Raj Kishore Sahoo 🇮🇳(@RK_Raj_Kishore) 's Twitter Profile Photo

ହେ ଓଡ଼ିଶା ସରକାର ହକ୍ ପାଇଁ ଏ ଲଢେଇ ଜାରି ରହିବ✊🏻✊🏻। Please Abolish Outsourcing System 😭🙏 CMO Odisha MoSarkar 5T

account_circle
SUNIL PATRO(@CHSUNILPATRO1) 's Twitter Profile Photo

ସରକାର ସମସ୍ତ ବିଭାଗ ଓ ସଂଗଠନ ଦାବି ଉପରେ ଆଲୋଚନା କରିଛନ୍ତି । ଆମର ଆଶା ଓ ଭରସା ଅଛି ଯେ ଆମ ଆଉଟ୍ ସୋର୍ସିଂ ଭାଇଭଉଣୀମାନଙ୍କ ଦୁଃଖ ସରକାର ବୁଝିବେ ଆମକୁ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଦେବେ କହି ଆଶା।

CMO Odisha MoSarkar 5T Naveen Patnaik Pranab Prakash Das Odisha Govt. Outsourcing Employees Federation. I & PR Department, Odisha

ସରକାର ସମସ୍ତ ବିଭାଗ ଓ ସଂଗଠନ ଦାବି ଉପରେ ଆଲୋଚନା କରିଛନ୍ତି । ଆମର ଆଶା ଓ ଭରସା ଅଛି ଯେ ଆମ ଆଉଟ୍ ସୋର୍ସିଂ ଭାଇଭଉଣୀମାନଙ୍କ ଦୁଃଖ ସରକାର ବୁଝିବେ ଆମକୁ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଦେବେ କହି ଆଶା।
#AbolishGovtOutsourcingSystem 
@CMO_Odisha @MoSarkar5T @Naveen_Odisha @pranabpdas @ogoef_official @IPR_Odisha
account_circle
ODISHA GOVT OUTSARCHING(@LAKSHYAPATITAR2) 's Twitter Profile Photo

𝑜𝑙𝑖𝑠ℎ𝑒𝑑 𝑂𝑢𝑡𝑠𝑜𝑢𝑟𝑐𝑖𝑛𝑔 𝑆𝑦𝑠𝑡𝑒𝑚

ଓଡ଼ିଶା ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ କେନ୍ଦ୍ରାଞ୍ଚଳ RDC କାର୍ଯ୍ୟାଳୟ କଟକ ଘେରାଉ ।
କ୍ରୀତଦାସ ପ୍ରଥା ଉଛେଦ ଆମର ଦାବି।
CMO Odisha MoSarkar 5T

𝑜𝑙𝑖𝑠ℎ𝑒𝑑 𝑂𝑢𝑡𝑠𝑜𝑢𝑟𝑐𝑖𝑛𝑔 𝑆𝑦𝑠𝑡𝑒𝑚
#Abolishoutsourcingsystem #Abolishgovtoutsourcingsystem #Abolish_outsourcing_system 
ଓଡ଼ିଶା ଆଉଟସୋର୍ସିଙ୍ଗ କର୍ମଚାରୀ  ମହାସଂଘ କେନ୍ଦ୍ରାଞ୍ଚଳ RDC କାର୍ଯ୍ୟାଳୟ କଟକ ଘେରାଉ ।
କ୍ରୀତଦାସ ପ୍ରଥା ଉଛେଦ ଆମର ଦାବି।
@CMO_Odisha @MoSarkar5T
account_circle
ODISHA GOVERNMENT OUTSOURCING EMPLOYEES FEDERATION(@RashmiKarIndia) 's Twitter Profile Photo

ସରକାର ଯେମିତି ବୁଝିବେ ଆମେ ବୁଝେଇବୁ, ଯଥା ଶୀଘ୍ର ସରକାର ନିଜର ଭୁଲ କୁ ସ୍ୱୀକାର କରନ୍ତୁ ଏବଂ ଭୁଲ ସୁଧାରିବା ପାଇଁ ପ୍ରୟାସ ଆରମ୍ଭ କରନ୍ତୁ.


CMO Odisha
Naveen Patnaik
ChiefSecyOdisha
GA & PG Dept. Odisha
Pranab Prakash Das
Pinaki Misra, Puri MP
Office of Pranab P Das
MoSarkar 5T
Sudarsan Das
Anu Garg

ସରକାର ଯେମିତି ବୁଝିବେ ଆମେ ବୁଝେଇବୁ, ଯଥା ଶୀଘ୍ର ସରକାର ନିଜର ଭୁଲ କୁ ସ୍ୱୀକାର କରନ୍ତୁ ଏବଂ ଭୁଲ ସୁଧାରିବା ପାଇଁ ପ୍ରୟାସ ଆରମ୍ଭ କରନ୍ତୁ.
#AbolishGovtOutsourcingSystem 

@CMO_Odisha
@Naveen_Odisha
@SecyChief
@gapg_dept 
@pranabpdas
@OfPinaki
@OfPranab  
@MoSarkar5T 
@sudarsandasINC
@_anugarg
account_circle
Mallika Beshra(@BeshraMallika) 's Twitter Profile Photo



ଏମିତି କୌଣସି ଦିନ ନାହିଁ କର୍ମଚାରୀ ମାନେ ଶୋଷଣ ର ଶିକାର ହେଉନାହାଁନ୍ତି। ଦୟାକରି ସରକାର ଆଉ ବିଳମ୍ବ ନ କରି outsourcing କର୍ମଚାରୀଙ୍କ ଜୀବନ ଜୀବିକା କୁ ଗୁରୁତ୍ଵ ଦେଇ ଘୋଷଣା କରନ୍ତୁ 🙏 CMO Odisha Naveen Patnaik MoSarkar 5T Pranab Prakash Das Biju Janata Dal Shreemayee sweta snigdha Mishra @rvineel_kris

#AbolishGovtOutsourcingSystem 

ଏମିତି କୌଣସି ଦିନ ନାହିଁ କର୍ମଚାରୀ ମାନେ ଶୋଷଣ ର ଶିକାର ହେଉନାହାଁନ୍ତି। ଦୟାକରି ସରକାର ଆଉ ବିଳମ୍ବ ନ କରି outsourcing କର୍ମଚାରୀଙ୍କ ଜୀବନ ଜୀବିକା କୁ ଗୁରୁତ୍ଵ ଦେଇ ଘୋଷଣା କରନ୍ତୁ 🙏 @CMO_Odisha @Naveen_Odisha @MoSarkar5T @pranabpdas @bjd_odisha @ShreemayeeM @rvineel_kris
account_circle