Prameya Odia(@prameyaodia) 's Twitter Profileg
Prameya Odia

@prameyaodia

Prameya, the leading Odia daily newspaper and web portal from Summa Real Media which also runs 24*7 news channel "News7".

ID:724958327533391872

linkhttp://prameya.com/ calendar_today26-04-2016 13:48:29

104,3K Tweets

130,1K Followers

200 Following

Follow People
Prameya Odia(@prameyaodia) 's Twitter Profile Photo

ଦିଲ୍ଲୀ ଅଧିନାୟକଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟକୁ ୨୨୫ ରନ୍‌ର ଟାର୍ଗେଟ ଦେଲା ଡିସି

prameya.com/delhi-capitals…

account_circle
Prameya Odia(@prameyaodia) 's Twitter Profile Photo

ପ୍ରଥମ ପର୍ଯ୍ୟାୟର ଭୋଟିଂକୁ ନେଇ ଚିନ୍ତାରେ ନିର୍ବାଚନ ଆୟୋଗ , ମତଦାନ ବଢାଇବାକୁ କଲେ ଏମିତି ପ୍ରୟାସ
prameya.com/election-commi…

ପ୍ରଥମ ପର୍ଯ୍ୟାୟର ଭୋଟିଂକୁ ନେଇ ଚିନ୍ତାରେ ନିର୍ବାଚନ ଆୟୋଗ , ମତଦାନ ବଢାଇବାକୁ କଲେ ଏମିତି ପ୍ରୟାସ prameya.com/election-commi…
account_circle
Prameya Odia(@prameyaodia) 's Twitter Profile Photo

ନୂଆ ଗ୍ରାହକ ଯୋଡିପାରିବ ନାହିଁ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ, ଜାରି କରିପାରିବନି କ୍ରେଡିଟ୍ କାର୍ଡ

prameya.com/big-action-by-…

account_circle
Prameya Odia(@prameyaodia) 's Twitter Profile Photo

ନିର୍ବାଚନୀ ସଭାରେ ଭାଷଣ ଦେଉ ଦେଉ ଅଚେତ ହୋଇ ପଡ଼ିଗଲେ ନୀତିନ ଗଡ଼କରୀ

prameya.com/union-minister…

account_circle
Prameya Odia(@prameyaodia) 's Twitter Profile Photo


-ରାୟଗଡ଼ା : ଟାଙ୍ଗିଆ ଚୋଟରେ ଜଣେ ମୃତ
-ଜଣେ ଅଟକ ,ତଦନ୍ତ ଚଳାଇଛି ପୋଲିସ ,କାରଣ ଅସ୍ପଷ୍ଟ

account_circle
Prameya Odia(@prameyaodia) 's Twitter Profile Photo


-ଅଗ୍ନି କାଣ୍ଡ ରେ ଲକ୍ଷ୍ୟାଧିକ ଟଙ୍କା ର ସମ୍ପତ୍ତି ପୋଡି ନଷ୍ଟ
-ସାଲେପୁର ବ୍ଲକ୍ ଧନୁପଡା ଗାଁ ରେ ଘଟିଛି ଅଗ୍ନି କାଣ୍ଡ
-ଚୁଲିରୁ ନିଆଁ ଲାଗି ଜଳିଗଲା ବଖରା ଘର
-ସ୍ଥାନୀୟ ଲେକେ ଓ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ

account_circle
Prameya Odia(@prameyaodia) 's Twitter Profile Photo


-ନିର୍ବାଚନ ପ୍ରସଙ୍ଗରେ ମହମ୍ମଦ ମୁକିମଙ୍କ ପ୍ରତିକ୍ରିୟା
-ସମସ୍ତଙ୍କ ମତାମତ ଲୋଡୁଛି
-ଚୂଡାନ୍ତ ନିଷ୍ପତ୍ତି ପି ସି ସି ନେବ
-କର୍ମୀଙ୍କ ଭାବାବେଗକୁ ସମ୍ମାନ ଦେଉଛି
-କିନ୍ତୁ ସବୁକିଛି ମୋ ଉପରେ ନିର୍ଭର କରୁନାହିଁ
-ବଞ୍ଚିଥିବା ଯାଏଁ କଟକ ସହର ପାଇଁ ସେବା କରିବି

account_circle
Prameya Odia(@prameyaodia) 's Twitter Profile Photo


-ଭଞ୍ଜ କଲୋନୀରେ ଘରେ ପଶି ଯୁବକଙ୍କୁ ଛୁରା ମାଡ଼
-ଲୁଟ ଉଦ୍ୟମ ବେଳେ ପ୍ରତିବାଦ କରିବାରୁ ଛୁରା ମାଡ଼
-ଗୁରୁତର ଯୁବକ ଅନୁପ ବିଶ୍ଵକର୍ମା ମେଡିକାଲରେ ଭର୍ତ୍ତି
-ପ୍ରାଥମିକ ଚିକିତ୍ସାପରେ କେନ୍ଦୁଝର ସ୍ଥାନାନ୍ତରିତ
-ଘଟଣାକୁ ନେଇ ବଡ଼ବିଲ ପୋଲିସର ତନାଘନା

account_circle
Prameya Odia(@prameyaodia) 's Twitter Profile Photo


-ମହୁମାଛି ଆତଙ୍କ ରେ ବାଟୋଇ ଭୟଭିତ,୨୫ ରୁ ଉର୍ଦ୍ଧ ଆକ୍ରମଣ ର ଶିକାର
-ଆକ୍ରମଣ ରେ ପ୍ରତିଦିନ ମେଡିକାଲ ରେ ଭର୍ତ୍ତି ହେଉଛନ୍ତି ୧୦ ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

account_circle
Prameya Odia(@prameyaodia) 's Twitter Profile Photo


-ମାଲକାନଗିରି ଜିଲ୍ଲାରେ ଧରା ପଡିଛି ନଗଦ 30 ଲକ୍ଷ ଟଙ୍କା
-ମାଲକାନଗିରି ଜିଲ୍ଲାର ଦୁଇ ଜଣ ପ୍ରତିଷ୍ଠିତ ବ୍ୟବସାୟୀ ଅଟକ
-ଆୟକର ବିଭାଗକୁ ତଦନ୍ତ କରିବା ଲାଗି ଉପ ଜିଲ୍ଲାପାଳ ଙ୍କ ନିର୍ଦେଶ

account_circle
Prameya Odia(@prameyaodia) 's Twitter Profile Photo


-ବିଦ୍ୟୁତ ଆଘାତ ରେ ସାନ ଭାଈ ମୃତ, ବଡ଼ ଗୁରୁତର
-ବନ୍ୟ ଜନ୍ତୁ ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର
-ଯୁଯୁମୁରା ଥାନା ଅନ୍ତର୍ଗତ ତୁମେର ଜଙ୍ଗଲ ରେ ଘଟିଛି ଘଟଣା

account_circle
Prameya Odia(@prameyaodia) 's Twitter Profile Photo


-ବଡ଼ବିଲ : ଅବକାରୀ ବିଭାଗ କାର୍ଯ୍ୟାଳୟ ପରିସରରେ ଭୟାବହ ଅଗ୍ନିକାଣ୍ଡ
-୨ ବୋଲେରୋ, ୧ ସ୍କର୍ପିଓ, ୧ ଅଟୋ ସହ ୧୧ ବାଇକ୍ ପୋଡ଼ି ପାଉଁଶ
-ଅନ୍ୟାନ୍ୟ ଜବତ୍ ସାମଗ୍ରୀ ମଧ୍ୟ ପୋଡ଼ି ଯାଇଥିବା ସୂଚନା
-ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

account_circle
Prameya Odia(@prameyaodia) 's Twitter Profile Photo


-ବଣାଇ - ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ଦେହ ଠାଵ
-ବନ ବିଭାଗ ଓ ବନ୍ୟ ପ୍ରାଣୀ ମିଳିତ ପ୍ରୟାସ ରେ ଚାଲିଥିଲା ଦନ୍ତାର ଚିକିତ୍ସା
-ଘଟଣା ସ୍ଥଳରେ ବନ ବିଭାଗର ଅଧିକାରୀ ପହଂଚି କରୁଛନ୍ତି ତଦନ୍ତ

account_circle
Prameya Odia(@prameyaodia) 's Twitter Profile Photo


-ଦୋକାନ ଭିତରକୁ ମାଡିଗଲା ଇଲେକସନ୍ ଆବଜରବର ଙ୍କ ବୋଲେରୋ
-ଦୁଇଟି ଦୋକାନ କ୍ଷତିଗ୍ରସ୍ତ । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା

account_circle
Prameya Odia(@prameyaodia) 's Twitter Profile Photo


-ବାକି ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗେଇଲା ଗ୍ରାହକ
-125 ଟଙ୍କାର ସଉଦା ବାକି ମାଗିବାରୁ ଦୋକାନରେ ନିଆଁ
-ଲକ୍ଷାଧିକ ଟଙ୍କାର ଗ୍ରୋସରୀ ଜିନିଷ ଜଳିପୋଡ଼ି ପାଉଁଶ ହୋଇଛି

account_circle