Kamakhyanagar NAC (@kamakhyangarnac) 's Twitter Profile
Kamakhyanagar NAC

@kamakhyangarnac

NOTIFIED AREA COUNCIL

ID: 894818005003026433

calendar_today08-08-2017 07:10:12

61 Tweet

124 Followers

22 Following

Kamakhyanagar NAC (@kamakhyangarnac) 's Twitter Profile Photo

ଆଜି କାମାକ୍ଷାନଗର ସହର ର ଉନ୍ନତିକରଣ ନିମନ୍ତେ "ମାଷ୍ଟର ପ୍ଲାନ୍" ପ୍ରସ୍ତୁତି ପାଇଁ ଦ୍ୱିତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି ।

ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ,ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ସ୍ଥାନୀୟ ଅଡିଟୋରିଅମ୍ ଠାରେ ପାଳିତ ହୋଇଯାଇଅଛି । । ଏହା ପରେ ପରେ " Ek Ped,Maa Ke Naam " କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥଲା । #InternationalYogaDay2025 #EkPedMaaKeNaam

ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ,ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ସ୍ଥାନୀୟ ଅଡିଟୋରିଅମ୍ ଠାରେ ପାଳିତ ହୋଇଯାଇଅଛି । । ଏହା ପରେ ପରେ " Ek Ped,Maa Ke Naam " କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥଲା ।
#InternationalYogaDay2025 #EkPedMaaKeNaam
Kamakhyanagar NAC (@kamakhyangarnac) 's Twitter Profile Photo

ବିଜ୍ଞାପିତ ଅଞ୍ଚଳ ପରିଷଦ ,କାମାକ୍ଷାନଗର ର ୨୧ ତମ ସାଧାରଣ ସଭା ଶ୍ରୀଯୁକ୍ତ Dharmananda Parida ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଅଛି l ଏହି ସଭାରେ ମାନ୍ୟବର ସାଂସଦ,ଢେଙ୍କାନାଳ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ରବିନାରାୟଣ ସାହୁ ଙ୍କ ସମେତ ସମସ୍ତ ୱାର୍ଡର କାଉନସିଲର ମାନେ ଉପସ୍ଥିତ ଥିଲେ l

ଆଜି " ଷ୍ଟ୍ରିଟ ପ୍ଲେ " ମାଧ୍ୟମରେ ସ୍ବଚ୍ଛତା ପାଇଁ ସଚେତନତା କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ ନଗରପାଳ Dharmananda Parida ଙ୍କ କରକମଳରେ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଉପ ନଗରପାଳ, ନିର୍ବାହୀ ଅଧିକାରୀ ଙ୍କ ସମେତ ସମସ୍ତ ୱାର୍ଡ ର କାଉନସିଲର ମାନେ ଉପସ୍ଥିତ ଥିଲେ।

" ହର ଘର ତ୍ରିରଙ୍ଗା , ହର ଘର ସ୍ବଚ୍ଛତା " ଉପଲକ୍ଷେ , ବିଜ୍ଞାପିତ ଅଞ୍ଚଳ ପରିଷଦ କାମାକ୍ଷାନଗର ର ନଗରପାଳ, ଉପ-ନଗରପାଳ ,ସମସ୍ତ କାଉନ୍ସିଲର ,ପରିଷଦର କର୍ମଚାରୀ ,ସ୍ବଚ୍ଛ ସାଥି , ସୁପରଭାଇଜର , ସ୍ବଚ୍ଛ କର୍ମୀ ଓ ସଫେଇ କର୍ମଚାରୀ ମାନଙ୍କ ଦ୍ଵାରା ସ୍ବଚ୍ଛତା ଅଭିଯାନ ଓ ପ୍ରଚାର ପତ୍ର ବଣ୍ଟନ କରାଗଲା l

ବୃକ୍ଷ ରୋପଣ କରିବା ନିମନ୍ତେ Women for Tress ଜରିଆରେ "EK PED MAA KE NAAM" କାର୍ଯ୍ୟକ୍ରମର SHG ମା ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଅଛି l ଏଥିରେ ନଗରପାଳ ଅଧ୍ୟକ୍ଷତା କରିଥିବା ବେଳେ ନିର୍ବାହୀ ଅଧିକାରୀ , ଜଙ୍ଗଲ ବିଭାଗ ଅଧିକାରୀ ଓ ଉଦ୍ୟାନ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ l #EKPEDMAAKENAAM

୭୯ ତମ ସ୍ୱାଧୀନତା ଦିବସ ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାମାକ୍ଷାନଗର କାର୍ଯ୍ୟାଳୟ ଠାରେ ଜାତୀୟ ପତାକା ଉତ୍ତୋଳନ .......

" Aaaingata safei surakhsita safei " campaign dedicated to promote safe and dignified septic tank cleaning practices.Let's work together to protect the lives of our sanitation workers by choosing registered contractors and saying NO to illegal cleaning!

As part of our "Aaaingata Safei Surakhsita Safei" campaign, we are reaching every home, office and institution today to spread awareness about safe septic tank cleaning. Checkout the wall stickers , leaflets and Wall painting we,ve put up with the 14420 helpline number for ULB.

With Continuations the Campaign of "Aaingata Safei Surakshit Safei" in Day 7 Kamakhyanagar NAC organized Door-to-Door Awareness Drive ,distribution of leaflets, Miking through BOV vehicles in every ward..

With Continuations the Campaign of "Aaingata Safei Surakshit Safei" in  Day 7 Kamakhyanagar NAC organized  Door-to-Door Awareness 
Drive ,distribution of leaflets, Miking through BOV vehicles in every ward..
Kamakhyanagar NAC (@kamakhyangarnac) 's Twitter Profile Photo

On the occasion of " Aaingata safei Surakshita Safei" Compaign in Collage students Awarness of septic tank cleaning use 14420 helpline number for sewer and stop manual cleaning

ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଜରିଆରେ ଡାକ୍ତରଖାନା ସଫେଇ କରାଯିବ ସହିତ ସଫେଇ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହା ପରେ ବ୍ୟବସାୟୀ ମାନେ ନିଜର ସାଇନ ବୋଡ ଗୁଡିକୁ ଓଡିଆ ଭାଷା ରେ ଲେଖିବା ନିମନ୍ତେ ଲିପଲେଟ ବଣ୍ଟନ ,ମାଇକିଙ୍ଗରେ ସଚେତନତା କରlଯାଇଥିଲା l #SwachhataHiSeva2025

ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଜରିଆରେ ଡାକ୍ତରଖାନା ସଫେଇ କରାଯିବ ସହିତ ସଫେଇ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହା ପରେ ବ୍ୟବସାୟୀ ମାନେ ନିଜର ସାଇନ ବୋଡ ଗୁଡିକୁ ଓଡିଆ ଭାଷା ରେ ଲେଖିବା ନିମନ୍ତେ ଲିପଲେଟ ବଣ୍ଟନ ,ମାଇକିଙ୍ଗରେ ସଚେତନତା କରlଯାଇଥିଲା l
#SwachhataHiSeva2025
Kamakhyanagar NAC (@kamakhyangarnac) 's Twitter Profile Photo

ବିଜ୍ଞାପିତ ଅଞ୍ଚଳ ପରିଷଦ ,କାମାକ୍ଷାନଗର ର ୨୩ତମ ସାଧାରଣ ସଭା....

ରାଷ୍ଟ୍ରୀୟ ଗୀତ " ବନ୍ଦେ ମାତରମ " ର ୧୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ......

On the occasion of Swachha Odisha Divas under “Odia Pakhya,” a cleanliness programme was organized at the historic Bhagabata Tungi premises in the presence of the Hon’ble M.L.A.,Chairperson, Vice-chair person ,all Councillors, Executive Officer, official staff, S.S, & Public

କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଜନସାଧାରଣ ଙ୍କ ପାଇଁ ୪ ଗୋଟି ଜଳଛତ୍ର ଓ ୨୦ ଗୋଟି ପଶୁ ପକ୍ଷୀ ମାନଙ୍କ ନିମନ୍ତେ ପାନୀୟ ଜଳ କୁଣ୍ଡ ,ମାନ୍ୟବର ବିଧାୟକ କାମାକ୍ଷାନଗର , ନଗରପାଳ ,ଉପନଗରପାଳ ଓ ସମସ୍ତ କାଉନସିଲର ଙ୍କ ସଦୟ ଉପସ୍ଥିତି ରେ ଉଦ୍ଘାଟନ କରାଗଲା l