ଓଟିଭି (@otvkhabar) 's Twitter Profile Photo

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ବଞ୍ଚିତ ହୋଇଥିବା ଚାଷୀମାନେ ପାଥପୁର ନିକଟରେ ରାସ୍ତାରୋକ କରିଛନ୍ତି । କଟକ- ବାଙ୍କୀ ରାସ୍ତାରେ ବହୁ ଗାଡି ଅଟକି ରହିଛି । #Rastaroko #CropInsurance #Pathapur #Banki