Chandrakanti ( ଚୁଟକି ) (@chandrakantipr3) 's Twitter Profile
Chandrakanti ( ଚୁଟକି )

@chandrakantipr3

B.Sc Nursing graduate, #Nursing_Officer,#Govt_of_Odisha
#Writer 🖊️#ଗଳ୍ପକାନ୍ତି
#Poetic_Nurse 🥰
#His_Beloved 🌙
#ବାପାମାଆ😘 #ଓଡ଼ିଆ_ଝିଅ #ଜୟ_ଜଗନ୍ନାଥ

ID: 875935822163431427

linkhttps://www.youtube.com/@chandu_88 calendar_today17-06-2017 04:39:08

10,10K Tweet

3,3K Followers

1,1K Following

esanum (@esanum) 's Twitter Profile Photo

Dr. Muhammad Moor ✅ Answer: It’s a central D2 antagonist → worsens parkinsonism 🧠 Blocks striatal dopamine and counteracts levodopa ⚡️ Can precipitate/exacerbate rigidity, bradykinesia, acute dystonia/akathisia 💡 Safer antiemetics in PD: domperidone (peripheral D2) or ondansetron

Dr Shankar Ramchandani (@dr_sramchandani) 's Twitter Profile Photo

ମୋ ଝିଅ ଜନ୍ମଦିନରେ vimsar ରେ ଗତ 3 ମାସ ମଧ୍ୟରେ ଜନ୍ମିତ 20 ଜଣ ଗରିବ ପରିବାର ର କନ୍ୟା ରତ୍ନ ପାଇଁ ଏକ ଲକ୍ଷ ଟଙ୍କା (ପ୍ରତ୍ୟେକ 5000)ର ସୁକନ୍ୟା ଯୋଜନା ଆରମ୍ଭ କରିବାକୁ ଯାଉଛି,ଝିଅ ବୋଝ ନୁହେଁ ଗର୍ବ

ମୋ ଝିଅ ଜନ୍ମଦିନରେ vimsar ରେ ଗତ 3 ମାସ ମଧ୍ୟରେ ଜନ୍ମିତ 20 ଜଣ ଗରିବ ପରିବାର ର କନ୍ୟା ରତ୍ନ ପାଇଁ ଏକ ଲକ୍ଷ ଟଙ୍କା (ପ୍ରତ୍ୟେକ 5000)ର ସୁକନ୍ୟା ଯୋଜନା ଆରମ୍ଭ କରିବାକୁ ଯାଉଛି,ଝିଅ ବୋଝ ନୁହେଁ ଗର୍ବ
Dr Abdul Hameed (@drabdulhameed07) 's Twitter Profile Photo

Dr. Akhil 🇮🇳 🚨Adson's Test 🔴Used to diagnose Thoracic Outlet Syndrome . 👉Procedure: 🔴Patient takes a deep breath, extends neck turns head towards affected side, while examiner palpates radial pulse. ⚠️Positive test: 🔴Decrease or disappearance of radial pulse suggests subclavian

ବିଶ୍ୱଜିତ୍ /🌍jeet 🇮🇳 (@biswa4evr) 's Twitter Profile Photo

ଏଇ ଦୁଇ ଧାଡି଼ ଟିକେ ଟିଭି ରେଡିଓ ମାଧ୍ୟମରେ ଛୁଆଂକ ବାପା ମାଂକୁ ବୁଝାନ୍ତୁ….. ଆପଣ ଅର୍ଡର କରିଦେଲେ, ଡାକ୍ତର ନ ଲେଖିଲେ, ଛୁଆ ବାପା ମା କହିବେ ସରକାର ତ ମାଗଣା ଦଉଛି, ତମେ ଲେଖିବନି କଣ ପାଇଁ ?

ତୋ ବୋପା ଦିହକରେ ଖାଇଥିଲୁ ନା ?? ଭାତ ଥାଳିଏକୁ ଦରସିଝା ମାଛ ଖଣ୍ଡେ ହେଲେ ତମ ଖେଳ ଶେଷ, ପେଲେ* ପୁଅ ଆଇଲେ ଆମକୁ ଖାଦ୍ୟ ଦେଖେଇବେ!!! Btw, ତମ ରୋସୋଗୋଲା ବାଳ ଭଳି ଲାଗେ 😁

Champakeswara Mahanta ଚମ୍ପକେଶ୍ୱର ମହାନ୍ତ 🇮🇳 (@itzchampak) 's Twitter Profile Photo

ଢଳ ଢଳ ଶିଶିର ବୁନ୍ଦା ସୁ ସୁ କୋହଲା ପବନ ଆଦ୍ୟ ସୁରୁଜର ସୁନେଲି କିରଣ ବାସ୍, ୟା ଠୁ ସୁନ୍ଦର ସକାଳ କ୍ଵଚିତ ହିଁ ଥିବ..!🌄❤️

ଢଳ ଢଳ ଶିଶିର ବୁନ୍ଦା 
ସୁ ସୁ କୋହଲା ପବନ 
ଆଦ୍ୟ ସୁରୁଜର ସୁନେଲି କିରଣ 
ବାସ୍, 
ୟା ଠୁ ସୁନ୍ଦର ସକାଳ କ୍ଵଚିତ ହିଁ ଥିବ..!🌄❤️
Chandrakanti ( ଚୁଟକି ) (@chandrakantipr3) 's Twitter Profile Photo

ଦିନେ ,ତା'ଆଖି ପତାର ତିଳଚିହ୍ନ ଠୁଁ ଚିବୁକ୍ ର ତିଳଚିହ୍ନର ଦୂରତା ମାପୁ ମାପୁ, ମୁଁ ଚିରଦିନ ବାଟବଣା ହେଲି , ରକ୍ତିମ ଗୋଲାପର ଦୁଇ ପାଖୁଡ଼ା ପରି ଦୁଷ୍ଟମିର ହସ ହସୁଥିବା ତା' ଓଠ ପାଖରେ। !!!!!!!!! #ତୁମେ

ଓଡ଼ିଆ ଜଗତ (@odiajagat) 's Twitter Profile Photo

ଘଟଗାଁ ପୀଠର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଠାକୁରାଣୀଙ୍କ ଦିବ୍ୟ ଦର୍ଶନ ❤️🙏😍

ଘଟଗାଁ ପୀଠର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଠାକୁରାଣୀଙ୍କ ଦିବ୍ୟ ଦର୍ଶନ ❤️🙏😍
Champakeswara Mahanta ଚମ୍ପକେଶ୍ୱର ମହାନ୍ତ 🇮🇳 (@itzchampak) 's Twitter Profile Photo

ସଞ୍ଜ ନଇଁ ନଇଁ ଆସୁଛି, ଶୀତୁଆ ପବନର ସୁ ସୁ ଶବ୍ଦ , ଧୂସର କୁହୁଡ଼ିର ଓଢଣା ଟାଣି, ଗାଢ଼ ଲାଲ ସିନ୍ଦୁର ଟୋପାଟିଏ ନାଇ, ଆଖିରେ ଆଖିଏ ମଧୁଲି ନିଶା ନେଇ ଅଭିସାରିକା ପରି ସେ ଧିରେ ଧିରେ ନିକଟତର ହେବାକୁ ଲାଗିଲା...

କାଳିଆ କସରା ହଳେ ବଳଦ, କେଁ କଟର କରୁଥିବା ହଳିଏ ଚକ, କେବେ ଖେତରୁ ଧାନ, କେବେ ଖେତକୁ ଗୋବର, ଆଉ କେବେ କାଁ ଭାଁ ଯାତ୍ରୀ ପଲେ ବୋହିଥିବା ସେଇ ପୁରୁଣା ଶଗଡ଼ ଦଣ୍ଡା, ଆଉ ବୟସର ଭାର ସହି ନ ପାରି ସେ ବଳଦର ଶିଙ୍ଗ ପରି ନଇଁ ଆସିଥିବା ଶଗଡ଼ିଆର ପିଠି, ସବୁ ଇସାରା କରୁଥିଲେ କ୍ରମଶଃ ହଜି ଯାଉଥିବା ପୁରୁଣା ଅତୀତକୁ...❣️

କାଳିଆ କସରା ହଳେ ବଳଦ,
କେଁ କଟର କରୁଥିବା ହଳିଏ ଚକ,
କେବେ ଖେତରୁ ଧାନ, କେବେ ଖେତକୁ ଗୋବର, ଆଉ କେବେ କାଁ ଭାଁ ଯାତ୍ରୀ ପଲେ ବୋହିଥିବା ସେଇ ପୁରୁଣା ଶଗଡ଼ ଦଣ୍ଡା,
ଆଉ ବୟସର ଭାର ସହି ନ ପାରି ସେ ବଳଦର ଶିଙ୍ଗ ପରି ନଇଁ ଆସିଥିବା ଶଗଡ଼ିଆର ପିଠି,
ସବୁ ଇସାରା କରୁଥିଲେ କ୍ରମଶଃ ହଜି ଯାଉଥିବା ପୁରୁଣା ଅତୀତକୁ...❣️
Sangram Keshari Senapati (ଗପୁ) (@ssgapu22) 's Twitter Profile Photo

Galpakanti (ଗଳ୍ପକାନ୍ତି) is a short story collection book by Chandrakanti ( ଚୁଟକି ). All these stories were published on Shubhapallaba Magazine. Here is the beginning (ଅୟମାରମ୍ଭ) publication.shubhapallaba.in/books/galpakan…

Champakeswara Mahanta ଚମ୍ପକେଶ୍ୱର ମହାନ୍ତ 🇮🇳 (@itzchampak) 's Twitter Profile Photo

ବସନ୍ତର ପ୍ରଥମ ପରଶ ମଳୟରେ ବିଞ୍ଚି ହେଉଥିଲା ମାସ ମାସ ଧରି ଅପେକ୍ଷାରେ ତିନ୍ତୁଥିବା କଳାହାଣ୍ଡିଆ ମେଘଟା ଦୁମ୍ କିନା ଦାଉ ସାଧୁ ଥିଲା ଛାଇ ଅନ୍ଧାରରେ ଉଡ଼ି ଆସୁଥିଲା ଆମ୍ବ ବଉଳ ଆଉ ମହୁଲର ମିଠା ମିଠା ମଧୁଲି ବାସନା ଭିଜିବାକୁ ଆଗଭର ଆନମନା ଦେହଟାକୁ ଲଗାମ ଦେଇ ଘରମୁହାଁ ହେଲା ବେଳେ ପଛରୁ ଶୁଭିଲା ଏଇ ଚାଲୁନ, ଟିକିଏ ବର୍ଷାରେ ଭିଜିବା! ❤️

ବସନ୍ତର ପ୍ରଥମ ପରଶ
ମଳୟରେ ବିଞ୍ଚି ହେଉଥିଲା
ମାସ ମାସ ଧରି ଅପେକ୍ଷାରେ
ତିନ୍ତୁଥିବା କଳାହାଣ୍ଡିଆ ମେଘଟା
ଦୁମ୍ କିନା ଦାଉ ସାଧୁ ଥିଲା
ଛାଇ ଅନ୍ଧାରରେ ଉଡ଼ି ଆସୁଥିଲା
ଆମ୍ବ ବଉଳ ଆଉ ମହୁଲର
ମିଠା ମିଠା ମଧୁଲି ବାସନା
ଭିଜିବାକୁ ଆଗଭର ଆନମନା ଦେହଟାକୁ
ଲଗାମ ଦେଇ ଘରମୁହାଁ ହେଲା ବେଳେ
ପଛରୁ ଶୁଭିଲା
ଏଇ ଚାଲୁନ, ଟିକିଏ ବର୍ଷାରେ ଭିଜିବା! ❤️
Chandrakanti ( ଚୁଟକି ) (@chandrakantipr3) 's Twitter Profile Photo

ରାଜଗିରି ପାହାଡ଼କୁ ଶାଳଗଛଗୁଡା ଚଢ଼ିବାକୁ ଲାଗିଛନ୍ତି, ଆଖି ପାଉନଥିବା ଦୂରତାରେ‌ କାନ ପହଞ୍ଚିଗଲା କ୍ଷଣିକରେ, କୋଇଲିର କୁହୁତାନ୍ ଘଞ୍ଚ ଜଙ୍ଗଲରୁ ଭାସି ଆସୁଛି, ଦୁଷ୍ଟ ପଳାଶଫୁଳ ଫଣାଟେକି ଚାହିଁଛି, ଏଇତ ଦଂଶି ପକେଇଲା ମତେ, ହାୟ!ପ୍ରେମ ବିଷ ଭରିଦେଲା ଦେହରେ ମନରେ, ମୁଁ ପ୍ରେମିକାରୁ ତାଙ୍କ #ପ୍ରାଣପ୍ରିୟା ହୋଇଗଲି ଜୀବନର ୨୭ତମ ବସନ୍ତରେ

ରାଜଗିରି ପାହାଡ଼କୁ ଶାଳଗଛଗୁଡା ଚଢ଼ିବାକୁ ଲାଗିଛନ୍ତି,
ଆଖି ପାଉନଥିବା ଦୂରତାରେ‌
କାନ ପହଞ୍ଚିଗଲା କ୍ଷଣିକରେ,
କୋଇଲିର କୁହୁତାନ୍ ଘଞ୍ଚ ଜଙ୍ଗଲରୁ ଭାସି ଆସୁଛି,
ଦୁଷ୍ଟ ପଳାଶଫୁଳ ଫଣାଟେକି ଚାହିଁଛି,
ଏଇତ ଦଂଶି ପକେଇଲା ମତେ, 
ହାୟ!ପ୍ରେମ ବିଷ ଭରିଦେଲା ଦେହରେ ମନରେ,
ମୁଁ ପ୍ରେମିକାରୁ ତାଙ୍କ #ପ୍ରାଣପ୍ରିୟା ହୋଇଗଲି
ଜୀବନର ୨୭ତମ ବସନ୍ତରେ