SARITA PANDA
@saritapand31500
ID: 1726412098690002944
20-11-2023 01:28:33
16 Tweet
1 Followers
22 Following
ପିପିଲିରେ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ରାଜ୍ୟ ସମ୍ପାଦକ Arijeet Pattanaik 🇮🇳 ଅରିଜିତ୍ ପଟ୍ଟନାୟକ ଯୋଗଦେଇ ଏବିଭିପିର ଲକ୍ଷ୍ୟ ଓ ଆଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ। ନୂତନ କାର୍ଯ୍ୟକାରିଣୀ ଘୋଷଣା ସହ ନଗର ସଭାପତି ରୁପେ ଅଧ୍ୟାପକ ଆଦିତ୍ୟ ପ୍ରସାଦ ରଥ ଓ ନଗର ସମ୍ପାଦକ ରୁପେ ବିଶ୍ଵବନ୍ଧୁ ବାରିକ ଦାୟିତ୍ଵ ଗ୍ରହଣ କରିଛନ୍ତି। #ABVPPuri
Ajit Kumar Dalai. Arijeet Pattanaik 🇮🇳 ଅରିଜିତ୍ ପଟ୍ଟନାୟକ Nikunja bihari Panda Tara Prasad Dash Gargee Banerjee @ibibhudas SARITA PANDA ABVP Odisha Sumitra Jena କସ୍ତୁରବା ଗାନ୍ଧୀ ମହିଳା ମହାବିଦ୍ୟାଳୟ, ପିପିଲିରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି। #NationalYouthDay #ABVPPuri