Sambeet (@sambeetarts) 's Twitter Profile
Sambeet

@sambeetarts

Ui-Ux designer by profession artist by passion. Always ready to draw for children books. Love to spend time @odisha

ID: 112929294

linkhttp://www.shutterstock.com/g/sambeetarts calendar_today10-02-2010 04:37:26

1,1K Tweet

838 Followers

461 Following

Sambeet (@sambeetarts) 's Twitter Profile Photo

ପବିତ୍ର ଦୀପାବଳୀ ଆପଣଙ୍କ ଜୀବନ ରେ ପୂର୍ବ ରୁ ପ୍ରତିଷ୍ଠା, ପଶ୍ଚିମ ରୁ ପ୍ରତିପତ୍ତି, ଉତ୍ତର ରୁ ଉନ୍ନତି, ଦକ୍ଷିଣ ରୁ ଦୈବୀ କୃପା , ଐଶାନ୍ୟ ରୁ ଐଶ୍ୱର୍ଯ୍ୟ, ନୈରୁତ ରୁ ନୈତିକତା, ଆଗ୍ନେୟ ରୁ ଆଦର୍ଶ, ବାୟବ୍ୟ ରୁ ବୈଭବ, ଆକାଶ ରୁ ଆଦର ଓ ପାତାଳ ରି ପ୍ରାଚୂର୍ୟ ଆଣିଦେଉ।

Sambeet (@sambeetarts) 's Twitter Profile Photo

I am in train 11020(konark express) It supposed to be at Hyderabad arround 10:00am but the train is late till now 6hr 30 min late did Ministry of Railways take any steps to improve the timing of tains. General Manager,South Central Railway South Central Railway

ଅକାଳ କୁଷ୍ମାଣ୍ଡ 🇮🇳 (Yours sarcastically) (@akala_kushmanda) 's Twitter Profile Photo

Sangram Keshari Senapati (ଗପୁ) Tanaya Patnaik Congratulations Gapu! ଶୁଭପଲ୍ଲବ ଆଜି ଯେଉଁ position ରେ ଅଛି ତାହାର ଶ୍ରେୟ କେବଳ ୩ଜଣଙ୍କର: Sangram Keshari Senapati (ଗପୁ) , ତାପସSambeet ବାକି ସମସ୍ତଙ୍କ ଅବଦାନ କେବଳ ଗୁଣ୍ଡୁଚି ମୂଷା ପରି। ଗୋଟିଏ ପତ୍ରିକା ଚଲେଇବା ଆଉ ଏମିତି ରେଗୁଲାର ଚଲେଇବା କିଛି ସହଜ ବ୍ୟାପାର ନୁହେଁ। ଏଥିପାଇଁ ଯେତେ ପ୍ରଶଂସା କଲେ ବି କମ୍ ହେବ!

Sambeet (@sambeetarts) 's Twitter Profile Photo

#penandinkart #drawingpen #pen #pendrawing #inkdrawing #ink #inkmaster #onlyblackart #penandinkalliance #blackandwhitedrawing #inkonpaper #inking #inkillustration #pendrawings #penwork #penartwork #penandinkdrawing #micronart #inklove #blackandwhitesketch #inkwash #sambeetarts

Create it after a long time. #penandinkart #drawingpen #pen #pendrawing #inkdrawing #ink #inkmaster #penandinkalliance #blackandwhitedrawing #inkonpaper #inking #inkillustration #pendrawings #penwork #penartwork #penandinkdrawing #micronart #inklove #inkwash #sambeetarts

ଶୁଭପଲ୍ଲବ ~ Shubhapallaba (@shubhapallaba) 's Twitter Profile Photo

ପବିତ୍ର ଗଣେଶ ପୂଜାର ଶୁଭେଚ୍ଛା ସହିତ ଭେଟି ଦେଉଛୁ ଶୁଭପଲ୍ଲବର ୫୪ଶ ସଂସ୍କରଣ । ଡାଉନ୍‌ଲୋଡ୍ ଲିଙ୍କ: bit.ly/Shubha54 Cover art: Sambeet Editorial: ତାପସ Design: Sangram Keshari Senapati (ଗପୁ) #ଶୁଭପଲ୍ଲବ #Shubhapallaba #Shubhapallaba54 ପଢ଼ି କରି ମତାମତ ଦେବାକୁ ଭୁଲିବେ ନାହିଁ 😊

ପବିତ୍ର ଗଣେଶ ପୂଜାର ଶୁଭେଚ୍ଛା ସହିତ ଭେଟି ଦେଉଛୁ ଶୁଭପଲ୍ଲବର ୫୪ଶ ସଂସ୍କରଣ ।

ଡାଉନ୍‌ଲୋଡ୍ ଲିଙ୍କ: bit.ly/Shubha54
Cover art: <a href="/sambeetarts/">Sambeet</a> 
Editorial: <a href="/tapasr10/">ତାପସ</a> 
Design: <a href="/ssgapu22/">Sangram Keshari Senapati (ଗପୁ)</a> 

#ଶୁଭପଲ୍ଲବ #Shubhapallaba #Shubhapallaba54 

ପଢ଼ି କରି ମତାମତ ଦେବାକୁ ଭୁଲିବେ ନାହିଁ 😊
Chandrakanti ( ଚୁଟକି ) (@chandrakantipr3) 's Twitter Profile Photo

ମୁଁ କ'ଣ ଜାଣିଥିଲି ଦିନେ ଦୁଇ ମୋଟା ମଲାଟ ଭିତରେ ମୁଁ ବଞ୍ଚିବାର ଠିକଣା ଖୋଜିପାଇବି! Sambeet ଭାଇ ଆଜିବି ମନେ ଅଛି ଆପଣଙ୍କ କହିବା ପରେ ଗଳ୍ପକାନ୍ତି ଲେଖିବା କଥା। ଆପଣ ମୋ ବହିରେ ସୁନ୍ଦର ପ୍ରଛଦପଟ ମାନ କରି ତାକୁ ଗୋଟାପଣେ ଜୀବିତ କରି ଦେଇଛନ୍ତି।

ମୁଁ କ'ଣ ଜାଣିଥିଲି ଦିନେ ଦୁଇ ମୋଟା ମଲାଟ ଭିତରେ ମୁଁ ବଞ୍ଚିବାର ଠିକଣା ଖୋଜିପାଇବି! 
<a href="/sambeetarts/">Sambeet</a> ଭାଇ ଆଜିବି ମନେ ଅଛି ଆପଣଙ୍କ କହିବା ପରେ ଗଳ୍ପକାନ୍ତି ଲେଖିବା କଥା। 
ଆପଣ ମୋ ବହିରେ ସୁନ୍ଦର ପ୍ରଛଦପଟ ମାନ କରି ତାକୁ ଗୋଟାପଣେ ଜୀବିତ କରି ଦେଇଛନ୍ତି।
ହିମାଂଶୁ #ଗଳ୍ପକବିତା✍️🇮🇳 (@galpakabita) 's Twitter Profile Photo

ଧନ୍ୟବାଦ ଭାଇ 🙏। ମୋ ଜୀବନର ଏ ପ୍ରଥମ ସୋପାନରେ ଆପଣଙ୍କ ଏ ଆଶୀର୍ବାଦ ସର୍ବଦା ମନେ ରହିବ । ଓଡ଼ିଶାର କଳା ସଂସ୍କୃତି ର ଏ ଚିତ୍ର ସହ ମାନବତାର ଅବଗୁଣ ଗାଢ଼ ଛାଇ ଥିବା #ଦୈତ୍ୟ ମାନଙ୍କୁ ସ୍ୱାଗତ ।