Ajit Kumar Dalai. (@ajitkumardala13) 's Twitter Profile
Ajit Kumar Dalai.

@ajitkumardala13

"ବସୁଧୈବ କୁଟୁମ୍ବକମ".........Do good & Be good....

ID: 1402670613676888068

calendar_today09-06-2021 16:59:46

11 Tweet

20 Followers

37 Following

Er Debasis Satapathy (@idsatapathy) 's Twitter Profile Photo

ଗତକାଲି ପୁରୀ ଜିଲ୍ଲା ସ୍ତରୀୟ ପ୍ରତିଭା ସଂଗମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବ୍ଯଙ୍ଗ ଚିତ୍ରଶିଳ୍ପୀ suriya artist ଯୋଗଦେଇ ଥିବା ବେଳେ ବିଭାଗ ପ୍ରମୁଖ ଅଧ୍ୟାପକ Ajit Kumar Dalai. ଉପସ୍ଥିତ ଥିଲେ। #ABVPPuri

ଗତକାଲି ପୁରୀ ଜିଲ୍ଲା ସ୍ତରୀୟ ପ୍ରତିଭା ସଂଗମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବ୍ଯଙ୍ଗ ଚିତ୍ରଶିଳ୍ପୀ suriya artist ଯୋଗଦେଇ ଥିବା ବେଳେ ବିଭାଗ ପ୍ରମୁଖ ଅଧ୍ୟାପକ Ajit Kumar Dalai. ଉପସ୍ଥିତ ଥିଲେ।
#ABVPPuri
Ajit Kumar Dalai. (@ajitkumardala13) 's Twitter Profile Photo

ପବିତ୍ର ବୁଦ୍ଧ ପୂର୍ଣ୍ଣିମା ରେ.......ଶାନ୍ତି,ସୁରକ୍ଷା ଓ ମୈତ୍ରୀ ଭାବନାର ପ୍ରତୀକ ଭଗବାନ ବୁଦ୍ଧ ଙ୍କୁ ଶତ ଶତ ପ୍ରଣାମ 🙏🙏

ପବିତ୍ର ବୁଦ୍ଧ ପୂର୍ଣ୍ଣିମା ରେ.......ଶାନ୍ତି,ସୁରକ୍ଷା ଓ ମୈତ୍ରୀ
ଭାବନାର ପ୍ରତୀକ ଭଗବାନ ବୁଦ୍ଧ ଙ୍କୁ ଶତ ଶତ
ପ୍ରଣାମ 🙏🙏
ABVP Odisha (@abvpodisha) 's Twitter Profile Photo

ଏବିଭିପି ଓଡ଼ିଶାର ପ୍ରାନ୍ତ କାର୍ଯ୍ୟକାରିଣୀ ବୈଠକ ପୁରୀଠାରେ କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ Apangshu Sekhar Shil, ପ୍ରାନ୍ତ ସଙ୍ଗଠନ ସମ୍ପାଦକ ଶ୍ରୀ BAILOCHAN SAHU, ରାଜ୍ୟ ଉପ-ସଭାପତି ଅଧ୍ୟାପକ Ajit Kumar Dalai. ଓ ରାଜ୍ୟ ସମ୍ପାଦକ Arijeet Pattanaik 🇮🇳 ଅରିଜିତ୍ ପଟ୍ଟନାୟକ ଙ୍କ ଦ୍ବାରା ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟିତ ହୋଇଯାଇଛି। #ABVPSECPuri

ଏବିଭିପି ଓଡ଼ିଶାର ପ୍ରାନ୍ତ କାର୍ଯ୍ୟକାରିଣୀ ବୈଠକ ପୁରୀଠାରେ କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ Apangshu Sekhar Shil, ପ୍ରାନ୍ତ ସଙ୍ଗଠନ ସମ୍ପାଦକ ଶ୍ରୀ BAILOCHAN SAHU, ରାଜ୍ୟ ଉପ-ସଭାପତି ଅଧ୍ୟାପକ Ajit Kumar Dalai. ଓ ରାଜ୍ୟ ସମ୍ପାଦକ Arijeet Pattanaik 🇮🇳 ଅରିଜିତ୍ ପଟ୍ଟନାୟକ ଙ୍କ ଦ୍ବାରା ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟିତ ହୋଇଯାଇଛି।
#ABVPSECPuri