Bishweswar Tudu (मोदी का परिवार)(@Bishweswar_Tudu) 's Twitter Profileg
Bishweswar Tudu (मोदी का परिवार)

@Bishweswar_Tudu

Minister of State, Ministry of Jal Shakti and Tribal Affairs, Government of India. MP, Mayurbhanj. Views are personal. RTs are not endorsements.

ID:1236940503821611009

calendar_today09-03-2020 09:03:15

13,5K Tweets

8,4K Followers

545 Following

Bishweswar Tudu (मोदी का परिवार)(@Bishweswar_Tudu) 's Twitter Profile Photo

अहिंसा परमो धर्मः

महावीर जयंती के पावन अवसर आप सभी को हार्दिक शुभकामनाएं।

भगवान महावीर जी की शिक्षाएं हम सभी को सत्य, संयम, अहिंसा, अस्तेय व अपरिग्रह के पथ पर सदैव आगे बढ़ने एवं संसार के समस्त प्राणियों की सेवा करने की प्रेरणा देती है।

अहिंसा परमो धर्मः महावीर जयंती के पावन अवसर आप सभी को हार्दिक शुभकामनाएं। भगवान महावीर जी की शिक्षाएं हम सभी को सत्य, संयम, अहिंसा, अस्तेय व अपरिग्रह के पथ पर सदैव आगे बढ़ने एवं संसार के समस्त प्राणियों की सेवा करने की प्रेरणा देती है। #MahavirJayanti
account_circle
Bishweswar Tudu (मोदी का परिवार)(@Bishweswar_Tudu) 's Twitter Profile Photo

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ।
account_circle
Bishweswar Tudu (मोदी का परिवार)(@Bishweswar_Tudu) 's Twitter Profile Photo

ପବିତ୍ର 'ଶ୍ରୀରାମ ନବମୀ' ଅବସରରେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା । ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ନିକଟରେ ସମଗ୍ର ମାନବ ଜାତିର ମଙ୍ଗଳ କାମନା କରୁଛି ।

ଜୟ ଶ୍ରୀରାମ 🙏

श्री राम नवमी महापर्व की हार्दिक शुभकामनाएं। प्रभु श्री राम की कृपा सदैव आप सब पर बनी रहे, यही कामना करता हूँ।

ପବିତ୍ର 'ଶ୍ରୀରାମ ନବମୀ' ଅବସରରେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା । ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ନିକଟରେ ସମଗ୍ର ମାନବ ଜାତିର ମଙ୍ଗଳ କାମନା କରୁଛି । ଜୟ ଶ୍ରୀରାମ 🙏 श्री राम नवमी महापर्व की हार्दिक शुभकामनाएं। प्रभु श्री राम की कृपा सदैव आप सब पर बनी रहे, यही कामना करता हूँ।
account_circle
Bishweswar Tudu (मोदी का परिवार)(@Bishweswar_Tudu) 's Twitter Profile Photo

ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଏବଂ ଅଶୋକାଷ୍ଟମୀ ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

ଶ୍ରୀ ହନୁମାନ ଜୟନ୍ତୀ ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ।

ସଙ୍କଟ ମୋଚନ ବୀର ହନୁମାନ ଆପଣ ସମସ୍ତଙ୍କର ଦୁଃଖ ଶୋକ ହରଣ କରି ନିଅନ୍ତୁ ଏହା ହିଁ ମୋର କାମନା ।

ଶ୍ରୀ ହନୁମାନ ଜୟନ୍ତୀ ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା । ସଙ୍କଟ ମୋଚନ ବୀର ହନୁମାନ ଆପଣ ସମସ୍ତଙ୍କର ଦୁଃଖ ଶୋକ ହରଣ କରି ନିଅନ୍ତୁ ଏହା ହିଁ ମୋର କାମନା ।
account_circle
Bishweswar Tudu (मोदी का परिवार)(@Bishweswar_Tudu) 's Twitter Profile Photo

ଓଡ଼ିଆ ନବବର୍ଷ ଏବଂ ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କୃପାରୁ ଏହି ନବବର୍ଷ ଆପଣ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ ଏହା ହିଁ ମୋର କାମନା ।

ଓଡ଼ିଆ ନବବର୍ଷ ଏବଂ ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କୃପାରୁ ଏହି ନବବର୍ଷ ଆପଣ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ ଏହା ହିଁ ମୋର କାମନା ।
account_circle
Bishweswar Tudu (मोदी का परिवार)(@Bishweswar_Tudu) 's Twitter Profile Photo

सामाजिक सद्भावना से परिपूर्ण कृषि प्रधानता के पावन पर्व बैसाखी की आप सभी को हार्दिक शुभकामनाएं।

सामाजिक सद्भावना से परिपूर्ण कृषि प्रधानता के पावन पर्व बैसाखी की आप सभी को हार्दिक शुभकामनाएं। #Baisakhi
account_circle
Bishweswar Tudu (मोदी का परिवार)(@Bishweswar_Tudu) 's Twitter Profile Photo

जलियांवाला बाग भारतीय स्वाधीनता संघर्ष का उपासना स्थल है।

आज ही के दिन यहां बर्बर अंग्रेजों का प्रतिकार करते हुए अनगिनत क्रांतिवीरों ने माँ भारती के स्वाभिमान की रक्षा में अपने प्राणों की आहुति दी थी।

जलियांवाला बाग के अमर बलिदानियों को विनम्र श्रद्धांजलि!

जलियांवाला बाग भारतीय स्वाधीनता संघर्ष का उपासना स्थल है। आज ही के दिन यहां बर्बर अंग्रेजों का प्रतिकार करते हुए अनगिनत क्रांतिवीरों ने माँ भारती के स्वाभिमान की रक्षा में अपने प्राणों की आहुति दी थी। जलियांवाला बाग के अमर बलिदानियों को विनम्र श्रद्धांजलि!
account_circle
Bishweswar Tudu (मोदी का परिवार)(@Bishweswar_Tudu) 's Twitter Profile Photo

हरियाणा के महेंद्रगढ़ में हुआ बस हादसा अत्यंत पीड़ादायक है।
मेरी शोक-संवेदनाएं उन सभी परिवारों के साथ हैं, जिन्होंने इस दुर्घटना में अपने बच्चों को खोया है। इसके साथ ही मैं सभी घायल बच्चों के शीघ्र स्वस्थ होने की कामना करता हूं।

account_circle
Bishweswar Tudu (मोदी का परिवार)(@Bishweswar_Tudu) 's Twitter Profile Photo

ସମସ୍ତ ଦେଶବାସୀଙ୍କୁ ରାଷ୍ଟ୍ରୀୟ ନବବର୍ଷ, ବିକ୍ରମ ସମ୍ବତ -୨୦୮୧ ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା ।

ଏହି ନୂତନ ବର୍ଷ ଆପଣ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି, ସୌଭାଗ୍ୟ, ନୂତନ ଊର୍ଜା ସହିତ ଆରୋଗ୍ୟତା ଆଣିଦେଉ ଏହା ହିଁ ମୋର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।

ସମସ୍ତ ଦେଶବାସୀଙ୍କୁ ରାଷ୍ଟ୍ରୀୟ ନବବର୍ଷ, ବିକ୍ରମ ସମ୍ବତ -୨୦୮୧ ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା । ଏହି ନୂତନ ବର୍ଷ ଆପଣ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି, ସୌଭାଗ୍ୟ, ନୂତନ ଊର୍ଜା ସହିତ ଆରୋଗ୍ୟତା ଆଣିଦେଉ ଏହା ହିଁ ମୋର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।
account_circle
Bishweswar Tudu (मोदी का परिवार)(@Bishweswar_Tudu) 's Twitter Profile Photo

प्रथम स्वतंत्रता संग्राम 1857 की क्रांति के अग्रदूत, माँ भारती के वीर सपूत मंगल पांडे जी के बलिदान दिवस पर उन्हें कोटिशः नमन।

ଘରେ ଘରେ ନଳ ମାଧ୍ୟମରେ ଜଳ ପହଞ୍ଚାଇବା ମୋଦୀଙ୍କ ଗ୍ୟାରେଣ୍ଟି ।

ଜଳ ଜୀବନ ମିଶନ ମାଧ୍ୟମରେ ଦେଶରେ ୧୧ କୋଟି ନଳ ମାଧ୍ୟମରେ ଜଳ ପହଞ୍ଚିଛି ଏବଂ ଓଡ଼ିଶାରେ ୬୧ ଲକ୍ଷ ନଳ ମାଧ୍ୟମରେ ଜଳ ପହଞ୍ଚିଛି ।

ଘରେ ଘରେ ନଳ ମାଧ୍ୟମରେ ଜଳ ପହଞ୍ଚାଇବା ମୋଦୀଙ୍କ ଗ୍ୟାରେଣ୍ଟି । ଜଳ ଜୀବନ ମିଶନ ମାଧ୍ୟମରେ ଦେଶରେ ୧୧ କୋଟି ନଳ ମାଧ୍ୟମରେ ଜଳ ପହଞ୍ଚିଛି ଏବଂ ଓଡ଼ିଶାରେ ୬୧ ଲକ୍ଷ ନଳ ମାଧ୍ୟମରେ ଜଳ ପହଞ୍ଚିଛି ।
account_circle
Bishweswar Tudu (मोदी का परिवार)(@Bishweswar_Tudu) 's Twitter Profile Photo

ଓଡ଼ିଆ କାବ୍ୟ-ସାହିତ୍ୟ ଜଗତର 'ସ୍ୱଭାବ କବି' ଗଙ୍ଗାଧର ମେହେରଙ୍କ ପୁଣ୍ୟତିଥିରେ ତାଙ୍କୁ କୋଟି କୋଟି ନମନ ।

ଓଡ଼ିଆ କାବ୍ୟ-ସାହିତ୍ୟ ଜଗତର 'ସ୍ୱଭାବ କବି' ଗଙ୍ଗାଧର ମେହେରଙ୍କ ପୁଣ୍ୟତିଥିରେ ତାଙ୍କୁ କୋଟି କୋଟି ନମନ ।
account_circle