Nikunjabihari Panda (@nikunjabiharip4) 's Twitter Profile
Nikunjabihari Panda

@nikunjabiharip4

STATE JOINT ORGANISING SECRETARY @abvpodisha l Former NEC @ABVPVoice | | Student Activist | Nationalist | Bcom, LLB

ID: 1005237260051206145

linkhttps://www.facebook.com/SmartNikunja calendar_today08-06-2018 23:56:53

7,7K Tweet

835 Followers

80 Following

Nikunjabihari Panda (@nikunjabiharip4) 's Twitter Profile Photo

ପାୱାପୁରୀର ଜଳ ମନ୍ଦିର ବିହାରର ନାଳନ୍ଦା ଜିଲ୍ଲାରେ ଅବସ୍ଥିତ ଜୈନ ଧର୍ମର ଏକ ଅତ୍ୟନ୍ତ ପବିତ୍ର ତୀର୍ଥସ୍ଥଳ। ମନ୍ଦିରର ଗର୍ଭଗୃହରେ ଭଗବାନ ମହାବୀରଙ୍କ ପ୍ରାଚୀନ ଚରଣ ପାଦୁକା (ପାଦ ଚିହ୍ନ) ସ୍ଥାପିତ ହୋଇଛି, ଯାହାକୁ ଶ୍ରଦ୍ଧାଳୁମାନେ ପୂଜା କରନ୍ତି। #bihar #pawapurijalmandir

ପାୱାପୁରୀର ଜଳ ମନ୍ଦିର ବିହାରର ନାଳନ୍ଦା ଜିଲ୍ଲାରେ ଅବସ୍ଥିତ ଜୈନ ଧର୍ମର ଏକ ଅତ୍ୟନ୍ତ ପବିତ୍ର ତୀର୍ଥସ୍ଥଳ। ମନ୍ଦିରର ଗର୍ଭଗୃହରେ ଭଗବାନ ମହାବୀରଙ୍କ ପ୍ରାଚୀନ ଚରଣ ପାଦୁକା (ପାଦ ଚିହ୍ନ) ସ୍ଥାପିତ ହୋଇଛି, ଯାହାକୁ ଶ୍ରଦ୍ଧାଳୁମାନେ ପୂଜା କରନ୍ତି। 
#bihar #pawapurijalmandir
Nikunjabihari Panda (@nikunjabiharip4) 's Twitter Profile Photo

ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଅବସରରେ ଶତକୋଟି ନମନ। #ABVPOdishaPaschim

ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଅବସରରେ ଶତକୋଟି ନମନ। 
#ABVPOdishaPaschim
Nikunjabihari Panda (@nikunjabiharip4) 's Twitter Profile Photo

"କୁହାଯାଏ ଯେ ଯାହା ନାହିଁ ଭାରତେ ତାହା ନାହିଁ ଜଗତେ" ଶିକ୍ଷା କ୍ଷେତ୍ରରେ ଦିନେ ସାରା ଦୁନିଆକୁ ଦିଗଦର୍ଶନ ଦେଉଥିବା ବିଶ୍ୱର ପ୍ରଥମ ଆବାସିକ ବିଶ୍ୱବିଦ୍ୟାଳୟ ଭାରତର ଜ୍ଞାନ ଓ ବିଜ୍ଞାନର କେନ୍ଦ୍ର ନାଳନ୍ଦା ବିଶ୍ୱବିଦ୍ୟାଳୟ lଏହା ଆମ ପାଇଁ ଖାଲି ଏକ ବିଶ୍ୱବିଦ୍ୟାଳୟ ନଥିଲା ଭାରତର ପ୍ରାଚୀନ ସଂସ୍କୃତି ଓ ସଭ୍ୟତାର ପେଣ୍ଠସ୍ଥଳୀ ମଧ୍ୟ ଥିଲାl

"କୁହାଯାଏ ଯେ ଯାହା ନାହିଁ ଭାରତେ ତାହା ନାହିଁ ଜଗତେ"
ଶିକ୍ଷା କ୍ଷେତ୍ରରେ ଦିନେ ସାରା ଦୁନିଆକୁ ଦିଗଦର୍ଶନ ଦେଉଥିବା ବିଶ୍ୱର ପ୍ରଥମ ଆବାସିକ ବିଶ୍ୱବିଦ୍ୟାଳୟ ଭାରତର ଜ୍ଞାନ ଓ ବିଜ୍ଞାନର କେନ୍ଦ୍ର ନାଳନ୍ଦା ବିଶ୍ୱବିଦ୍ୟାଳୟ lଏହା ଆମ ପାଇଁ ଖାଲି ଏକ ବିଶ୍ୱବିଦ୍ୟାଳୟ ନଥିଲା ଭାରତର ପ୍ରାଚୀନ ସଂସ୍କୃତି ଓ ସଭ୍ୟତାର ପେଣ୍ଠସ୍ଥଳୀ ମଧ୍ୟ ଥିଲାl
Nikunjabihari Panda (@nikunjabiharip4) 's Twitter Profile Photo

ଏବିଭିପି ଓଡିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତ ସମୀକ୍ଷା ଓ ଯୋଜନା ବୈଠକ ଆସନ୍ତା 25 ଓ 26 ଏପ୍ରିଲ କୋରାପୁଟ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଅଛି ୲ #ABVPOdishaPaschim #ABVPKORAPUT

ଏବିଭିପି ଓଡିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତ ସମୀକ୍ଷା ଓ ଯୋଜନା ବୈଠକ ଆସନ୍ତା  25 ଓ 26 ଏପ୍ରିଲ କୋରାପୁଟ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଅଛି ୲
#ABVPOdishaPaschim #ABVPKORAPUT
Nikunjabihari Panda (@nikunjabiharip4) 's Twitter Profile Photo

जगत पिता अवंतिका नरेश अनंत कोटि ब्रह्मांड नायक राजाधिराज योगिराज मृत्य लोकाधिपति कालों के काल बाबा महाकाल उज्जैन में बाबा महाकाल के दर्शन का परम सौभाग्य प्राप्त हुआ । सांब सदाशिव 🙏🏻 🙏🏻 #जय_श्री_शिव_शक्ति #अवन्तिका #महाकालेश्वर #फेसबुकरील #shivshankar #bhakti #dars

जगत पिता अवंतिका नरेश अनंत कोटि ब्रह्मांड नायक राजाधिराज योगिराज मृत्य लोकाधिपति कालों के काल बाबा महाकाल 

उज्जैन में बाबा महाकाल के दर्शन का परम सौभाग्य प्राप्त हुआ ।

सांब सदाशिव 🙏🏻 🙏🏻
#जय_श्री_शिव_शक्ति #अवन्तिका 
#महाकालेश्वर #फेसबुकरील #shivshankar 
#bhakti #dars
Nikunjabihari Panda (@nikunjabiharip4) 's Twitter Profile Photo

ଏବିଭିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଆମ ସମସ୍ତଙ୍କ ମାର୍ଗଦର୍ଶକ ଡଃ ରଘୁରାଜ ତିୱାରୀ ସାର୍ ଙ୍କ ସହ l #madhyapradesha #Ujjain

ଏବିଭିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଆମ ସମସ୍ତଙ୍କ ମାର୍ଗଦର୍ଶକ ଡଃ ରଘୁରାଜ ତିୱାରୀ ସାର୍ ଙ୍କ ସହ  l #madhyapradesha #Ujjain
Nikunjabihari Panda (@nikunjabiharip4) 's Twitter Profile Photo

ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶିପ୍ରା ନଦୀ କୂଳରେ ଅବସ୍ଥିତ ସାନ୍ଦିପନୀ ଆଶ୍ରମ ଏକ ଅତ୍ୟନ୍ତ ପବିତ୍ର ପୌରାଣିକ ସ୍ଥଳ। ଏହା ସେହି ପ୍ରାଚୀନ ଗୁରୁକୁଳ ଯେଉଁଠାରେ ଭଗବାନ ଶ୍ରୀକୃଷ୍ଣ, ବଳରାମ ଏବଂ ସୁଦାମା ମହର୍ଷି ସାନ୍ଦିପନୀଙ୍କଠାରୁ ୬୪ ଦିନରେ ୬୪ କଳା ଏବଂ ୧୪ ବିଦ୍ୟା ଶିକ୍ଷା କରିଥିଲେ। #sandipaniashram #Sandipani #MadhyaPradesh

ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶିପ୍ରା ନଦୀ କୂଳରେ ଅବସ୍ଥିତ ସାନ୍ଦିପନୀ ଆଶ୍ରମ ଏକ ଅତ୍ୟନ୍ତ ପବିତ୍ର ପୌରାଣିକ ସ୍ଥଳ। ଏହା ସେହି ପ୍ରାଚୀନ ଗୁରୁକୁଳ ଯେଉଁଠାରେ ଭଗବାନ ଶ୍ରୀକୃଷ୍ଣ, ବଳରାମ ଏବଂ ସୁଦାମା ମହର୍ଷି ସାନ୍ଦିପନୀଙ୍କଠାରୁ ୬୪ ଦିନରେ ୬୪ କଳା ଏବଂ ୧୪ ବିଦ୍ୟା ଶିକ୍ଷା କରିଥିଲେ। 
#sandipaniashram #Sandipani #MadhyaPradesh
Nikunjabihari Panda (@nikunjabiharip4) 's Twitter Profile Photo

ମଧ୍ୟପ୍ରଦେଶର ଉଜ୍ଜୈନ ଠାରେ ଅବସ୍ଥିତ ହରସିଦ୍ଧି ମାତା ମନ୍ଦିର ଏକ ପ୍ରସିଦ୍ଧ ପ୍ରାଚୀନ ଶକ୍ତିପୀଠ, ଯାହା 51 ଶକ୍ତିପୀଠ ମଧ୍ୟରୁ 13ତମ ବୋଲି ବିବେଚନା କରାଯାଏ। ମହାକାଳ ମନ୍ଦିର ନିକଟରେ ଅବସ୍ଥିତ ଏହି ମନ୍ଦିରରେ ମାତା ସତୀଙ୍କ କହୁଣୀ ପଡ଼ିଥିଲା ବୋଲି ବିଶ୍ୱାସ କରାଯାଏ | #MadhyaPradesh

Nikunjabihari Panda (@nikunjabiharip4) 's Twitter Profile Photo

ମଧ୍ୟପ୍ରଦେଶର ଉଜ୍ଜୈନ ଠାରେ ଏବିଭିପିର ପ୍ରାନ୍ତ ସଂଗଠନ ସମ୍ପାଦକ ବୈଠକ ଅନୁଷ୍ଠିତ ହୋଇଯାଇଛି l #ABVP #MadhyaPradesh #ujjain

ମଧ୍ୟପ୍ରଦେଶର ଉଜ୍ଜୈନ ଠାରେ ଏବିଭିପିର ପ୍ରାନ୍ତ ସଂଗଠନ ସମ୍ପାଦକ ବୈଠକ ଅନୁଷ୍ଠିତ ହୋଇଯାଇଛି l 
#ABVP #MadhyaPradesh #ujjain
Nikunjabihari Panda (@nikunjabiharip4) 's Twitter Profile Photo

ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତ ତରଫରୁ କୋରାପୁଟ ଠାରେ ପ୍ରାନ୍ତ ସମୀକ୍ଷା ଓ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି।#ABVPOdishaPaschim #ABVPKORAPUT

ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତ ତରଫରୁ କୋରାପୁଟ ଠାରେ ପ୍ରାନ୍ତ ସମୀକ୍ଷା ଓ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି।#ABVPOdishaPaschim #ABVPKORAPUT
Nikunjabihari Panda (@nikunjabiharip4) 's Twitter Profile Photo

୩ ମଇ ୨୦୨୬ ତାରିଖ ଦିନ ସମ୍ବଲପୁର ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ତରଫରୁ ରାଜ୍ଯ ବିଶ୍ବବିଦ୍ୟାଳୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। #Abvpodishapaschim

୩ ମଇ ୨୦୨୬ ତାରିଖ ଦିନ ସମ୍ବଲପୁର  ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ତରଫରୁ ରାଜ୍ଯ ବିଶ୍ବବିଦ୍ୟାଳୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। 
#Abvpodishapaschim
Nikunjabihari Panda (@nikunjabiharip4) 's Twitter Profile Photo

ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଠାରେ ବ୍ଲକ୍ ଦର୍ଶନ ଅଭିଯାନ ନିମନ୍ତେ ରେଢ଼ାଖୋଲ ନଗରର ନଗର ବୈଠକ ଅନୁଷ୍ଠିତ ହୋଇଯାଇଛି। "ଗୋଟିଏ କାର୍ଯ୍ୟକର୍ତ୍ତା ଗୋଟିଏ ବ୍ଲକ" #ABVPOdishaPaschim

ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଠାରେ ବ୍ଲକ୍ ଦର୍ଶନ ଅଭିଯାନ ନିମନ୍ତେ ରେଢ଼ାଖୋଲ ନଗରର ନଗର ବୈଠକ ଅନୁଷ୍ଠିତ ହୋଇଯାଇଛି।
"ଗୋଟିଏ କାର୍ଯ୍ୟକର୍ତ୍ତା ଗୋଟିଏ ବ୍ଲକ"
 #ABVPOdishaPaschim
Dr. Virendra Singh Solanki (@drvirendrass) 's Twitter Profile Photo

*पश्चिम बंगाल विधानसभा चुनाव परिणाम का ऐतिहासिक जनादेश भयमुक्त, राष्ट्रवादी एवं विकासोन्मुखी जनभावनाओं का परिचायक : अभाविप* #bengal #बंगाल_का_रिजल्ट

*पश्चिम बंगाल विधानसभा चुनाव परिणाम का ऐतिहासिक जनादेश भयमुक्त, राष्ट्रवादी एवं विकासोन्मुखी जनभावनाओं का परिचायक : अभाविप*

#bengal 
#बंगाल_का_रिजल्ट
Nikunjabihari Panda (@nikunjabiharip4) 's Twitter Profile Photo

ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତ ତରଫରୁ ସମ୍ବଲପୁର ଠାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ବୈଠକ ଅନୁଷ୍ଠିତ ହୋଇଯାଇଛି। #StateUniversityMeeting #ABVPOdishaPaschim

ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତ ତରଫରୁ ସମ୍ବଲପୁର ଠାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
#StateUniversityMeeting 
#ABVPOdishaPaschim
Nikunjabihari Panda (@nikunjabiharip4) 's Twitter Profile Photo

ବିକାଶାର୍ଥେ ବିଦ୍ୟାର୍ଥୀ ଓଡ଼ିଶା ପଶ୍ଚିମ ପ୍ରାନ୍ତ ତରଫରୁ ମେ ୯ ରୁ ୧୩ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଠାରେ “ଗ୍ରାମ୍ୟ ଜୀବନ ଦର୍ଶନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଅଛି । #GramyajibanDarshan #SFDOdishaPaschim

ବିକାଶାର୍ଥେ ବିଦ୍ୟାର୍ଥୀ ଓଡ଼ିଶା ପଶ୍ଚିମ ପ୍ରାନ୍ତ ତରଫରୁ ମେ ୯ ରୁ ୧୩ ପର୍ଯ୍ୟନ୍ତ କଳାହାଣ୍ଡି  ଜିଲ୍ଲା ଥୁଆମୂଳ ରାମପୁର ଠାରେ “ଗ୍ରାମ୍ୟ ଜୀବନ ଦର୍ଶନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଅଛି ।

#GramyajibanDarshan 
#SFDOdishaPaschim
Nikunjabihari Panda (@nikunjabiharip4) 's Twitter Profile Photo

ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୁଷଣ ମିଶ୍ର ସାର୍ ଙ୍କୁ ଭେଟି ଏବିଭିପିର ବାର୍ଷିକ ଡାଏରୀ ଦେବା ଅବସରରେ। #ABVPOdishaPaschim

ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୁଷଣ ମିଶ୍ର ସାର୍ ଙ୍କୁ ଭେଟି ଏବିଭିପିର ବାର୍ଷିକ ଡାଏରୀ ଦେବା ଅବସରରେ।
#ABVPOdishaPaschim
Nikunjabihari Panda (@nikunjabiharip4) 's Twitter Profile Photo

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ତରବୋଡ ଠାରେ ଦଶମ ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀଙ୍କ ପାଇଁ ଭବିଷ୍ୟ ଦୃଷ୍ଟି (କ୍ୟାରିୟର ମାର୍ଗଦର୍ଶନ)କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। #carrierGuidance #abvpnuapada #ABVPOdishaPaschim

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ତରବୋଡ ଠାରେ ଦଶମ ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀଙ୍କ ପାଇଁ ଭବିଷ୍ୟ ଦୃଷ୍ଟି (କ୍ୟାରିୟର ମାର୍ଗଦର୍ଶନ)କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। 
#carrierGuidance  
#abvpnuapada 
#ABVPOdishaPaschim
Nikunjabihari Panda (@nikunjabiharip4) 's Twitter Profile Photo

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତର 'ବ୍ଳକ ଦର୍ଶନ ଅଭିଯାନ' ଅବସରରେ ବଲାଙ୍ଗିର ନଗର ବୈଠକ ଅନୁଷ୍ଠିତ ହୋଇଯାଇଛି। #ABVPBalangir

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତର 'ବ୍ଳକ ଦର୍ଶନ ଅଭିଯାନ' ଅବସରରେ ବଲାଙ୍ଗିର ନଗର ବୈଠକ ଅନୁଷ୍ଠିତ ହୋଇଯାଇଛି।
#ABVPBalangir
Nikunjabihari Panda (@nikunjabiharip4) 's Twitter Profile Photo

ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତ ତରଫରୁ ବିକାଶାର୍ଥେ ବିଦ୍ୟାର୍ଥୀ ଗତିବିଧି ଦ୍ଵାରା ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରା ଠାରେ “ଗ୍ରାମ୍ୟ ଜୀବନ ଦର୍ଶନ” କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି l #GramyajibanDarshan #SFDOdishaPaschim

ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତ ତରଫରୁ ବିକାଶାର୍ଥେ ବିଦ୍ୟାର୍ଥୀ ଗତିବିଧି ଦ୍ଵାରା ସୁନ୍ଦରଗଡ ଜିଲ୍ଲାର  ବାଲିଶଙ୍କରା ଠାରେ “ଗ୍ରାମ୍ୟ ଜୀବନ ଦର୍ଶନ” କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି l 
#GramyajibanDarshan 
#SFDOdishaPaschim