Babu Jena (@1617babu) 's Twitter Profile
Babu Jena

@1617babu

ID: 1743334128798613504

calendar_today05-01-2024 18:10:54

22 Tweet

10 Followers

48 Following

Chandrakanti ( ଚୁଟକି ) (@chandrakantipr3) 's Twitter Profile Photo

ତା'ଦେହରେ ଅୟୁତ ବର୍ଷର ତାତି.... ମୁଣ୍ଡରେ ପାଣି ପଟି ଦେଉ ଦେଉ, ଭୃଲତା ମଝିରେ ବୋକ ଦେଇ ପଚାରିଲି... ଏଇ କେମିତି ସହିଯାଉଛ ଏତେ ଯନ୍ତ୍ରଣା? କେବେ ତ ଏ‌ ଅଭାଗିନୀ ପାଖରେ ଅଭିଯୋଗ କରିବା ସିଖ ! -" ମୁଁ ଖାଲି ତୁମକୁ ଭଲପାଇ ଜାଣେ..... " ସେପଟୁ ଗୁଣୁଗୁଣୁ ହୋଇ ଉତ୍ତର ଆସିଲା । #ଗାରାଗାରି

Chandrakanti ( ଚୁଟକି ) (@chandrakantipr3) 's Twitter Profile Photo

ତୁମ ପ୍ରତିଟି ନିଃଶ୍ୱାସ ମୋ ଗାଲରେ ସହସ୍ର ବୋକ ଦେଉଥିଲା , ଆଉ ସେତେବେଳେ ମାର୍ଗଶୀର ଶୀତ ରାତି ଝୁମୁଥିଲା !!! ।। ଇତି ।। ତୁମର ପ୍ରାଣପ୍ରିୟା ..... #ଜୀବନ

Chandrakanti ( ଚୁଟକି ) (@chandrakantipr3) 's Twitter Profile Photo

#ଗଳ୍ପକାନ୍ତି କୁ ଆପଣମାନଙ୍କ ହାତରେ ଆଦରରେ ଟେକିଦେଲି। ଆଶା କରେ ଆପଣମାନେ ତାକୁ ଖୁବ୍ ସ୍ନେହ ଶ୍ରଦ୍ଧା ଓ ଭଲପାଇବା ଦେବେ। Thank you ଶୁଭପଲ୍ଲବ ~ Shubhapallaba Shubhapallaba Publication - ଶୁଭପଲ୍ଲବ ପ୍ରକାଶନ Sangram Keshari Senapati (ଗପୁ) ତାପସ Sambeet Galpakanti: Ayamarambha (ଗଳ୍ପକାନ୍ତି: ଅୟମାରମ୍ଭ) by Chandrakanti Pradhan amzn.in/d/8hl0Zwu

Sangram Keshari Senapati (ଗପୁ) (@ssgapu22) 's Twitter Profile Photo

ରଙ୍ଗର ଉତ୍ସବ ହୋଲିର ଶୁଭେଚ୍ଛା । ଏହି ଦୋଳ ଅବସରରେ ପଢ଼ନ୍ତୁ #ଶୁଭପଲ୍ଲବ ପ୍ରକାଶନ ଦ୍ୱାରା ପ୍ରକାଶିତ Chandrakanti ( ଚୁଟକି ) ଙ୍କର ନୂଆ ଗଳ୍ପ ସଂକଳନ #ଗଳ୍ପକାନ୍ତି । ଆମାଜନ ଲିଙ୍କ: amzn.to/4bQ4J0F

ରଙ୍ଗର ଉତ୍ସବ ହୋଲିର ଶୁଭେଚ୍ଛା । ଏହି ଦୋଳ ଅବସରରେ ପଢ଼ନ୍ତୁ #ଶୁଭପଲ୍ଲବ ପ୍ରକାଶନ ଦ୍ୱାରା ପ୍ରକାଶିତ <a href="/ChandrakantiPr3/">Chandrakanti ( ଚୁଟକି )</a> ଙ୍କର ନୂଆ ଗଳ୍ପ ସଂକଳନ #ଗଳ୍ପକାନ୍ତି ।

ଆମାଜନ ଲିଙ୍କ: amzn.to/4bQ4J0F
Chandrakanti ( ଚୁଟକି ) (@chandrakantipr3) 's Twitter Profile Photo

#ବର୍ଷା-୧ ତାତି ତମାମ ବର୍ଷା। ରାତି ବାରଟା ବାଜି ପଚିଶ ମିନିଟ୍।ହଠାତ୍ ଫୋନ୍ ବାଜିଲା।-" ହାଲୋ,କୁହ କ'ଣ ହେଲା? -"ତମେ ଟିକେ ଆପାର୍ଟମେଣ୍ଟ ତଳକୁ ଆସ।ନହେଲେ ମୁଁ ମରିଯିବି।" ଯିବି ଯିବିନି ଭାବି ଶେଷରେ ଗଲି। ମୁଁ କିଛି କହିବି.. ତା'ର ଶକ୍ତ ବଳିଷ୍ଠ ହାତ ଦିଟା ମୋ ଦୁଇ ଗୋଡ଼ ଜାବୁଡ଼ି ଧରି ,କଇଁ କଇଁ କାନ୍ଦି କହୁଥାଏ,"ମୁଁ ତମକୁ ଭଲପାଏ!"

Chandrakanti ( ଚୁଟକି ) (@chandrakantipr3) 's Twitter Profile Photo

#ବର୍ଷା_୨ ବର୍ଷା ହେବ ମାନେ, ତାଙ୍କ'କଥା ମନେ ପଡ଼ିବା ଥୟ। ଦିନେ ରାସ୍ତାରେ ଦୁହେଁ ବର୍ଷାରେ ଭିଜିଲୁ।ପ୍ରବଳ ଥଣ୍ଡା ଦେହ ଥରୁଥାଏ।ଘରେ ପହଞ୍ଚି ପଚାରିଲି ,-"ଏଇ,ତମେ କ'ଣ ପିଇବ? ଚା ନାଁ କଫି? -"ଏଥିରୁ କୋଉଟା ବି ନୁହେଁ।ଏଠିକି ଆସ ଗୋଟେ ଇମ୍ପୋଟାଣ୍ଟ୍ କଥା କହିବି।"ସେ ଧିରେ କହିଲେ। ନିର୍ବୋଧ ମୁଁ ପୁଣି ଫସିଗଲି।ତାଙ୍କ ବାହୁବନ୍ଧନରେ

Chandrakanti ( ଚୁଟକି ) (@chandrakantipr3) 's Twitter Profile Photo

#ବର୍ଷା_୩ -"ଆରେ,ଏତେ ଝଡ଼ ତୋଫାନ ରେ ବାଲକୋନୀରେ ଏକା ବସି କ'ଣ ଭାବୁଛ? ସେ-"ନାଇଁ ମାନେ ଭାବୁଥିଲି,ଏ"ବର୍ଷା"ଗୋଟେ ଡରୁକୁଳି ପ୍ରେମିକା ପରି ନୁହେଁ?!ଆସେ ଆଉ ଛପ୍ କିନା ଚାଲିଯାଏ ମୁଁ-ଆଛା ଏ ଭିତରେ ତମେ ପ୍ରେମିକ ହୋଇଗଲଣି?! ଲାଗୁଛି ବର୍ଷା ପ୍ରେମରେ ପୁରା ଉବୁଟୁବୁ? ସେ-ହାଏ ପ୍ରେମ କଣ ମିଳେ ବଜାରରେ?ମୁଁ ତ କୁଆପଥର ମାଡରେ କ୍ଷତାକ୍ତ

Chandrakanti ( ଚୁଟକି ) (@chandrakantipr3) 's Twitter Profile Photo

#ବର୍ଷା_୪ NH -33 Marine driveର ବର୍ଷା ଅଭୁଲା ଏକ ଅନୁଭୁତି।ଓଭର ବ୍ରିଜ୍ ରେ ଗାଡ଼ି ଅଟକାଇ, ତୁମେ ନାଁ କହୁଥିଲ,ଆଉ ମୁଁ ଓଦା ହଉଥିଲି। ତୁମେ ଗାଳି ଦଉଥିଲ, ବର୍ଷା ମତେ ଗେହ୍ଲା କରୁଥିଲା। ତୁମେ ପାଖେ ଆସ ଡାକୁଥିଲ । ମୁଁ କିନ୍ତୁ ସେଦିନ ଅନେକ ଦୂରକୁ ଯାଉଥିଲି....ତୁମଠାରୁ....ନିଜଠାରୁ... ବର୍ଷଠାରୁ..... ଅନେକ ଦୂରକୁ.....

Chandrakanti ( ଚୁଟକି ) (@chandrakantipr3) 's Twitter Profile Photo

#ବର୍ଷା_୫ ବାହାରେ ବର୍ଷା।କାର ଭିତରେ,"ଲଗଜା ଗଲେ ସେ" ଗୀତ ବାଜୁଥିଲା।ଭାବିଲି, ଯା' ହେଉ ତୁମେ ଛାଡ଼ି ଯିବା ଦିନଟା ଅନ୍ତତଃ ମର୍ମାହତ ନହେଇ ରୋମାଞ୍ଚକର ହୋଇଯିବ!ମୁଁ ଚୁପ୍ ଚାପ୍ ବସିଥାଏ -"ଏଇ,ଚାଲ ନା ଆଜି ବର୍ଷାରେ ଟିକେ ଭିଜିବା।"ସେ କହିଲେ। ମୋ ପିଣ୍ଡକୁ ଯେମିତି ପ୍ରାଣ ମିଳିଗଲା। -"ହଁ..ଚାଲ ଏ ଯେ ଆମ ଜୀବନର ଶେଷ ବର୍ଷା!ମୁଁ କହିଲି।

Chandrakanti ( ଚୁଟକି ) (@chandrakantipr3) 's Twitter Profile Photo

#ବର୍ଷା_୬ -'ଶଃ ଅପେକ୍ଷା କର।ଆହୁରି ଅପେକ୍ଷା କର ବର୍ଷାକୁ।ସେ କିନ୍ତୁ ଆସିବନି ଗଛରେ ଫୁଲ ଧରିଲା ବେଳକୁ।"ଗାଁ ଲୋକ କୁହା କୁହି ହେଉଥିଲେ।ମୁଁ ଅବାକ୍ ହୋଇ ଚାହିଁଥାଏ ଆକାଶକୁ। -"ବର୍ଷା ଆସିଲେ କହିଦବ ତାକୁ,"ଏ ସନ୍ ଧାନ, ଧନ ସବୁ ଉଜୁଡିଲା।ଏବେ ଶୁକୁଟା ଭାଇ ଶବ ଓହୋଳିଛି ଗହୀର ଗଣ୍ଡା ଶିରିସ ଗଛରେ"। କହି, କେହି କାନ୍ଦିବାର ଶୁଭୁଥିଲା।

ହିମାଂଶୁ #ଗଳ୍ପକବିତା✍️🇮🇳 (@galpakabita) 's Twitter Profile Photo

#ଗଳ୍ପକାନ୍ତି ! ମୋ ମତରେ ଜଣେ ଈଶ୍ୱରୀ ହାତରେ ମଣିଷଙ୍କୁ ମଣିଷଙ୍କ ସମ୍ବାଦ ରୂପକ ପୁସ୍ତକ । ଏତେ ଦରଦୀ କଥା ,ବାତ୍ସଲ୍ୟ ମମତା ,ଭୁଲ-ଠିକର ନିଦର୍ଶନ ଓ ଆଶା ଆକାଂକ୍ଷାର ସମ୍ପୂର୍ଣ୍ଣ ରୂପକ ଉପସ୍ଥାପନ ହୁଏତ ପାଠକଙ୍କ ପାଖେ ପହଞ୍ଚିବାରେ ଏକ ସୌଭାଗ୍ୟ ମୋ ମତରେ । ଲେଖିକାଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ଊଣାପଡ଼ିବ ଧନ୍ୟବାଦ ଶୁଭପଲ୍ଲବ ~ Shubhapallaba

Chandrakanti ( ଚୁଟକି ) (@chandrakantipr3) 's Twitter Profile Photo

🙏🙏 ଭାଈ। #ଗଳ୍ପକାନ୍ତି ଲୋକ ମାନଙ୍କ ନିଜସ୍ବ କାହାଣୀ। ହସପିଟାଲ ରେ ବହୁତ ରୋଗୀ ବଞ୍ଚିବାକୁ ଚାହିଲା ବେଳେ ଅନେକ ମରିବାର ଭିକ ମାଗନ୍ତି। କଷ୍ଟ ସହିନପାରି। Sambeet Sangram Keshari Senapati (ଗପୁ) ତାପସ

Babu Jena (@1617babu) 's Twitter Profile Photo

ମୁଁ ଯଦି ଗପ କି କବିତା ଟିଏ ହୋଇ ପାରନ୍ତି। ତେବେ ତୁମ କଲମରୁ,କାଗଜରେ ଉତୁରି ଯାଆନ୍ତି। #ତୁମପାଇଁ

Chandrakanti ( ଚୁଟକି ) (@chandrakantipr3) 's Twitter Profile Photo

#ତୁମ ଆସିବା ସମୟ ମତେ ଜଣେଇବାକୁ, କାନ୍ଥଘଣ୍ଟା କୁ ଅନେକ ଅନୁରୋଧ କଲି, ସେ ଖାଲି ଟିକ୍ ଟିକ୍ କଲା।ଧେତ୍...ମୁଁ ତାକୁ ମୁହଁ ମୋଡ଼ିଦେଲି ତୁମେ ଆସୁଥିବ! ରକ୍ତିମ ଗୋଲାପର ପାଖୁଡ଼ା ପରି ତୁମ ପାଦ ଦୁଇଟିକୁ ମୋ ଓଠ ଚୁମୁଥିବ ବାରମ୍ବାର। ସମୟର କାନ ମୋଡ଼ି,ଅଝଟ କରି ତାକୁ ଅଟକାଇବୁ ଅନୁରୋଧ କରୁଥିବି! ରାତି ପାହିଯିବ ଆଉ ନିଦ ଭାଙ୍ଗିଯିବ..