profile-img
Pratyasa priyambada Mohanty

@MohantyPratyasa

Journalist ।। Writer ।। ✍🏽

Reporter @Thesakala, MJMC from Sambad school of media and culture (SsoMac)

calendar_today23-03-2020 13:25:55

2,0K تغريدات

5,7K متابعون

909 التالية

Pratyasa priyambada Mohanty(@MohantyPratyasa) 's Twitter Profile Photo

ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲକୁ ଜିଲ୍ଲାପାଳ ଓ ଏସପିଙ୍କ ଅଚାନକ ପରିଦର୍ଶନ।କାଜୁଆଲଟିରେ ଅକ୍ସିଜେନ ପାଇପଲାଇନ୍ ସଂଯୋଗ ନିର୍ଦ୍ଦେଶ। କରୋନା ଟେଣ୍ଟ ହାଉସ୍ ଉଠାଇ ପୁନଃପାର୍କିଂ ବ୍ୟବସ୍ଥା କରିବାକୁ ପରାମର୍ଶ। ମେଡିସିନ୍ ଓ୍ବାର୍ଡ ବିଭାଗରେ ତଳେ ଶୋଉଥିବା ରୋଗୀଙ୍କ ନିମନ୍ତେ ୨ ଶହ ଗଦା ରେଡକ୍ରସରୁ ବ୍ୟବସ୍ଥା।

ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲକୁ ଜିଲ୍ଲାପାଳ ଓ ଏସପିଙ୍କ ଅଚାନକ ପରିଦର୍ଶନ।କାଜୁଆଲଟିରେ ଅକ୍ସିଜେନ ପାଇପଲାଇନ୍ ସଂଯୋଗ ନିର୍ଦ୍ଦେଶ। କରୋନା ଟେଣ୍ଟ ହାଉସ୍ ଉଠାଇ ପୁନଃପାର୍କିଂ ବ୍ୟବସ୍ଥା କରିବାକୁ ପରାମର୍ଶ। ମେଡିସିନ୍ ଓ୍ବାର୍ଡ ବିଭାଗରେ ତଳେ ଶୋଉଥିବା ରୋଗୀଙ୍କ ନିମନ୍ତେ ୨ ଶହ ଗଦା ରେଡକ୍ରସରୁ ବ୍ୟବସ୍ଥା। #thesakal #Balasore
account_circle