Tikam Patra (@tikampatra3) 's Twitter Profile
Tikam Patra

@tikampatra3

WE SHALL OVERCOME ONE DAY.

ID: 737634456354201601

calendar_today31-05-2016 13:18:53

2,2K Tweet

55 Followers

359 Following

Prameya Odia (@prameyaodia) 's Twitter Profile Photo

ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସନ୍ତା ୫ ବର୍ଷ ମଧ୍ୟରେ ଏକ କୋଟି ଚାକିରି ଦେବେ ସରକାର prameya.com/nitish-governm…

Tikam Patra (@tikampatra3) 's Twitter Profile Photo

Protest on behalf of AIDSO demanding exemplary punishment to all the culprits by demanding high level investigation of the suicide incident of Fakirmohan Autonomous College student. #AIDSO PMO India

Tikam Patra (@tikampatra3) 's Twitter Profile Photo

ଆଉ କେତେ ଦିନ ନାରୀ ଉପରେ ଏମିତି ବର୍ବରତା ଚାଲିଥିବ । ଆଉ କେତେ ଇତିଶ୍ରୀ, ସୌମ୍ୟାଶ୍ରୀ, ପରି ମହିଳା ଙ୍କ ଜୀବନ ଯିବ । କେବେ ଅପସଂସ୍କତିର ପ୍ରଚାର ପ୍ରସାର ବନ୍ଦ ହେବ । କେବେ ମଦ ମାଦକ ଦ୍ରବ୍ୟ ର ପ୍ରଚାର ପ୍ରସାର ବନ୍ଦ ହେବ । ଆଉ କେତେ ଦିନ....BJP Odisha Pravati Parida President of India Sambad (ସମ୍ବାଦ) @BashiPakhala

Tikam Patra (@tikampatra3) 's Twitter Profile Photo

Ola is not giving the best service after one month.My scooter is now at Cuttack service centre Odisha after 25 days. It is very bad for a poor man who buying ola scooter. Please help me the government of India.

ଓଟିଭି (@otvkhabar) 's Twitter Profile Photo

#ଯୋଗାଣ_ମନ୍ତ୍ରୀଙ୍କୁ_ଘେରିଲେ_ଗ୍ରାମବାସୀ -ଢେଙ୍କାନାଳ: ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଘେରିଲେ ଶତାଧିକ ଗ୍ରାମବାସୀ -ନିହଲପ୍ରସାଦ ଥାନା ବେଗା ଅଞ୍ଚଳରୁ ଫେରିବା ବେଳେ ଘେରିଲେ -ଜନଶୁଣାଣି ଶିବିରରୁ ଫେରିବା ବେଳେ ବେଲମାଳିଆରେ ଘେରିଲେ -କିଛି ଦାବିକୁ ନେଇ ଗ୍ରାମବାସୀଙ୍କ ଘେରାଉ, ପୋଲିସର ବୁଝାସୁଝା ପରେ ଓହରିଲେ #Krushnapatra

#ଯୋଗାଣ_ମନ୍ତ୍ରୀଙ୍କୁ_ଘେରିଲେ_ଗ୍ରାମବାସୀ
-ଢେଙ୍କାନାଳ: ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଘେରିଲେ ଶତାଧିକ ଗ୍ରାମବାସୀ
-ନିହଲପ୍ରସାଦ ଥାନା ବେଗା ଅଞ୍ଚଳରୁ ଫେରିବା ବେଳେ ଘେରିଲେ
-ଜନଶୁଣାଣି ଶିବିରରୁ ଫେରିବା ବେଳେ ବେଲମାଳିଆରେ ଘେରିଲେ
-କିଛି ଦାବିକୁ ନେଇ ଗ୍ରାମବାସୀଙ୍କ ଘେରାଉ, ପୋଲିସର ବୁଝାସୁଝା ପରେ ଓହରିଲେ
#Krushnapatra
Tikam Patra (@tikampatra3) 's Twitter Profile Photo

ସ୍ବାଧୀନତାର 79ବର୍ଷ ବିତଯାଇଥିଲେ ବି ଆମ ପଂଚାୟତ ର ମହିଳା ମାନେ ଆଜି ପାନୀୟ ଜଳ ପାଇଁ ଦୀର୍ଘ 2km ଯାଉଛନ୍ତି ।ଏହି ପଂଚାୟତ ରୁ ଅନେକ କିଡନୀ pateint ପ୍ରାଣ ହରାଇଛନ୍ତି ଆଉ ଏବେ ମଧ୍ୟ କିଛି ଚିକିତ୍ସିତ ହଉଛନ୍ତି । ଏଥି ପାଇଁ ଦାୟୀ କିଏ, ବିଭିନ୍ନ ଜଳ ଯୋଜନା ଏଠି ଅପହଞ୍ଚ Rural Water Supply and Sanitation, Odisha Panchayati Raj and Drinking Water Department CMO Odisha NHM Odisha

Kanak News (@kanak_news) 's Twitter Profile Photo

#ମହଙ୍ଗା_ହେଲାଣି_ମେଡିକାଲ_ପାଠ ଓଡ଼ିଶାରେ ଚିକିତ୍ସା ମହଙ୍ଗା । ତାକୁ ବଳିଗଲା ଡାକ୍ତରୀ ପାଠ । ସରକାରୀ ଅନୁଷ୍ଠାନରେ ନାମ ଲେଖାଇବାକୁ ଖର୍ଚ୍ଚ ହେଉଛି ହାରାହାରି ୭ଲକ୍ଷ ଟଙ୍କା । ଘରୋଇ ହସ୍ପିଟାଲକୁ ଆଖି ପାଉନି । ବାଜିରେ ଲାଗିଲା ଗରିବ ମେଧାବୀଙ୍କ ଭବିଷ୍ୟତ #Odisha #MedicalEducation #KanakNews

Odisha Reporter (@odishareporter) 's Twitter Profile Photo

* ଟିଚର ଇଲିଜିବିଲିଟି ଟେଷ୍ଟ (TET) ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ * TET ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ ବୋଲି ରାୟ ଦେଲେ ସୁପ୍ରିମକୋର୍ଟ * ଯେଉଁ ଶିକ୍ଷକମାନେ ଚାକିରିରେ ଅଛନ୍ତି ୨ ବର୍ଷରେ TET ପାସ୍‌ କରିବାକୁ ପଡ଼ିବ * ଯେଉଁ ଶିକ୍ଷକଙ୍କ ଅବସର ୫ ବର୍ଷରୁ କମ୍‌ ଅଛି ସେମାନଙ୍କ ପାଇଁ ଦରକାର ନାହିଁ * ଅବସର ୫ ବର୍ଷରୁ ଅଧିକ ଥିଲେ TET

* ଟିଚର ଇଲିଜିବିଲିଟି ଟେଷ୍ଟ (TET) ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ
* TET ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ ବୋଲି ରାୟ ଦେଲେ ସୁପ୍ରିମକୋର୍ଟ
* ଯେଉଁ ଶିକ୍ଷକମାନେ ଚାକିରିରେ ଅଛନ୍ତି ୨ ବର୍ଷରେ TET ପାସ୍‌ କରିବାକୁ ପଡ଼ିବ
* ଯେଉଁ ଶିକ୍ଷକଙ୍କ ଅବସର ୫ ବର୍ଷରୁ କମ୍‌ ଅଛି ସେମାନଙ୍କ ପାଇଁ ଦରକାର ନାହିଁ
* ଅବସର ୫ ବର୍ଷରୁ ଅଧିକ ଥିଲେ TET
Tikam Patra (@tikampatra3) 's Twitter Profile Photo

ଶିକ୍ଷା ର ମୁଖ୍ୟ ଉଦ୍ଦେଶ୍ୟ ସଫଳ ଦିଗରେ ଦୃଷ୍ଟି ଦେବା ହେବେ ,ଓଡ଼ିଶା ସରକାର ।ଯେମିତିକି ସବୁ exam swachhata ର ସହ conduct heba ଏବଂ ଅନେକ ମେଧାବୀ ଛାତ୍ର ଛାତ୍ରୀ ସୃଷ୍ଟି ହେବେ ସେ ଦିଗ ରେ ଦୃଷ୍ଟି ଦେବା ହେବେ । EducationOdisha Latest Supreme Court Judgments Narendra Modi Dharmendra Pradhan CMO Odisha Mohan Charan Majhi AajTak ଓଟିଭି

ଶିକ୍ଷା ର ମୁଖ୍ୟ ଉଦ୍ଦେଶ୍ୟ ସଫଳ ଦିଗରେ ଦୃଷ୍ଟି ଦେବା ହେବେ ,ଓଡ଼ିଶା ସରକାର ।ଯେମିତିକି ସବୁ exam swachhata ର ସହ conduct heba ଏବଂ ଅନେକ ମେଧାବୀ ଛାତ୍ର ଛାତ୍ରୀ ସୃଷ୍ଟି ହେବେ ସେ ଦିଗ ରେ ଦୃଷ୍ଟି ଦେବା ହେବେ । EducationOdisha Latest Supreme Court Judgments Narendra Modi Dharmendra Pradhan CMO Odisha Mohan Charan Majhi AajTak ଓଟିଭି
Pankaj Kumar Nayak (@pankajdkl) 's Twitter Profile Photo

Please enquiry about this case and take strong action against culprits. Where is Police, Forest, Tahsil staffs, Mining dep? Mohan Charan Majhi DGP, Odisha Odisha Vigilance DFO DHENKANAL ପଥର ଚୋରି, ବେନିୟମ ବ୍ଲାଷ୍ଟିଙ୍ଗ ବନ୍ଦ କରାଯାଉ District Dhenkanal BDO GONDIA public.app/video/sp_m3a9h…

Pankaj Kumar Nayak (@pankajdkl) 's Twitter Profile Photo

ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗଣଧାରଣା ଦ୍ୱିତୀୟ ଦିନରେ ‼️‼️‼️ ଉତ୍ତମ ସ୍ୱାସ୍ଥ୍ୟ ସେବା ଆମର ମୌଳିକ ଅଧିକାର #dhenkanal #Odissa ଢେଙ୍କାନାଳରେ ତୁରନ୍ତ ଡାକ୍ତର ନିଯୁକ୍ତି ଦିଆଯାଉ Mohan Charan Majhi Dr. Mukesh Mahaling District Dhenkanal Dhenkanal Tweet Club AAP Team ATA Official Voice Of Dhenkanal 🗣️

Kanak News (@kanak_news) 's Twitter Profile Photo

#ଅଧା_ଓଡ଼ିଶାକୁ_ଶୁଭୁନି_ହ୍ୟାଲୋ_ହ୍ୟାଲୋ! ଦୁର୍ବଳ ମୋବାଇଲ ନେଟୱର୍କର ପୋଲ୍ ଖୋଲିଲା କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟର ଚିଠି । ଓଡ଼ିଶାର ୪୯ ପ୍ରତିଶତ ଅଞ୍ଚଳରେ ଆଣ୍ଠେଇଛି ଡିଜିଟାଲ ଇଣ୍ଡିଆର ସ୍ବପ୍ନ । ଇଣ୍ଟରନେଟ୍ ବିନା ହିତାଧିକାରୀଙ୍କ ପାଖରେ ଅପହଞ୍ଚ ଅନେକ ସରକାରୀ ଯୋଜନା #NetworkIssue #Odisha #KanakNews