Dr swayamprakash nayak (@swayamprakash44) 's Twitter Profile
Dr swayamprakash nayak

@swayamprakash44

A Vet by Profession,
Surgery z My Passion.

ID: 1586036370505551872

calendar_today28-10-2022 16:45:55

266 Tweet

104 Followers

148 Following

OVSA SAMBALPUR (@ovsa_sambalpur) 's Twitter Profile Photo

ଅସୁବିଧା ରେ ଛେଳି ପାଳନ ପାଇଁ ମନ ବନାଇଥିବା ମାଆ ମାନେ । ଘର କାମ ସହ ସଂଘ କଥା ବୁଝିବ ନା ସେ ଋଣ ଶୁଝିବା ପାଇଁ ସବସିଡି ପଇସା ପାଇଁ ସରକାର ଙ୍କୁ ବାର ବାର ଗୁହାରୀ ଜଣାଉଥିବ ??? CMO Odisha MoSarkar 5T Mission Shakti Directorate of AH&VS Odisha @farddept #OdishaVetsOnProtest

OVSA Nuapada (@ovsa_nuapada) 's Twitter Profile Photo

ପ୍ରାଣୀ ଚିକିତ୍ସକ ମାନଙ୍କ ସମୂହ ଛୁଟି ଯୋଗୁଁ, ରାଜ୍ୟ ସରକାରଙ୍କ ଯୋଜନା ଅଧୀନରେ ରେ ଥିବା ହିତାଧିକାରୀ ସରକାରୀ ସହାୟତା ରୁ ବଞ୍ଚିତ #vetsonprotest @farddept Directorate of AH&VS Odisha CMO Odisha Naveen Patnaik MoSarkar 5T

Sagar Sahoo (@drsagarsahoo) 's Twitter Profile Photo

ମୌଳିକ ଭିତ୍ତିଭୂମି ପ୍ରାଣୀ ଚିକିତ୍ସକଙ୍କ ନ୍ୟାର୍ଯ୍ୟ ଦାବି | #OdishaVetsOnProtest #VetsDemandJustice #JusticeForOVSA @farddept Ranendra Pratap Swain MoSarkar 5T CMO Odisha

ମୌଳିକ ଭିତ୍ତିଭୂମି ପ୍ରାଣୀ ଚିକିତ୍ସକଙ୍କ ନ୍ୟାର୍ଯ୍ୟ ଦାବି | 
#OdishaVetsOnProtest #VetsDemandJustice #JusticeForOVSA
@farddept <a href="/rajaaswain/">Ranendra Pratap Swain</a> <a href="/MoSarkar5T/">MoSarkar 5T</a> <a href="/CMO_Odisha/">CMO Odisha</a>
Odisha Veterinary Service Association, Mayurbhanj (@ovsamayurbhanj) 's Twitter Profile Photo

ସରକାରଙ୍କ ତରଫରୁ ୧୦+୧ ଛେଳି ଫାର୍ମ ଯୋଜନାରେ ଛେଳି ପାଳନ କରିଥିବା ଚାଷୀ ସବ୍ସିଡି ନ ପାଇବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ !! ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ଜୀବନଜୀବିକା ଉନ୍ନତି କରୁଛନ୍ତି ବୋଲି ବଖାଣୁଥିବା ସରକାର ନୀରବ !!!!! CMO Odisha ChiefSecyOdisha Collector & District Magistrate Mayurbhanj MoSarkar 5T @farddept Directorate of AH&VS Odisha Ranendra Pratap Swain

I & PR Department, Odisha (@ipr_odisha) 's Twitter Profile Photo

ରାଜ୍ୟର ୭ଲକ୍ଷରୁ ଊର୍ଦ୍ଧ୍ବ ପରିବାରକୁ କୁକୁଡା ଚିଆଁ ବଣ୍ଟନ କରାଯାଉଛି। ରକ୍ତହୀନତା ଓ ଅପପୁଷ୍ଟି ଭଳି ଭଳି ରୋଗ ଦୂର କରିବା ନିମନ୍ତେ ଏହା ସହାୟକ ହେବ। ମତ୍ସ୍ଯ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ୨ ମାର୍ଚ୍ଚ, ୨୦୨୪ #5T #NaveenOdisha

ରାଜ୍ୟର ୭ଲକ୍ଷରୁ ଊର୍ଦ୍ଧ୍ବ ପରିବାରକୁ କୁକୁଡା ଚିଆଁ ବଣ୍ଟନ କରାଯାଉଛି। ରକ୍ତହୀନତା ଓ ଅପପୁଷ୍ଟି ଭଳି ଭଳି ରୋଗ ଦୂର କରିବା ନିମନ୍ତେ ଏହା ସହାୟକ ହେବ। ମତ୍ସ୍ଯ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ୨ ମାର୍ଚ୍ଚ, ୨୦୨୪ #5T  #NaveenOdisha