Profile Photo

🚀‼️ YENİ ‼️🚀

180. Bölüm yayında
seyretmek için tıkla,
👇🏼👇🏼👇🏼👇🏼
youtu.be/aecUQ8qShkQ?si…

Kanalımıza abone olmayı, yorum yapmayı ihmal etmeyiniz…
zaferalgoz oner isik Inamatu Tokyodes!

🚀‼️ YENİ ‼️🚀
#burdaolanburdakalır
180. Bölüm yayında
seyretmek için tıkla,
👇🏼👇🏼👇🏼👇🏼
youtu.be/aecUQ8qShkQ?si…

Kanalımıza abone olmayı, yorum yapmayı ihmal etmeyiniz…
@zaferalgoz  @onerovic @tokyoph0ne #thesakal
account_circle
Pratyasa priyambada Mohanty(@MohantyPratyasa) 's Twitter Profile Photo

ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲକୁ ଜିଲ୍ଲାପାଳ ଓ ଏସପିଙ୍କ ଅଚାନକ ପରିଦର୍ଶନ।କାଜୁଆଲଟିରେ ଅକ୍ସିଜେନ ପାଇପଲାଇନ୍ ସଂଯୋଗ ନିର୍ଦ୍ଦେଶ। କରୋନା ଟେଣ୍ଟ ହାଉସ୍ ଉଠାଇ ପୁନଃପାର୍କିଂ ବ୍ୟବସ୍ଥା କରିବାକୁ ପରାମର୍ଶ। ମେଡିସିନ୍ ଓ୍ବାର୍ଡ ବିଭାଗରେ ତଳେ ଶୋଉଥିବା ରୋଗୀଙ୍କ ନିମନ୍ତେ ୨ ଶହ ଗଦା ରେଡକ୍ରସରୁ ବ୍ୟବସ୍ଥା।

#thesakal #Balasore
account_circle
Pratyasa priyambada Mohanty(@MohantyPratyasa) 's Twitter Profile Photo

ମୁମ୍ବାଇର ନେସନାଲ୍ ଏଜୁକେସନ୍ ଏବଂ ହ୍ୟୁମନ ରିସୋର୍ସ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ ଦ୍ବାରା ଅଲ୍ ଇଣ୍ଡିଆ ଆତ୍ମନିର୍ଭର ଭାରତ ଆର୍ଟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନୃତ୍ୟ ଓ ଚିତ୍ର ବିଭାଗରୁ ରାଜ୍ୟସ୍ତରୀୟ ଟ୍ରଫି ହାସଲ କରିଛନ୍ତି ବାଲେଶ୍ଵରର ଝିଅ ଅର୍ଘ୍ୟାସ୍ମ୍ରିତି ଦାସ।

#thesakal
account_circle
NandighoshaTV(@NandighoshaTV) 's Twitter Profile Photo

ସକାଳ ଓ ନନ୍ଦିଘୋଷ ଟିଭିର ‘ହର ହର ମହାଦେବ’ ଚିତ୍ରାଙ୍କନ ପ୍ରତିଯୋଗିତା । କୃତୀ ପ୍ରତିଯୋଗୀଙ୍କୁ ବିଚାରକ ଓ ଅତିଥିମାନେ ପୁରସ୍କାର ପ୍ରଦାନ କରୁଛନ୍ତି ।

#Odisha #thesakal #HarHarMahadevDrawingCompetition #shivratri #NandighoshaTV
account_circle
NandighoshaTV(@NandighoshaTV) 's Twitter Profile Photo

ସକାଳ ଓ ନନ୍ଦିଘୋଷ ଟିଭିର ‘ହର ହର ମହାଦେବ’ ଚିତ୍ରାଙ୍କନ ପ୍ରତିଯୋଗିତା । ବିଚାରକ ମଣ୍ଡଳୀଙ୍କ ଦ୍ୱାରା କୃତୀ ପ୍ରତିଯୋଗୀ ଚୟନ ପରେ ପୁରସ୍କାର ପ୍ରଦାନ କରାଯାଉଛି ।

Sakala News(@SakalaNews) 's Twitter Profile Photo

ଆସିଲା ସେପ୍ଟେମ୍ବର ମାସ ପାଇଁ ନୂଆ କରୋନା ଗାଇଡଲାଇନ, ରାଜ୍ୟରୁ ହଟିଲା ସପ୍ତାହନ୍ତ ସଟଡାଉନ

ଆସିଲା ସେପ୍ଟେମ୍ବର ମାସ ପାଇଁ ନୂଆ କରୋନା ଗାଇଡଲାଇନ, ରାଜ୍ୟରୁ ହଟିଲା ସପ୍ତାହନ୍ତ ସଟଡାଉନ #Thesakal
#BREAKING
account_circle
Sakala News(@SakalaNews) 's Twitter Profile Photo

କଟକ ସିଡିଏ ୧୧ ନମ୍ବର ଅଞ୍ଚଳରେ ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ ଅଳ୍ପକେ ବର୍ତ୍ତିଲେ ୩୦ ପିଲା। ସୂଚନାନୁସାରେ ଏକ ଘରୋଇ ସ୍କୁଲ୍ ବସ୍ ଡିଭାଇଡରରେ ପିଟି ହୋଇ ଗଛ ଭିତରକୁ ପଶିଗଲା। ବସ୍‌ରେ ଯାତ୍ରା କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ।

କଟକ ସିଡିଏ ୧୧ ନମ୍ବର ଅଞ୍ଚଳରେ ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ ଅଳ୍ପକେ ବର୍ତ୍ତିଲେ ୩୦ ପିଲା। ସୂଚନାନୁସାରେ ଏକ ଘରୋଇ ସ୍କୁଲ୍ ବସ୍ ଡିଭାଇଡରରେ ପିଟି ହୋଇ ଗଛ ଭିତରକୁ ପଶିଗଲା। ବସ୍‌ରେ ଯାତ୍ରା କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ। #TheSakal #CuttackCDA
account_circle
NandighoshaTV(@NandighoshaTV) 's Twitter Profile Photo

ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସକାଳର ଦକ୍ଷିଣ ଓଡ଼ିଶା ସଂସ୍କରଣ ମୁଖ୍ୟ ଡକ୍ଟର.ଜଗନମୋହନ ମହାପାତ୍ରଙ୍କ ଦେହାନ୍ତ । ଆଜି ସକାଳେ ହୃଦଘାତରେ ଶ୍ରୀ ମହାପାତ୍ରଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ବର୍ଷ ବୟସ ହୋଇଥିଲା ।

#Odisha #Berhampur #TheSakal #Journalist #NandighoshaTV
account_circle