ଶୁଭପଲ୍ଲବ ~ Shubhapallaba
@shubhapallaba
#Shubhapallaba (#ଶୁଭପଲ୍ଲବ) is an Odia Magazine and web portal available in languages like #Odia, #English, #Hindi, #Sanskrit, #Punjabi, #Telugu and #Bangla
ID: 979781976881209345
https://shubhapallaba.in/ 30-03-2018 18:06:41
12,12K Tweet
4,4K Followers
383 Following
" ଶୁଭପଲ୍ଲବ " ଆପଣଙ୍କ ସୃଜନ ଅପେକ୍ଷାରେ 🍂 . . . . . ଶୁଭପଲ୍ଲବ ~ Shubhapallaba Shubhapallaba Publication - ଶୁଭପଲ୍ଲବ ପ୍ରକାଶନ Shubhapallaba Store Shubhapallaba Quotes . . . Sangram Keshari Senapati (ଗପୁ) ତାପସ Sambeet 🌳
youtu.be/g3y2ToyJ_S8?si… କାଶତଣ୍ଡି କିଛି କହୁଛି ସମୟ ହେଲେ ଶୁଣିବେ 😊 ଶୁଭପଲ୍ଲବ ~ Shubhapallaba
youtu.be/UxY-n7FP9nw?si… ଗଙ୍ଗଶିଉଳି - ଏକ ମାଟିମନସ୍କ ଫୁଲର ଗାଥା 😊 ଶୁଭପଲ୍ଲବ ~ Shubhapallaba
youtu.be/iJaEEhhjSu8?si… ଦୁର୍ଗା :- ମା' ଏଇ ଜଗତର 🙏🏼 ଶୁଭପଲ୍ଲବ ~ Shubhapallaba
#ଶୁଭପଲ୍ଲବ ଦ୍ବାରା ଆୟୋଜିତ #ଗାନ୍ଧୀ_ଜୟନ୍ତୀ କୁଇଜରେ ଅଂଶଗ୍ରହଣ କଲି । ମହାତ୍ମା ଗାନ୍ଧୀଙ୍କ ସହିତ ଜଡ଼ିତ କେତେକ ଅନଭିଜ୍ଞ ତଥ୍ୟ ବିଷୟରେ ଅବଗତ ହେଲି । ଶୁଭପଲ୍ଲବକୁ ହୃଦୟ ଆନ୍ତରିକତାରୁ କୃତଜ୍ଞତା ଜ୍ଞାପନ କରୁଛି । ଶୁଭପଲ୍ଲବ ~ Shubhapallaba
#ଶାସ୍ତ୍ରୀ_ଜୟନ୍ତୀ ଉପଲକ୍ଷେ #ଶୁଭପଲ୍ଲବ ଦ୍ବାରା ଆୟୋଜିତ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କଲି । ଶୁଭପଲ୍ଲବର ଏହି ଅଭିନବ ପ୍ରୟାସ ପାଇଁ ଅନେକ ଅନେକ ଧନ୍ୟବାଦ । ଶୁଭପଲ୍ଲବ ~ Shubhapallaba
ଶୁଭପଲ୍ଲବ ~ Shubhapallaba ରୁ ପ୍ରାପ୍ତ #ରକ୍ଷାବନ୍ଧନ ବହିରେ ରହିଛି ୩୩ଗୋଟି ଗଳ୍ପ ଓ ୮୫ ଗୋଟି କବିତା । ଗୋଟିଏ ବିଷୟବସ୍ତୁକୁ ନେଇ ଅନେକ ସ୍ରଷ୍ଟାଙ୍କ ଦ୍ୱାରା ଲେଖାଯାଇଥିବା ସଂକଳନଟି ବହୁତ ସୁନ୍ଦର ଲାଗୁଛି । ସମସ୍ତ ଲେଖକ ଲେଖିକାଙ୍କୁ ଅଜସ୍ର ଶୁଭେଚ୍ଛା । Sangram Keshari Senapati (ଗପୁ) 🙏