Sachchida Nanda Mahakur (@subratmahakur22) 's Twitter Profile
Sachchida Nanda Mahakur

@subratmahakur22

ସୋସିଆଲ ଉଆରକର

ID: 1535870516795281409

calendar_today12-06-2022 06:24:37

1,1K Tweet

2,2K Followers

4,4K Following

Mr. Bijay Khara. (@mr_khara) 's Twitter Profile Photo

CMO Odisha Collector & DM, Koraput Panchayati Raj and Drinking Water Department SSEPD DSSO SSEPD KORAPUT BDOBOIPARIGUDA କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତ ଜଙ୍ଗଳଯୋଡ଼ି ଗ୍ରାମର #ଜେମି_ଖରା ବିଧବା ଭତ୍ତାରୁ ବଞ୍ଚିତ। ଏଣୁ ବ୍ଲକ ପ୍ରଶାସନ ତୁରନ୍ତ #ଜେମିଖରାଙ୍କୁ ବିଧବା ଭତ୍ତା ଯୋଗାଇ ଦେବାକୁ ବିନମ୍ର ଅନୁରୋଧ।

CMO Odisha Collector & DM, Koraput Panchayati Raj and Drinking Water Department DSSO SSEPD KORAPUT SSEPD BDOBOIPARIGUDA କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତ ଧବାଆଟାଳ ଗ୍ରାମର #ସିତାଇ_ସାନ୍ତା ଭାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ। ଏଣୁ ବ୍ଲକ ପ୍ରଶାସନ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି #ସିତାଇ ଙ୍କୁ ଭତ୍ତା ଯୋଗାଇ ଦେବାକୁ ଅନୁରୋଧ।

Pradip (@pradipkumar789) 's Twitter Profile Photo

କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତ କପୁଗୁଡ଼ା ଗ୍ରାମର ଦିବ୍ୟାଙ୍ଗ ସୁଭଦ୍ରା ପ୍ରଧାନଙ୍କୁ ଉପଯୁକ୍ତ ତଦନ୍ତ କରି ଭିନ୍ନକ୍ଷମ ଭତ୍ତା ଏବଂ ଟ୍ରାଇ ସାଇକେଲ ପ୍ରଦାନ କରିବାକୁ SSEPD Collector Kandhamal ଙ୍କୁ ବିନମ୍ର ଅନୁରୋଧ.CMO Odisha Nityananda Gond @Dssokandhamal

UMESH BISHI YADAV (@umeshbisi) 's Twitter Profile Photo

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗେଟ୍ ସମ୍ମୁଖରେ ବଡ଼ ଖାଲ।ଲୋକେ ଦୁର୍ଘଟଣା ର ଶିକାର ହେଉଛନ୍ତି।ତୁରନ୍ତ ଦୃଷ୍ଟିଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରି ପ୍ରତ୍ୟୁତ୍ତର ରଖିବାକୁ Panchayat Samiti Khaprakhol ମହୋଦୟଙ୍କୁ ଅନୁରୋଧ। Collector & DM, Balangir CMO Odisha Panchayati Raj and Drinking Water Department H & FW Dept Odisha CHC KHAPRAKHOL

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗେଟ୍ ସମ୍ମୁଖରେ ବଡ଼ ଖାଲ।ଲୋକେ ଦୁର୍ଘଟଣା ର ଶିକାର ହେଉଛନ୍ତି।ତୁରନ୍ତ ଦୃଷ୍ଟିଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରି ପ୍ରତ୍ୟୁତ୍ତର ରଖିବାକୁ Panchayat Samiti Khaprakhol ମହୋଦୟଙ୍କୁ ଅନୁରୋଧ।
Collector & DM, Balangir CMO Odisha Panchayati Raj and Drinking Water Department H & FW Dept Odisha CHC KHAPRAKHOL
UMESH BISHI YADAV (@umeshbisi) 's Twitter Profile Photo

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ମାରଲାଡ ଗ୍ରାପ ବଳପଦର ଗ୍ରାମର ଅସହାୟ #ମନବୋଧ_ବାଗ ଙ୍କ ଭିଡିଓ କୁ ଦେଖନ୍ତୁ।ଗତ ୧୬/୦୬/୨୦୨୫ ରେ ମେଡିକାଲ ଟେଷ୍ଟିଂ ହୋଇଛି।କିନ୍ତୁ ଆଜି ପର୍ଯ୍ୟନ୍ତ ବିକଳାଙ୍ଗ ସାର୍ଟିଫିକେଟ ପାଇନାହିଁ।କେତେ % ଦେବା ଉଚିତ୍ ? ଦୟାକରି ଯଥାଶୀଘ୍ର ପ୍ରଦାନ କରିବାକୁ H & FW Dept Odisha ଙ୍କୁ ଅନୁରୋଧ। Dr. Mukesh Mahaling

BIBEKANANDA PRADHAN (@bibekanand97933) 's Twitter Profile Photo

ବଲାଙ୍ଗୀର ଜିଲ୍ଲା ତୁଷୁରା 4ନଂ ୱାର୍ଡ ସୁନାରି ଗଳିରେ ଥିବା ବିଦ୍ୟୁତ ଖୁଣ୍ଟ ବିପଦ ସଂକୁଳ ଅବସ୍ଥାରେ ପଡ଼ିରହିଛି, ଦୟାକରି ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିବା ନିମନ୍ତେ ବିନମ୍ର ଅନୁରୋଧ l CMO Odisha ChiefSecyOdisha Kanak Vardhan Singh Deo (Modiji Ka Parivar) Energy Odisha TP Western Odisha Distribution Ltd. Collector & DM, Balangir

ବଲାଙ୍ଗୀର ଜିଲ୍ଲା ତୁଷୁରା 4ନଂ ୱାର୍ଡ ସୁନାରି ଗଳିରେ ଥିବା ବିଦ୍ୟୁତ ଖୁଣ୍ଟ ବିପଦ ସଂକୁଳ ଅବସ୍ଥାରେ ପଡ଼ିରହିଛି, ଦୟାକରି ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିବା ନିମନ୍ତେ ବିନମ୍ର ଅନୁରୋଧ l
CMO Odisha ChiefSecyOdisha Kanak Vardhan Singh Deo (Modiji Ka Parivar) Energy Odisha TP Western Odisha Distribution Ltd. Collector & DM, Balangir
Ramesh Meher (@rameshmeher_) 's Twitter Profile Photo

ବିନିକା ବ୍ଲକ ଅନ୍ତର୍ଗତ ମାହଦା ରୁ ପଧାନପାଲି (ଭାୟା ସିଲଜୁରି) Odisha Rural ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇଛି। ଏହା ଫଳରେ ୩ ଟି ପଞ୍ଚାୟତ ର ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ମରାମତି କରିବାକୁ ଅନୁରୋଧ କରୁଛି। CMO Odisha Sangeeta Kumari Singh Deo Rabi Narayan Naik District Magistrate Subarnapur #RD_Road #Binka

ବିନିକା ବ୍ଲକ ଅନ୍ତର୍ଗତ ମାହଦା ରୁ ପଧାନପାଲି (ଭାୟା ସିଲଜୁରି) Odisha Rural ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇଛି। ଏହା ଫଳରେ ୩ ଟି ପଞ୍ଚାୟତ ର ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ମରାମତି କରିବାକୁ ଅନୁରୋଧ କରୁଛି। CMO Odisha Sangeeta Kumari Singh Deo Rabi Narayan Naik District Magistrate Subarnapur #RD_Road #Binka
UMESH BISHI YADAV (@umeshbisi) 's Twitter Profile Photo

ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଗ.ଶ. ଡୁଙ୍ଗୁରିପାଲି (ମାଗୁରବେଡା) ପେକ୍ସ ସବୁବେଳେ ଦୁର୍ନୀତିଗ୍ରସ୍ତ।ଏବେ ଦେଖନ୍ତୁ ସେକ୍ରେଟାରୀ ବଦଳରେ ସାର ବିକୁଛନ୍ତି ଧାନ ବ୍ୟପାରି।ଚାଷୀଙ୍କୁ ହଇରାଣ କରିବାରୁ ଭିଡିଓ କଲେ ଚାଷୀ।ଭିଡିଓ କଲେବୋଲି ଧସ୍ତାଧସ୍ତି।ଥାନାରେ ରହିଛି କଥା।ଦୟାକରି ପଦକ୍ଷେପ ନେବାକୁ ଅନୁରୋଧ। CMO Odisha Home Department, Govt. of Odisha