Dr Anjali Padhan (@dranjalipadhan1) 's Twitter Profile
Dr Anjali Padhan

@dranjalipadhan1

vet-life..

ID: 1386028979119820800

calendar_today24-04-2021 18:47:35

762 Tweet

419 Followers

251 Following

Dr.Himanshu Sekhar Dey (@himanshudey6) 's Twitter Profile Photo

ମୁଣ୍ଡ ଝାଳ ତୁଣ୍ଡରେ ମାରି ଆମ ଓଡିଶା ର ପ୍ରଣୀ ପାଳକ ମାନେ ଆମକୁ କ୍ଷୀର, ଅଣ୍ଡା ଓ ମାଂସ ଯୋଗାଇ ଥାନ୍ତି l କିନ୍ତୁ ସେମାନଙ୍କୁ ନିଃଶୁଳ୍କ ପ୍ରାଣୀ ଚିକିତ୍ସା ସେବା ଯୋଗାଇବା ଏକ ସ୍ବପ୍ନ l ଧାରଣା 26ନଂ ଦିନରେ ପହଁଚିଲା l CMO Odisha MoSarkar 5T Vkpandianfanclub ODISHA VETERINARY SERVICE ASSOSCIATION OVSA Balasore I & PR Department, Odisha @farddept

ମୁଣ୍ଡ ଝାଳ ତୁଣ୍ଡରେ ମାରି ଆମ ଓଡିଶା ର ପ୍ରଣୀ ପାଳକ ମାନେ ଆମକୁ କ୍ଷୀର, ଅଣ୍ଡା ଓ ମାଂସ ଯୋଗାଇ ଥାନ୍ତି l କିନ୍ତୁ ସେମାନଙ୍କୁ ନିଃଶୁଳ୍କ ପ୍ରାଣୀ ଚିକିତ୍ସା ସେବା ଯୋଗାଇବା ଏକ ସ୍ବପ୍ନ l
ଧାରଣା 26ନଂ ଦିନରେ ପହଁଚିଲା l
CMO Odisha MoSarkar 5T Vkpandianfanclub ODISHA VETERINARY SERVICE ASSOSCIATION OVSA Balasore I & PR Department, Odisha @farddept
Odisha Veterinary Service Association CUTTACK (@ovsacuttack) 's Twitter Profile Photo

ସବୁ ଦେଖିଶୁଣି ପାରୁଥିବା ଏହି ସରକାର ଆଉ କେତେଦିନ ପର୍ଯ୍ୟନ୍ତ ରାଜ୍ୟର ପ୍ରାଣୀ ମାନଙ୍କୁ ଏମିତି ଅଣଦେଖା ଓ ଅବହେଳିତ କରିବେ? #OdishaVetsOnProtest CMO Odisha @farddept ODISHA VETERINARY SERVICE ASSOSCIATION Ranendra Pratap Swain Vkpandianfanclub District Magistrate Khordha

ସବୁ ବର୍ଗର ଦୁଃଖ ବୁଝୁଥିବା ଏହି ସରକାର ଆଜି ସମସ୍ତ ନିରୀହ ପଶୁପକ୍ଷୀ ଙ୍କ ପାଇଁ ମୂକ ପଲଟିଯାଇଛନ୍ତି। #OdishaVetsOnProtest CMO Odisha Ranendra Pratap Swain MoSarkar 5T

ଡାଃ ସୈାରଭ (@sauravmishra191) 's Twitter Profile Photo

"ପ୍ରତିଟି ଜୀବନ ମୂଲ୍ୟବାନ"- ମୁଖ୍ୟମନ୍ତ୍ରୀଙ୍କର ଏହି ଉକ୍ତିଟି ବହୁତ ଉପାଦେୟ। ମଣିଷ ହେଉ କି ପ୍ରାଣୀ, ଡାକ୍ତରୀ ଚିକିତ୍ସା ସେବା ପାଇବା ସମସ୍ତଙ୍କର ମୌଳିକ ଅଧିକାର। ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦିଅନ୍ତୁ।

Odisha Veterinary Service Association CUTTACK (@ovsacuttack) 's Twitter Profile Photo

Peaceful protest of Veterinary Doctors in front of Directorate of Animal Husbandry and Veterinary Services, Cuttack due to negligence of government towards genuine demands of OVSA. #OdishaVetsOnProtest CMO Odisha @farddept ODISHA VETERINARY SERVICE ASSOSCIATION Ranendra Pratap Swain MoSarkar 5T Vkpandianfanclub