Jagannath Saraka(@saraka_fan) 's Twitter Profileg
Jagannath Saraka

@saraka_fan

Minister of St & Sc development, Minorities & Backward Class Welfare, Law Department Govt of Odisha

ID:1241325828262133762

calendar_today21-03-2020 11:28:59

7,5K Tweets

6,1K Followers

131 Following

Jagannath Saraka(@saraka_fan) 's Twitter Profile Photo

ଆଜି ବିଷମକଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକର ରଘୁନାଥପୁର ଗ୍ରାମ ଠାରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିବା ସହ ଖଳାଳି ମାନଙ୍କୁ ଉତ୍ସାହିତ କଲି । ସ୍ଥାନୀୟ ଯୁବ ପ୍ରତିଭାଙ୍କ କ୍ରୀଡା ପ୍ରତି ଆଗ୍ରହ ହେଖି ଖୁସି ଅନୁଭବ କଲି ।

account_circle
Jagannath Saraka(@saraka_fan) 's Twitter Profile Photo

ଆଜି କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ କନ୍ଧ-କାଟିପାଡୁ ଗ୍ରାମରେ ଅନୁଷ୍ଠିତ ଏକ ବିବାହ ଉତ୍ସବରେ ଯୋଗଦେଇ ଥିଲି। ଏହି ଅବସରରେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କରି ତାଙ୍କର ଭଲ ମନ୍ଦ ପଚାରି ବୁଝିଥିଲି।

ଆଜି ବିଷମକଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକର ହୋମିଓଗୁଡା ଠାରେ ଆୟୋଜିତ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀରେ ଯୋଗଦେଇ ଦଳକୁ ଆହୁରି ସୁଦୃଢ଼ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ମୋତେ ଆଶିର୍ବାଦ କରି ଯୋଡ଼ି ଶଙ୍ଖରେ ବିପୁଳ ପରିମାଣରେ ଭୋଟ ଦେବା ପାଇଁ ନିବେଦନ କଲି।

Naveen Patnaik(@Naveen_Odisha) 's Twitter Profile Photo

ଅନ୍ତର୍ଜାତୀୟ ଶ୍ରମିକଦିବସ ଅବସରରେ ସମସ୍ତ ଶ୍ରମିକ ଭାଇଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଶ୍ରମିକମାନେ ହେଉଛନ୍ତି ବିକାଶର ବିନ୍ଧାଣୀ। ରାଷ୍ଟ୍ର ନିର୍ମାଣରେ ଆପଣଙ୍କ ବହୁମୂଲ୍ୟ ଅବଦାନ ଅତୁଳନୀୟ। ରାଜ୍ୟରେ ବିବିଧ କଲ୍ୟାଣ କାର୍ଯ୍ୟକ୍ରମ ଏବଂ ଆମର ଦୃଢ଼ ପଦକ୍ଷେପ ଶ୍ରମିକ ଭାଇଭଉଣୀମାନଙ୍କ ବିକାଶ, ସାମାଜିକ ସୁରକ୍ଷା ସୁନିଶ୍ଚିତ କରି…

ଅନ୍ତର୍ଜାତୀୟ ଶ୍ରମିକଦିବସ ଅବସରରେ ସମସ୍ତ ଶ୍ରମିକ ଭାଇଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଶ୍ରମିକମାନେ ହେଉଛନ୍ତି ବିକାଶର ବିନ୍ଧାଣୀ। ରାଷ୍ଟ୍ର ନିର୍ମାଣରେ ଆପଣଙ୍କ ବହୁମୂଲ୍ୟ ଅବଦାନ ଅତୁଳନୀୟ। ରାଜ୍ୟରେ ବିବିଧ କଲ୍ୟାଣ କାର୍ଯ୍ୟକ୍ରମ ଏବଂ ଆମର ଦୃଢ଼ ପଦକ୍ଷେପ ଶ୍ରମିକ ଭାଇଭଉଣୀମାନଙ୍କ ବିକାଶ, ସାମାଜିକ ସୁରକ୍ଷା ସୁନିଶ୍ଚିତ କରି…
account_circle
Jagannath Saraka(@saraka_fan) 's Twitter Profile Photo

ଶ୍ରମିକ ଦିବସରେ ସମସ୍ତ ଶ୍ରମିକ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ରାଷ୍ଟ୍ର ନିର୍ମାଣରେ ତାଙ୍କର କଠିନ ପରିଶ୍ରମ ଓ ବହୁମୂଲ୍ୟ ଅବଦାନ ପାଇଁ ଧନ୍ୟବାଦ ଜଣାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ sir ନେତୃତ୍ଵରେ ଶ୍ରମିକମାନଙ୍କ ସ୍ୱାର୍ଥ ସୁରକ୍ଷା,କଲ୍ୟାଣ ତଥା ସର୍ବାଙ୍ଗୀନ ଉନ୍ନତି ହେଉଛି।

ଶ୍ରମିକ ଦିବସରେ ସମସ୍ତ ଶ୍ରମିକ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ରାଷ୍ଟ୍ର ନିର୍ମାଣରେ ତାଙ୍କର କଠିନ ପରିଶ୍ରମ ଓ ବହୁମୂଲ୍ୟ ଅବଦାନ ପାଇଁ ଧନ୍ୟବାଦ ଜଣାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ sir ନେତୃତ୍ଵରେ ଶ୍ରମିକମାନଙ୍କ ସ୍ୱାର୍ଥ ସୁରକ୍ଷା,କଲ୍ୟାଣ ତଥା ସର୍ବାଙ୍ଗୀନ ଉନ୍ନତି ହେଉଛି। #LabourDay
account_circle
Jagannath Saraka(@saraka_fan) 's Twitter Profile Photo

ସମର୍ପିତ ମନୋଭାବ ନେଇ ବିଜୁ ଜନତା ଦଳ ପାଇଁ କାମ କରୁଥିବାରୁ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ସୁଧିର କୁମାର ଦାସ,ବରିଷ୍ଟ ବିଜେଡି ନେତା ଶ୍ରୀ ଜ୍ୟୋତି ପ୍ରସାଦ ସାହୁ ଏବଂ ବିଷମକଟକ ନିର୍ବାଚନମଣ୍ଡଳୀ ତଥା ଜିଲ୍ଲାର ସମସ୍ତ ଦଳୀୟ ନେତା ଓ କର୍ମୀମାନଙ୍କୁ ମୋର କୃତଜ୍ଞତା ଓ ଧନ୍ୟବାଦ।
ଆପଣମାନଙ୍କ ଭଲପାଇବା ମୋ ପ୍ରତି ଏମିତି ଅତୁଟ ରହୁ।

ସମର୍ପିତ ମନୋଭାବ ନେଇ ବିଜୁ ଜନତା ଦଳ ପାଇଁ କାମ କରୁଥିବାରୁ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ସୁଧିର କୁମାର ଦାସ,ବରିଷ୍ଟ ବିଜେଡି ନେତା ଶ୍ରୀ ଜ୍ୟୋତି ପ୍ରସାଦ ସାହୁ ଏବଂ ବିଷମକଟକ ନିର୍ବାଚନମଣ୍ଡଳୀ ତଥା ଜିଲ୍ଲାର ସମସ୍ତ ଦଳୀୟ ନେତା ଓ କର୍ମୀମାନଙ୍କୁ ମୋର କୃତଜ୍ଞତା ଓ ଧନ୍ୟବାଦ। ଆପଣମାନଙ୍କ ଭଲପାଇବା ମୋ ପ୍ରତି ଏମିତି ଅତୁଟ ରହୁ।
account_circle
Jagannath Saraka(@saraka_fan) 's Twitter Profile Photo

ଆଜି ମୋ' ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକର ହୋମିଓଗୁଡା ଗ୍ରାମକୁ ଯାଇ ସ୍ଥାନୀୟ ବାସିନ୍ଦା ବିଶେଷ କରି ମାଆ ମାନଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିବା ସମୟରେ ବିଜୁ ଜନତା ଦଳ ପ୍ରତି ରହିଥିବା ସକାରାତ୍ମକ ପ୍ରତିକ୍ରିୟା ଶୁଣି ଆନନ୍ଦିତ ହେଲି।

ଆଜି ମୋ' ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକର ହୋମିଓଗୁଡା ଗ୍ରାମକୁ ଯାଇ ସ୍ଥାନୀୟ ବାସିନ୍ଦା ବିଶେଷ କରି ମାଆ ମାନଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିବା ସମୟରେ ବିଜୁ ଜନତା ଦଳ ପ୍ରତି ରହିଥିବା ସକାରାତ୍ମକ ପ୍ରତିକ୍ରିୟା ଶୁଣି ଆନନ୍ଦିତ ହେଲି।#VoteForBJD #ଏଥରଯୋଡ଼ିଶଙ୍ଖ
account_circle
Jagannath Saraka(@saraka_fan) 's Twitter Profile Photo

ଆଜି କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ଭାତବାର୍ସି ପଞ୍ଚାୟତର ସରପଞ୍ଚଙ୍କ ଝିଆଙ୍କ ବିବାହ ଉତ୍ସବରେ ଯୋଗଦେଇ ଥିଲି।

ଆଜି କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ଭାତବାର୍ସି ପଞ୍ଚାୟତର ସରପଞ୍ଚଙ୍କ ଝିଆଙ୍କ ବିବାହ ଉତ୍ସବରେ ଯୋଗଦେଇ ଥିଲି।
account_circle
Naveen Patnaik(@Naveen_Odisha) 's Twitter Profile Photo

ମା’ ତାରାତାରିଣୀଙ୍କ ଆଶୀର୍ବାଦରେ ‘ସମୃଦ୍ଧ ଓଡ଼ିଶା’ ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରି ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲି। ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ସେବା ପାଇଁ ମୁଁ ସମର୍ପିତ। ବିଶ୍ଵାସ ଅତୁଟ ରଖନ୍ତୁ, ଏକ ‘ବିକଶିତ ଏବଂ ସଶକ୍ତ ଓଡ଼ିଶା’ ଗଠନର ମାର୍ଗକୁ ଆହୁରି ପ୍ରଶସ୍ତ କରିବାକୁ ଆଗେଇ ଆସନ୍ତୁ; ‘ଶଙ୍ଖ’ ଚିହ୍ନରେ

Biju Janata Dal(@bjd_odisha) 's Twitter Profile Photo

ସେବା ପାଇଁ ସଂକଳ୍ପ ହୋଇଛି ଦୃଢ଼, ଘରେ ଘରେ ଏଥର 'ଯୋଡ଼ିଶଙ୍ଖ'। ନବୀନ ଓଡ଼ିଶା ଗଠନର ସଂକଳ୍ପକୁ ଦୃଢ଼ କରି ସଭାପତି ଶ୍ରୀ Naveen Patnaik ହିଞ୍ଜିଳି ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ 'ବିକଶିତ ଏବଂ ସଶକ୍ତ ଓଡ଼ିଶା' ଗଠନ ପାଇଁ ଆଗେଇ ଆସନ୍ତୁ, 'ଶଙ୍ଖ' ଚିହ୍ନରେ ଆଶୀର୍ବାଦ କରନ୍ତୁ।

ସେବା ପାଇଁ ସଂକଳ୍ପ ହୋଇଛି ଦୃଢ଼, ଘରେ ଘରେ ଏଥର 'ଯୋଡ଼ିଶଙ୍ଖ'। ନବୀନ ଓଡ଼ିଶା ଗଠନର ସଂକଳ୍ପକୁ ଦୃଢ଼ କରି ସଭାପତି ଶ୍ରୀ @Naveen_Odisha ହିଞ୍ଜିଳି ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ 'ବିକଶିତ ଏବଂ ସଶକ୍ତ ଓଡ଼ିଶା' ଗଠନ ପାଇଁ ଆଗେଇ ଆସନ୍ତୁ, 'ଶଙ୍ଖ' ଚିହ୍ନରେ ଆଶୀର୍ବାଦ କରନ୍ତୁ। #JodiShankha…
account_circle
Jagannath Saraka(@saraka_fan) 's Twitter Profile Photo

ଆଜି ବିଷମକଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକ କର୍ପା ପଞ୍ଚାୟତର କେଟିଲିଗୁଡା ଠାରେ ଆୟୋଜିତ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀରେ ଯୋଗଦେଇ ଦଳକୁ ସୁଦୃଢ଼ କରିବା ସହିତ ମୋତେ ଆଶିର୍ବାଦ ଓ ସମର୍ଥନ କରି ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କଲି।

ଆଜି ବିଷମକଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକ କର୍ପା ପଞ୍ଚାୟତର କେଟିଲିଗୁଡା ଠାରେ ଆୟୋଜିତ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀରେ ଯୋଗଦେଇ ଦଳକୁ ସୁଦୃଢ଼ କରିବା ସହିତ ମୋତେ ଆଶିର୍ବାଦ ଓ ସମର୍ଥନ କରି ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କଲି। #VoteForBJD #VoteForNaveen #ଏଥରଯୋଡ଼ିଶଙ୍ଖ
account_circle
Jagannath Saraka(@saraka_fan) 's Twitter Profile Photo

ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା sir 🙏

account_circle
Jagannath Saraka(@saraka_fan) 's Twitter Profile Photo

କାଳବୈଶାଖୀରେ କଲ୍ୟାଣସିଂହପୁର ବ୍ଲକର ଶିକରପାଇ ଗ୍ରାମର ଅନେକ ଲୋକଙ୍କ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ହେବା ସହ ମହେନ୍ଦ୍ରପୁର ଗାଁର ଜଣେ ଯୁବକ ବଜ୍ରଘାତରେ ଗୁରୁତ ଆହତ ହେଇଥିବା ବିଷୟରେ ଜାଣି ଆଜି ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟି ସାନ୍ତ୍ଵନା ଦେବା ସହ ସବୁ ପ୍ରକାର ସାହାଯ୍ୟ ଯୋଗାଇଦେବା ପାଇ ପ୍ରତିଶ୍ରୁତି ଦେଲି।

account_circle