SUMANTA KUMAR JENA (@sumantkumar0) 's Twitter Profile
SUMANTA KUMAR JENA

@sumantkumar0

To give blood you need neither extra strength nor extra food, and you will save a life.”

ID: 1203478948912320512

calendar_today08-12-2019 00:58:48

315 Tweet

541 Followers

895 Following

Jitendra Behera (@g10dra_behera) 's Twitter Profile Photo

District Dhenkanal Dhenkanal Municipality DIPA DHENKANAL DSSO Dhenkanal Mohan Charan Majhi Dr. Krushna Chandra Mahapatra Swachh Bharat Urban ପିଏଚଡ଼ି ପାଣି ପାଇପ ଫାଟି ପାଣି ଅପବ୍ଯୟ ହେବା ସହ ଏ ରାସ୍ତାରେ କୁକୁର ଓ ମାଙ୍କଡ ମଳତ୍ୟାଗ କରନ୍ତି ବହୁତ।ଏହି ସଂକ୍ରମିତ ପାଣି ଲୋକଙ୍କ ପାଖରେ ଯାଇ ପହଁଞ୍ଚୁଅଛି।ତୁରନ୍ତ ମରାମତି କରିବା ପାଇଁଁ ଅନୁରୋଧ।

District Dhenkanal Dhenkanal Municipality DIPA DHENKANAL DSSO Dhenkanal
Mohan Charan Majhi
Dr. Krushna Chandra Mahapatra Swachh Bharat Urban
ପିଏଚଡ଼ି ପାଣି ପାଇପ ଫାଟି ପାଣି ଅପବ୍ଯୟ ହେବା ସହ ଏ ରାସ୍ତାରେ କୁକୁର ଓ ମାଙ୍କଡ ମଳତ୍ୟାଗ କରନ୍ତି ବହୁତ।ଏହି ସଂକ୍ରମିତ ପାଣି ଲୋକଙ୍କ ପାଖରେ ଯାଇ ପହଁଞ୍ଚୁଅଛି।ତୁରନ୍ତ ମରାମତି କରିବା ପାଇଁଁ ଅନୁରୋଧ।
Sanjit Das 𝕏 (@sanjitdas01) 's Twitter Profile Photo

ବର୍ତ୍ତମାନ ସୋସିଆଲ ମିଡ଼ିଆରେ AI Generated ଶାଢ଼ୀ ପିନ୍ଧା ମଡେଲ ଫଟୋ #treading ରେ ଚାଲିଛି, ହେଲେ ମନେ ରଖନ୍ତୁ...... ⚠️ ଯେଉଁ AI ଶାଢ଼ୀ ପିନ୍ଧେଇ ପାରୁଛି, ସେଇ AI ଶାଢ଼ୀ ଖୋଲିବି ପାରୁଛି । AI ଦୁନିଆରେ ସତ ଖୋଜିବା, ଅନ୍ଧାରରେ ବାଡି ବୁଲେଇବା ସହ ସମାନ 🚫 ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। 📵

SUMANTA KUMAR JENA (@sumantkumar0) 's Twitter Profile Photo

ଅନୁସନ୍ଧାନରୁ ଜଣାଯାଏ ପଙ୍ଗାତିରା ରୁ କାମାକ୍ଷାନଗର ଦେଇ ଭୁବନେଶ୍ୱର ଯାଉଥିବା ସରକାରୀ ବସ୍ ଟି ଏବେ ଭୁବନେଶ୍ୱର ଗଡ଼ିମରାମତି କାରଖାନା ରେ ବସ୍ ଟିକୁ ଚଳାଚଳ ପାଇଁ ଅନୁରୋଧ 🙏 District Dhenkanal ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC CMO Odisha

ଆଉ କେତେ ଦିନ ଲାଗିବ କାମାକ୍ଷା ନଗର ଦେଇ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ଉତ୍ତର ରଖିବେ କି ରେଳ ମନ୍ତ୍ରୀ Ashwini Vaishnaw Dharmendra Pradhan Narendra Modi CMO Odisha East Coast Railway Ministry of Railways

କାମାକ୍ଷାନଗର କାନପୁରା ପଞ୍ଚାୟତ ଅନ୍ତର୍ଗତ ଜିରିଡ଼ା ମାଳି ରାଧା କୁଞ୍ଜ ସାହି ବସୁଧା ଯୋଜନା ପାଣି ପାଇପ ଫାଟି ପାଣି ଅପବ୍ଯୟ ହେଉଚି।ତୁରନ୍ତ ମରାମତି କରିବା ପାଇଁଁ ଅନୁରୋଧ District Dhenkanal Deptt. of Water Resources DIPA DHENKANAL DSSO Dhenkanal Mohan Charan Majhi CMO Odisha Swachh Bharat Urban

କାମାକ୍ଷାନଗର କାନପୁରା ପଞ୍ଚାୟତ ଅନ୍ତର୍ଗତ ଜିରିଡ଼ା ମାଳି ରାଧା କୁଞ୍ଜ ସାହି ବସୁଧା ଯୋଜନା ପାଣି ପାଇପ ଫାଟି ପାଣି ଅପବ୍ଯୟ ହେଉଚି।ତୁରନ୍ତ ମରାମତି କରିବା ପାଇଁଁ ଅନୁରୋଧ District Dhenkanal Deptt. of Water Resources  DIPA DHENKANAL DSSO Dhenkanal
Mohan Charan Majhi CMO Odisha Swachh Bharat Urban
Jitendra Behera (@g10dra_behera) 's Twitter Profile Photo

District Dhenkanal Odisha Police RTO DHENKANAL ଢେଙ୍କାନାଳ ଲକ୍ଷ୍ମୀ ପୂଜା ସମୟରେ ଯଦି ସାଧାରଣ ଜନତାଙ୍କୁ ବାଇକ ନେଇ ଭିଡ଼ରେ ମନା ଅଛି ତେବେ ପୋଲିସ ଭାଇ କିପରି ବାଇକ୍ ନେଇ ଯାଇ ପାରୁଛନ୍ତି।

Kanak News (@kanak_news) 's Twitter Profile Photo

#ସବୁ_ଛାରଖାର_କରିଦେଲା_ଦୁର୍ଘଟଣା କାନ୍ଦବୋବାଳିରେ ଫାଟି ପଡୁଛି ମେଡିକାଲ ପରିସର । କିଏ ଭାଇକୁ ଖୋଜୁଛି ତ ଆଉ କିଏ ପିଲାଙ୍କୁ ଖୋଜୁଛି । ଦୁର୍ଘଟଣାରେ ସବୁ ସରିଗଲା । ଗୋଟିଏ ଦିନରେ ଗଲା ୯ ଜୀବନ #Anandapur #Odisha #KanakNews #Accident

SUMANTA KUMAR JENA (@sumantkumar0) 's Twitter Profile Photo

ଆଉ କେତେ ଦିନ ଲାଗିବ କାମାକ୍ଷାନଗର ଚିକିତ୍ସାଳୟ ଡାକ୍ତର ଅଭାବ ପୁରାଣ କୁ ଉତ୍ତର ରହିବେ ସ୍ବାସ୍ଥ୍ୟ ମନ୍ତ୍ରୀ Ministry of Health, FW & ME, Government of AP Public Health & Medical Education Department, MP CMO Odisha District Dhenkanal Dr. Mukesh Mahaling @cdmdhenkanal

#ଆଉ_ନାହାନ୍ତି_ହ୍ୟୁମାନ୍‌ ଓଲିଉଡ୍‌ ଜଗତକୁ ଶକ୍ତ ଝଟକା; ଆଖି ବୁଜିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

#ଆଉ_ନାହାନ୍ତି_ହ୍ୟୁମାନ୍‌
ଓଲିଉଡ୍‌ ଜଗତକୁ ଶକ୍ତ ଝଟକା; ଆଖି ବୁଜିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର
SUMANTA KUMAR JENA (@sumantkumar0) 's Twitter Profile Photo

କାମାକ୍ଷାନଗର ର ସାଧାରଣ ଜନତା ରେଳବାଇଠାରୁ ଦୁଇଟି ଜିନିଷ ଦାବି କରୁଛନ୍ତି, ୧. ଅନୁଗୁଳ ସୁକିନ୍ଦା ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ ଚଳାଚଳ। ୨. କାମାକ୍ଷାନଗର ଷ୍ଟେସନ ଏବଂ ଢେଙ୍କାନାଳ ଷ୍ଟେସନ ମଧ୍ୟରେ ଭୁବନେଶ୍ୱର ଅଭିମୁଖେ ଯିବା ପାଇଁ ଏକ ନୂତନ ଲିଙ୍କ ଲାଇନ। PMO India Ashwini Vaishnaw Mohan Charan Majhi CMO Odisha

କାମାକ୍ଷାନଗର ର ସାଧାରଣ ଜନତା ରେଳବାଇଠାରୁ ଦୁଇଟି ଜିନିଷ ଦାବି କରୁଛନ୍ତି,
୧. ଅନୁଗୁଳ ସୁକିନ୍ଦା ରେଳ ଲାଇନରେ ଯାତ୍ରୀବାହୀ ଟ୍ରେନ ଚଳାଚଳ।
୨. କାମାକ୍ଷାନଗର ଷ୍ଟେସନ ଏବଂ ଢେଙ୍କାନାଳ ଷ୍ଟେସନ ମଧ୍ୟରେ ଭୁବନେଶ୍ୱର ଅଭିମୁଖେ ଯିବା ପାଇଁ ଏକ ନୂତନ ଲିଙ୍କ ଲାଇନ।
PMO India
Ashwini Vaishnaw
Mohan Charan Majhi
CMO Odisha
SUMANTA KUMAR JENA (@sumantkumar0) 's Twitter Profile Photo

ଢ଼େଙ୍କାନାଳ: କାମାକ୍ଷାନଗର ବ୍ଳକ୍ ଅନ୍ତର୍ଗତ ବାଇସିଙ୍ଗା ପଞ୍ଚାୟତର ବାଇସିଙ୍ଗା ପ୍ରାଥମିକ ବିଦ୍ୟାଳୟରେ ବିଦୁତ୍ କାଟ। ବହୁ ପିଲା ଅସୁବିଧା ରେ ପାଠପଢା କରୁଛନ୍ତି।ପ୍ରକାଶିତ ଖବରକୁ ଅନୁଧ୍ୟାନ କରି ତୁରନ୍ତ ସମାଧାନ କରିବାକୁ ଅନୁରୋଧ। District Dhenkanal CMO Odisha EducationOdisha EducationOdisha ChiefSecyOdisha TP Central Odisha Distribution Ltd