
Surabhi Pradhan
@surabhipradhan7
ID: 1333446271755902976
30-11-2020 16:23:14
518 Tweet
98 Followers
98 Following

ଢେଙ୍କାନାଳ:ଓଡ଼ାପଡ଼ା ବ୍ଲକ ବଦାଳୁ ପଞ୍ଚାୟତ ଘୋଡ଼ାଡ଼ିଆଁ ଗ୍ରାମ ରଗୁଡିସାହି ନଳକୂଅରେ ଗୋଳିଆ ପାଣି ବାହାରୁଛି,ବାସିନ୍ଦା ପାନୀୟ ଜଳ ପାଇଁ ହନ୍ତସନ୍ତ ତୁରନ୍ତ ଏହାର ସମାଧାନ କରାଯାଉ Respected CMO Odisha ChiefSecyOdisha Pradeep Jena IAS Anu Garg Vkpandianfanclub Panchayati Raj and Drinking Water Department lohanisk Rural Water Supply and Sanitation, Odisha RWSS DHENKANAL

ଜିଲ୍ଲା ନୂଆପଡ଼ା ବ୍ଲକ ସିନାପାଲି ଗ୍ରା:ପ ଗୋର୍ଲl ଅନ୍ତର୍ଗତ ଅର୍ମଲା ଗ୍ରାମ ର କରୁଣା ଚିନ୍ଦା ସେ ଦଶ ମାସ ହେଲା ଭତ୍ତା ପଇସା ପାଇନାହାନ୍ତି ଓ ସେ ଚାଲି ବୁଲି ପାରୁ ନାହାଁନ୍ତି ସେ ବ୍ୟାଙ୍କ୍ ଯିବା ଅସମ୍ଭବ ତେଣୁ ତାଙ୍କୁ ହାତରେ ପଇସା ଦେବା ପାଇଁ ପ୍ରଶାସନ ଙ୍କୁ ବିନମ୍ର ଅନୁରୋଧ। CMO Odisha Collector & DM, Nuapada SSEPD Panchayat Samiti Sinapali

Respecting the court, please give orders to reopen the school. The golden future of poor children and the pride of villagers are waiting for your Justice.Please. #saveeducationofpoor #RightToEducation @VKPandian @5tchairman Collector & DM, Bargarh



Respecting the court, please give orders to reopen the school. The golden future of poor children and the pride of villagers are waiting for your Justice.Please. #savevillageeducation #RTEact2009 #SATHPROJECT CMO Odisha Collector & DM, Bargarh MoSarkar 5T NCERT @NITIayog


Please looks into the matter and take necessary action Sir CMO Odisha ChiefSecyOdisha Pradeep Jena IAS SSEPD @BPSethi Panchayati Raj and Drinking Water Department FoodOdisha Odisha State Food Commission Er. Abanikanta Sahoo (Chairperson OSFC) DSSO Keonjhar District Administration,Keonjhar @gapg_dept Jana Sunani


ରାଜ୍ୟସରକାର ଯୋଜନା ଉପରେ ଯୋଜନା କରୁଛନ୍ତି କାହାପାଇଁ CMO Odisha MoSarkar 5T Pradeep Jena IAS Panchayati Raj and Drinking Water Department ChiefSecyOdisha SRC, Govt of Odisha District Administration,Keonjhar Bishnupadaa Setthi Er. Abanikanta Sahoo (Chairperson OSFC) FoodOdisha ନା ଅଛି ରାସନ କାର୍ଡ ନା ମିଳୁଛି ଭତ୍ତା ନା ମିଳିଛି ସରକାରୀ ଘର ମୌଳିକ ସୁବିଧା ଯୋଗେଇଦେବାକୁ ଅନୁରୋଧ


ଯେ ପର୍ଯ୍ୟନ୍ତ ନେତା,ମନ୍ତ୍ରୀ, ସରକାରୀ କର୍ମଚାରୀ ଙ୍କ ପିଲା ସରକାରୀ ସ୍କୁଲରେ ନ ପଢିବେ, ସେ ପର୍ଯ୍ୟନ୍ତ ଶିକ୍ଷା ଉନ୍ନତି ହେବ ନାହିଁ। CMO Odisha Pradeep Jena IAS EducationOdisha SUDAM MARNDI Basanti Hembram Hitanshu Shekhar Mohanta Collector & District Magistrate Mayurbhanj Dharmendra Pradhan ମୟୂରଭଞ୍ଜ ଜିଲ୍ଲାର ସ୍ୱର💪#The Voice of Mayurbhanj Bishweswar Tudu OSEPA



ବେଳପଡା ବ୍ଲକ କାନୁଟ ଗାଁରେ ଗ୍ୟାସ ବିସ୍ଫୋରଣରେ ଗୋଟିଏ ପରିବାରର ୪ ମୃତ ତେଣୁ ମୃତକ ପରିବାରକୁ ପ୍ରଶାସନ ଉଚିତ କ୍ଷତିପୂରଣ ଦେବା ଓ ଥଇଥାନ ପାଇଁ ବିନମ୍ର ଅନୁରୋଧ CMO Odisha Collector & DM, Balangir Pradeep Jena IAS ChiefSecyOdisha BDO, Belpada Bishnupadaa Setthi SRC, Govt of Odisha MoSarkar 5T Sangeeta Kumari Singh Deo Saroj Kumar Meher MLA Patnagarh

Respected hon'ble CMO Odisha Sri Naveen Patnaik & MoSarkar 5T sir kindly take action about VAWs of state. ChiefSecyOdisha Arabinda K Padhee କୃଷି ବିଭାଗ, ଓଡ଼ିଶା #GunineDemand #VAWs #Odisha #AgrucultureDept


ଆଶ୍ଚର୍ଯ୍ୟ ଲାଗିଲା ଓଡିଶା ସରକାର ଙ୍କ ପାଖରେ ଏତେ ଟଙ୍କା ଥିଲା ଏତେ ଯୋଜନା ପାଇଁ. ହେଲେ ଅର୍ଥାଭାବ କହି ଗାଁ ଗାଁ ରେ ସ୍କୁଲ ଉଛେଦ ଦ୍ୱାରା ଗାଁ ମାନଙ୍କ ଗୌରବ ହାନି, ଗରିବ ଶିଶୁ ପାଠ ପଢା ରୁ ବଞ୍ଚିତ,, plz save right of children plz reopen rural school.CMO Odisha @VKPandian0 President of India Narendra Modi

Panchayat Samiti Boden kindly look into this matter and provide to government assistant soon as possible. CMO Odisha MoSarkar 5T SSEPD Panchayati Raj and Drinking Water Department Collector & DM, Nuapada Dsso Nuapada




ବରଗଡ଼ ଜିଲ୍ଲା ଅତାବରା ବ୍ଲକ କେନ୍ଦୁପାଲି ସ୍କୁଲ ର ଏପ୍ରିଲ 2024 ର ଏହି ଦୁର୍ନୀତି ର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ କରିବାକୁ ଅନୁରୋଧ | CMO Odisha LOK AYUKTA COUNCIL Regd byTN, Govt.of India-Oath Odisha Vigilance Dharmendra Pradhan Collector & DM, Bargarh MSU DSME @EduMinOfodisha Nityanand Gond


ସମ୍ମାନୀୟ ଙ୍କୁ CMO Odisha Collector & DM, Bargarh Panchayati Raj and Drinking Water Department ChiefSecyOdisha bdosohella DEEPA BARIK ବିନମ୍ର ନିବେଦନ ଅବସର ପ୍ରାପ୍ତ ପିଇଓ ଲକ୍ଷ୍ମଣ କୁମାର ସାହୁ ସୋହେଲା ବ୍ଲକରୁ ଗତ ମେ ମାସ ୨୦୨୧ ମସିହା ରୁ ଅବସର ପାଇଲା ପରେ ମଧ୍ୟ ଅମ୍ବାଭୋନା ବିଡ଼ିଓଙ୍କ ଏଲ୍ପିସିରେ ଦର୍ଶାଇ ଥିବା ବକେୟା ବିଲ୍ ସୋହେଲା ବ୍ଲକରୁ ପାଇନାହାନ୍ତି।


କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ସଡ଼କ ଯୋଜନାକୁ କେବେ ମିଳିବ ଅନୁମୋଦନ। ଆଜି ପର୍ଯ୍ୟନ୍ତ ପକ୍କାରାସ୍ତା ନିର୍ମାଣ ହେଉନାହିଁ। ଏଥିପ୍ରତି DM KALAHANDI ମହୋଦୟ ଦୃଷ୍ଟି ଦେବାପାଇଁ ବିନମ୍ର ଅନୁରୋଧ। President of India CMO Odisha Odisha Rural Rabi Narayan Naik DM KALAHANDI NVS KALAHANDI Prithiviraj Harichandan Works Department, Odisha


ସୌମ୍ୟାଶ୍ରୀ ଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗେଇ ଚିକିତ୍ସିତ ହେଉଥିବା ଛାତ୍ରଙ୍କୁ ସମସ୍ତ ସରକାରୀ ସୁବିଧା ସହ ଆର୍ଥିକ ସହାୟତା ପ୍ରଦାନ ପାଇଁ ଅନୁରୋଧ କରୁଛି CMO Odisha Dr. Mukesh Mahaling Suryabanshi Suraj 0xChief
