Sumitra Jena (@officialsumitra) 's Twitter Profile
Sumitra Jena

@officialsumitra

ID: 1630809575434715136

calendar_today01-03-2023 05:58:19

4 Tweet

1 Followers

20 Following

ABVP Puri (@abvppuri) 's Twitter Profile Photo

ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ, ପୁରୀକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରସଙ୍ଗ ଓଡ଼ିଶା ବିଧାନସଭାରେ ଉପସ୍ଥାପନ କରିବା ପାଇଁ ପୁରୀ ବିଧାୟକ Jayanta Kumar Sarangiଙ୍କୁ ଭେଟିଲା ଏବିଭିପି। #ABVPForSCSUniversity #ABVPPuri

ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ, ପୁରୀକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରସଙ୍ଗ ଓଡ଼ିଶା ବିଧାନସଭାରେ ଉପସ୍ଥାପନ କରିବା ପାଇଁ ପୁରୀ ବିଧାୟକ <a href="/Jayanta4puri/">Jayanta Kumar Sarangi</a>ଙ୍କୁ ଭେଟିଲା ଏବିଭିପି।
#ABVPForSCSUniversity
#ABVPPuri
ABVP Puri (@abvppuri) 's Twitter Profile Photo

ଏବିଭିପି ପୁରୀର ବିଭାଗ ବୈଠକ ମହାବୀର ପାଠାଗାର, ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ Apangshu Sekhar Shil ଓ ପ୍ରାନ୍ତ ସଂଗଠନ ସମ୍ପାଦକ ଶ୍ରୀ BAILOCHAN SAHU ବିଶେଷ ଭାବେ ଉପସ୍ଥିତ ଥିଲେ। #ABVPPuri

ଏବିଭିପି ପୁରୀର ବିଭାଗ ବୈଠକ ମହାବୀର ପାଠାଗାର, ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ <a href="/apangshushil/">Apangshu Sekhar Shil</a> ଓ ପ୍ରାନ୍ତ ସଂଗଠନ ସମ୍ପାଦକ ଶ୍ରୀ <a href="/BailochanSahuOd/">BAILOCHAN SAHU</a> ବିଶେଷ ଭାବେ ଉପସ୍ଥିତ ଥିଲେ।
#ABVPPuri
ABVP Odisha (@abvpodisha) 's Twitter Profile Photo

ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଯାଉଥିବା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। #ABVPForStudents #ABVPOdisha

ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଯାଉଥିବା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
#ABVPForStudents
#ABVPOdisha