ABVP Puri (@abvppuri) 's Twitter Profile
ABVP Puri

@abvppuri

Official Handle of Akhil Bharatiya Vidyarthi Parishad, Puri Dist II State Handle @abvpodisha II National Handle @abvpvoice #ABVPPuri
#ABVPOdisha

ID: 1399792357185187844

linkhttps://abvp.org calendar_today01-06-2021 18:18:44

1,1K Tweet

213 Followers

76 Following

ABVP Odisha (@abvpodisha) 's Twitter Profile Photo

#ABVPinRathaJatra ପୁରୀ ରଥଯାତ୍ରାରେ ଏବିଭିପିର STUDENTS FOR DEVELOPMENT - Vikasarth Vidyarthi ଗତିବିଧି ତରଫରୁ 'ପ୍ଲାଷ୍ଟିକ୍ ମୁକ୍ତ ରଥଯାତ୍ରା' ଅଭିଯାନ ମାଧ୍ୟମରେ କାର୍ଯ୍ୟକର୍ତ୍ତାମାନେ ପୁରୀ ବଡ଼ଦାଣ୍ଡରେ ସଫେଇ କାର୍ଯ୍ୟ କରିଛନ୍ତି। #ABVPForSociety #ABVPOdisha #ABVP

#ABVPinRathaJatra

ପୁରୀ ରଥଯାତ୍ରାରେ ଏବିଭିପିର <a href="/SFDIndiaOrg/">STUDENTS FOR DEVELOPMENT - Vikasarth Vidyarthi</a> ଗତିବିଧି ତରଫରୁ 'ପ୍ଲାଷ୍ଟିକ୍ ମୁକ୍ତ ରଥଯାତ୍ରା' ଅଭିଯାନ ମାଧ୍ୟମରେ କାର୍ଯ୍ୟକର୍ତ୍ତାମାନେ ପୁରୀ ବଡ଼ଦାଣ୍ଡରେ ସଫେଇ କାର୍ଯ୍ୟ କରିଛନ୍ତି।

#ABVPForSociety
#ABVPOdisha #ABVP
Rashtriya Chhatrashakti (@rchhatrashakti) 's Twitter Profile Photo

पुरी: श्रीजगन्नाथ रथयात्रा के दौरान एंबुलेंस के लिए रास्ता बनाते एवं स्वास्थ्य व्यवस्था को सुचारू रूप से चलाने में सहायता प्रदान करते अभाविप कार्यकर्ता ABVP Odisha #RathYatra2025

पुरी: श्रीजगन्नाथ रथयात्रा के दौरान एंबुलेंस के लिए रास्ता बनाते एवं स्वास्थ्य व्यवस्था को सुचारू रूप से चलाने में सहायता प्रदान करते अभाविप कार्यकर्ता
<a href="/abvpodisha/">ABVP Odisha</a> 
#RathYatra2025
ABVP Odisha (@abvpodisha) 's Twitter Profile Photo

ବାଲେଶ୍ବର ଏବିଭିପି କାର୍ଯ୍ୟକର୍ତ୍ତା FM ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଭଉଣୀ ସୌମ୍ୟାଶ୍ରୀ ବିଶି ଇହଲିଳା ସମ୍ବରଣ କରିଛନ୍ତି। ଏହି ଦୁଃଖଦ ଖବର ସାରା ଏବିଭିପି ପରିବାରକୁ ଶୋକାକୁଳ କରିଦେଇଛି। ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣାରବିନ୍ଦରେ ପ୍ରାର୍ଥନା କରୁଛୁ। ଓଁ ଶାନ୍ତି 💐 #ABVPOdisha

ବାଲେଶ୍ବର ଏବିଭିପି କାର୍ଯ୍ୟକର୍ତ୍ତା FM ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଭଉଣୀ ସୌମ୍ୟାଶ୍ରୀ ବିଶି ଇହଲିଳା ସମ୍ବରଣ କରିଛନ୍ତି। ଏହି ଦୁଃଖଦ ଖବର ସାରା ଏବିଭିପି ପରିବାରକୁ ଶୋକାକୁଳ କରିଦେଇଛି। ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣାରବିନ୍ଦରେ ପ୍ରାର୍ଥନା କରୁଛୁ।
ଓଁ ଶାନ୍ତି 💐

#ABVPOdisha
ABVP Odisha (@abvpodisha) 's Twitter Profile Photo

ବାଲେଶ୍ଵରର ସ୍ଵାଭିମାନୀ ଝିଅ ସୌମ୍ୟାଶ୍ରୀ ଭଉଣୀଙ୍କ ସ୍ମୃତିରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା ତରଫରୁ ଲୋୟର ପିଏମଜି, ଭୁବନେଶ୍ୱରଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସମାବେଶରେ ସାରା ରାଜ୍ୟରୁ ଶତାଧିକ ବିଦ୍ୟାର୍ଥୀ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। #JusticeForSomyashri #ABVPForStudents #ABVPOdisha

ବାଲେଶ୍ଵରର ସ୍ଵାଭିମାନୀ ଝିଅ ସୌମ୍ୟାଶ୍ରୀ ଭଉଣୀଙ୍କ ସ୍ମୃତିରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା ତରଫରୁ ଲୋୟର ପିଏମଜି, ଭୁବନେଶ୍ୱରଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସମାବେଶରେ ସାରା ରାଜ୍ୟରୁ ଶତାଧିକ ବିଦ୍ୟାର୍ଥୀ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।
#JusticeForSomyashri
#ABVPForStudents #ABVPOdisha
ABVP Odisha (@abvpodisha) 's Twitter Profile Photo

#JusticeForSomyashri A glimpse of the memorial meet held in Bhubaneswar in memory of Balasore's proud daughter, sister Soumyashri. #ABVPForStudents #ABVPOdisha #ABVP

ABVP Odisha (@abvpodisha) 's Twitter Profile Photo

ଭାରତର ସ୍ଵାଧୀନତା ପାଇଁ ନିଜର ସର୍ବସ୍ୱ ବଳିଦାନ କରିଦେଇ ଦେଶମାତୃକାର ସେବାରେ ନିଜ ଜୀବନକୁ ସମର୍ପିତ କରିଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ଜୟନ୍ତୀରେ ଶତକୋଟି ପ୍ରଣାମ। #ABVPOdisha

ଭାରତର ସ୍ଵାଧୀନତା ପାଇଁ ନିଜର ସର୍ବସ୍ୱ ବଳିଦାନ କରିଦେଇ ଦେଶମାତୃକାର ସେବାରେ ନିଜ ଜୀବନକୁ ସମର୍ପିତ କରିଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ଜୟନ୍ତୀରେ ଶତକୋଟି ପ୍ରଣାମ।
#ABVPOdisha
ABVP Odisha (@abvpodisha) 's Twitter Profile Photo

ସ୍ୱରାଜ ମୋର ଜନ୍ମଗତ ଅଧିକାର — ଏହାକୁ ମୁଁ ନିଶ୍ଚୟ ହାସଲ କରିବି। ସ୍ୱାଧୀନତା ସଂଗ୍ରାମର ଶ୍ରେଷ୍ଠ ପ୍ରେରକ, ସ୍ୱରାଜର ବାର୍ତ୍ତାବହନକାରୀ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ଜୟନ୍ତୀ ଅବସରରେ ଶତ କୋଟି ନମନ। #ABVPOdisha

ସ୍ୱରାଜ ମୋର ଜନ୍ମଗତ ଅଧିକାର — ଏହାକୁ ମୁଁ ନିଶ୍ଚୟ ହାସଲ କରିବି।
ସ୍ୱାଧୀନତା ସଂଗ୍ରାମର ଶ୍ରେଷ୍ଠ ପ୍ରେରକ, ସ୍ୱରାଜର ବାର୍ତ୍ତାବହନକାରୀ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ଜୟନ୍ତୀ ଅବସରରେ ଶତ କୋଟି ନମନ।
#ABVPOdisha
ABVP (@abvpvoice) 's Twitter Profile Photo

In memory of Balasore’s proud daughter and dedicated ABVP karyakarta Somyashri, ABVP Balasore organized a Shraddhanjali Shobhayatra, followed by a Shraddhanjali Sabha in front of F.M. College. ABVP National Secretary Sushree Shalini Verma, along with other karyakartas, offered

In memory of Balasore’s proud daughter and dedicated ABVP karyakarta Somyashri, ABVP Balasore organized a Shraddhanjali Shobhayatra, followed by a Shraddhanjali Sabha in front of F.M. College. ABVP National Secretary Sushree Shalini Verma, along with other karyakartas, offered
ABVP Odisha (@abvpodisha) 's Twitter Profile Photo

ପବିତ୍ର ଚିତାଲାଗି ଅମାବାସ୍ୟା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକମନା। #ABVPOdisha

ପବିତ୍ର ଚିତାଲାଗି ଅମାବାସ୍ୟା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକମନା।
#ABVPOdisha
ABVP Odisha (@abvpodisha) 's Twitter Profile Photo

#JoinABVP ବିଶ୍ବର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟତା ଅଭିଯାନ ଆଜି ଠାରୁ ଆରମ୍ଭ ହୋଇଯାଇଛି। ଆସନ୍ତୁ ଆମେ ସମସ୍ତେ ଏହି ସଦସ୍ୟତା ଅଭିଯାନରେ ସାମିଲ ହୋଇ ରାଷ୍ଟ୍ରୀୟ ପୁନଃ ନିର୍ମାଣରେ ସହଭାଗୀ ହେବା। #ABVPOdisha

ABVP (@abvpvoice) 's Twitter Profile Photo

प्रेस विज्ञप्ति - abvp.org/Press/Odisha_p… बालासोर आत्मदाह घटना में महाविद्यालय एवं पुलिस की विफलताओं का ठीकरा छात्रा को बचाने वाले सहपाठियों पर फोड़ना, एक राजनैतिक षडयंत्र चरित्र हनन करने वाले राजनीतिक तत्वों का संरक्षण करना बंद करे ओडिशा पुलिस ओडिशा के बालासोर में

प्रेस विज्ञप्ति - 
abvp.org/Press/Odisha_p…

बालासोर आत्मदाह घटना में महाविद्यालय एवं पुलिस की विफलताओं का ठीकरा छात्रा को बचाने वाले सहपाठियों पर फोड़ना, एक राजनैतिक षडयंत्र

चरित्र हनन करने वाले राजनीतिक तत्वों का संरक्षण करना बंद करे ओडिशा पुलिस

 ओडिशा के बालासोर में
Argus News (@argusnews_in) 's Twitter Profile Photo

#Bhubaneswar: ABVP alleged political conspiracy in the Balasore self-immolation case, slamming Odisha Police for arresting fellow students who tried to save Soumyashree. The student group demanded a fair probe into alleged harassment and character assassination by rivals linked

#Bhubaneswar: ABVP alleged political conspiracy in the Balasore self-immolation case, slamming Odisha Police for arresting fellow students who tried to save Soumyashree. The student group demanded a fair probe into alleged harassment and character assassination by rivals linked
ABVP Odisha (@abvpodisha) 's Twitter Profile Photo

#PressRelease • ବାଲେଶ୍ୱର ଆତ୍ମହତ୍ୟା ଘଟଣାରେ କଲେଜ ଏବଂ ପୋଲିସର ବିଫଳତା ପାଇଁ ଛାତ୍ରୀଙ୍କୁ ରକ୍ଷା କରିଥିବା ସହପାଠୀଙ୍କୁ ଦାୟୀ କରିବା ଏକ ରାଜନୈତିକ ଷଡ଼ଯନ୍ତ୍ର। • ଓଡିଶା ପୋଲିସ ଛାତ୍ରୀ ଚରିତ୍ରକୁ ସଂହାର କରୁଥିବା ରାଜନୈତିକ ତତ୍ତ୍ୱମାନଙ୍କୁ ସୁରକ୍ଷା ଦେବା ବନ୍ଦ କରିବା ଉଚିତ। #ABVPForStudents #ABVPOdisha

#PressRelease 

• ବାଲେଶ୍ୱର ଆତ୍ମହତ୍ୟା ଘଟଣାରେ କଲେଜ ଏବଂ ପୋଲିସର ବିଫଳତା ପାଇଁ ଛାତ୍ରୀଙ୍କୁ ରକ୍ଷା କରିଥିବା ସହପାଠୀଙ୍କୁ ଦାୟୀ କରିବା ଏକ ରାଜନୈତିକ ଷଡ଼ଯନ୍ତ୍ର।

• ଓଡିଶା ପୋଲିସ ଛାତ୍ରୀ ଚରିତ୍ରକୁ ସଂହାର କରୁଥିବା ରାଜନୈତିକ ତତ୍ତ୍ୱମାନଙ୍କୁ ସୁରକ୍ଷା ଦେବା ବନ୍ଦ କରିବା ଉଚିତ।

#ABVPForStudents 
#ABVPOdisha
ABVP Odisha (@abvpodisha) 's Twitter Profile Photo

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇ-ଭଉଣୀଙ୍କ ସ୍ନେହ, ସମ୍ମାନ ଓ ସମ୍ପର୍କର ଅବିଚ୍ଛିନ୍ନ ବନ୍ଧନକୁ ଶୁଭଅଭିବାଦନ। ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। #Rakshabandhan #ABVPOdisha

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇ-ଭଉଣୀଙ୍କ ସ୍ନେହ, ସମ୍ମାନ ଓ ସମ୍ପର୍କର ଅବିଚ୍ଛିନ୍ନ ବନ୍ଧନକୁ ଶୁଭଅଭିବାଦନ। ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
#Rakshabandhan
#ABVPOdisha
ABVP Puri (@abvppuri) 's Twitter Profile Photo

ଆଜି ପବିତ୍ର ରକ୍ଷା ବନ୍ଧନ ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁରୀ ନଗର ତରଫରୁ ପୋଲିସ ଭାଇ, ସାମ୍ବାଦିକ ଭାଇ, ସଂଘ ପରିବାର ଓ ସମସ୍ତ କ୍ୟାମ୍ପସ ରେ ସବୁ ଭାଇ ମାନଙ୍କୁ ରଖି ବନ୍ଧାଯାଇ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। #abvppuri #abvpodisha #rakhyabandhan

ଆଜି ପବିତ୍ର ରକ୍ଷା ବନ୍ଧନ ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁରୀ ନଗର ତରଫରୁ ପୋଲିସ ଭାଇ, ସାମ୍ବାଦିକ ଭାଇ, ସଂଘ ପରିବାର ଓ ସମସ୍ତ କ୍ୟାମ୍ପସ ରେ ସବୁ ଭାଇ ମାନଙ୍କୁ ରଖି ବନ୍ଧାଯାଇ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। 

#abvppuri
#abvpodisha
#rakhyabandhan
ABVP Puri (@abvppuri) 's Twitter Profile Photo

ଏବିଭିପି ପୁରୀ ଜିଲ୍ଲା ପିପିଲି ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଶିକ୍ଷା ବର୍ଷ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ନୂତନ କାର୍ଯ୍ୟକାରିଣୀ ଘୋଷଣା ହୋଇଯାଇଛି l ଏବିଭିପି ଓଡ଼ିଶାର ରାଜ୍ୟ ସହ ସମ୍ପାଦକ ଶ୍ରୀ ରାଜକୁମାର ମିଶ୍ର ଏହି ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ l #ABVPPipili #ABVPPuri

ଏବିଭିପି  ପୁରୀ ଜିଲ୍ଲା ପିପିଲି ନଗର ସମ୍ମିଳନୀ   ଅନୁଷ୍ଠିତ ହୋଇଯାଇଛି l ଶିକ୍ଷା ବର୍ଷ  ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ  ନୂତନ କାର୍ଯ୍ୟକାରିଣୀ ଘୋଷଣା ହୋଇଯାଇଛି l  ଏବିଭିପି ଓଡ଼ିଶାର  ରାଜ୍ୟ ସହ ସମ୍ପାଦକ ଶ୍ରୀ ରାଜକୁମାର ମିଶ୍ର  ଏହି ସମ୍ମିଳନୀରେ  ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ l
#ABVPPipili 
#ABVPPuri
ABVP Puri (@abvppuri) 's Twitter Profile Photo

ଆଜି ଏବିଭିପି ପୁରୀ ନଗର ସମ୍ମିଳନୀ " ଛାତ୍ର ଉଦ୍ଘୋଷ " ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ଉପସଭାପତି ଶ୍ରୀ ନନ୍ଦିଘୋଷ ମହାପାତ୍ର ଓ ମୁଖ୍ୟ ବକ୍ତା ରୂପେ ରାଜ୍ୟ ସହ ସମ୍ପାଦକ ଶ୍ରୀ ରାଜକୁମାର ମିଶ୍ର ଭାଇ ଯୋଗ ଦେଇଥିଲେ l ୨୦୨୫-୨୬ ଶିକ୍ଷା ବର୍ଷ ନିମନ୍ତେ ନୂତନ କାର୍ଯ୍ୟକାରିଣୀ ଘୋଷଣା ହେଲା l #ABVPPuri #ChatraUdghos

ଆଜି ଏବିଭିପି ପୁରୀ ନଗର ସମ୍ମିଳନୀ " ଛାତ୍ର ଉଦ୍ଘୋଷ "  ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ଉପସଭାପତି ଶ୍ରୀ ନନ୍ଦିଘୋଷ ମହାପାତ୍ର  ଓ  ମୁଖ୍ୟ ବକ୍ତା ରୂପେ  ରାଜ୍ୟ ସହ ସମ୍ପାଦକ ଶ୍ରୀ ରାଜକୁମାର ମିଶ୍ର ଭାଇ ଯୋଗ ଦେଇଥିଲେ l ୨୦୨୫-୨୬ ଶିକ୍ଷା ବର୍ଷ ନିମନ୍ତେ ନୂତନ କାର୍ଯ୍ୟକାରିଣୀ ଘୋଷଣା ହେଲା  l
#ABVPPuri 
#ChatraUdghos
ABVP Odisha (@abvpodisha) 's Twitter Profile Photo

ରେଶମ ନଗରୀ ବ୍ରହ୍ମପୁରରେ ଆରମ୍ଭ ହୋଇଥିବା ଏବିଭିପି ଓଡ଼ିଶା (ପୂର୍ବ) ପ୍ରାନ୍ତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ଆସିଥିବା ସମସ୍ତ ପ୍ରତିନିଧିଙ୍କୁ ପୁଷ୍ପ ଚନ୍ଦନ ଏବଂ ଉତ୍ତରୀୟ ସହ ଭବ୍ୟ ସ୍ଵାଗତ କରାଯାଇଛି। #ABVPSECBrahmapur #ABVPOdisha

ABVP Odisha (@abvpodisha) 's Twitter Profile Photo

ଡିସେମ୍ବର ୨୩, ୨୪ ଓ ୨୫ ରେ ଭଦ୍ରକରେ ହେବାକୁ ଯାଉଥିବା ଏବିଭିପି ଓଡ଼ିଶା (ପୂର୍ବ) ପ୍ରାନ୍ତର ୫୦ ତମ ରାଜ୍ୟ ଅଧିବେଶନ ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ସହରର ବିଭିନ୍ନ ସ୍ଥାନରେ ସ୍ବଳ୍ପନିଧି ସଂଗ୍ରହ କରାଯାଇଛି। #50thABVPOdConf #ABVPOdisha

ABVP (@abvpvoice) 's Twitter Profile Photo

महिला सशक्तिकरण, शिक्षा और सामाजिक समरसता के लिए आजीवन संघर्ष करने वाले महान समाजसुधारक महात्मा ज्योतिबा फुले जी की जयंती पर उन्हें कोटिशः नमन। उनका समर्पित जीवन हमें शिक्षित समाज के निर्माण की प्रेरणा देता है। उनके विचार सदैव शांति, सद्भावना और सामाजिक न्याय के पथ पर आगे बढ़ने

महिला सशक्तिकरण, शिक्षा और सामाजिक समरसता के लिए आजीवन संघर्ष करने वाले महान समाजसुधारक महात्मा ज्योतिबा फुले जी की जयंती पर उन्हें कोटिशः नमन।

उनका समर्पित जीवन हमें शिक्षित समाज के निर्माण की प्रेरणा देता है। उनके विचार सदैव शांति, सद्भावना और सामाजिक न्याय के पथ पर आगे बढ़ने